May 26, 2024, 17:37 IST

ଚାଲିଗଲା ନିର୍ବାଚନ ଠିକ୍ ସେହି ସମୟରେ ଉଠିଲା ବିଧାୟକଙ୍କ କୋକେଇ ଦେଖନ୍ତୁ ଘଟିଗଲା କେତେବଡ଼ ଅଘଟଣ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଯେଉଁ ଖବର ଆସିଛି ତାହା ଆପଣ ଶୁଣିଲେ ଦୁଃଖ ପ୍ରକାଶ କରିବେ ।
Hh
ନିର୍ବାଚନ ବେଳେ ଚାଲିଗଲା ବିଧାୟକଙ୍କ ଜୀବନ । ସର୍ବସାଧାରଣଙ୍କ ଆଗରେ ସ୍ଵାଧୀନ ବିଧାୟକଙ୍କ ମୃ-ତ୍ୟୁ ହୋଇଗଲା । ଏହି ବିଧାୟକ ଜଣଙ୍କୁ ହସପିଟାଲକୁ ନେଲା ବେଳେ ବାଟରେ ଏଭଳି ଘଟଣା ଘଟିଗଲା ।ସମସ୍ତଙ୍କ ଆଖି ଆଗରେ ବିଧାୟକ ଶବ ହୋଇଗଲେ । ସ୍ୱାଧୀନରେ ଜିତିଥିବା ପ୍ରାର୍ଥୀ ଜଣଙ୍କର ମୃ-ତ୍ୟୁ ହୋଇଯାଇଛି ।
ଗୋଟିଏ ପଟେ ଲୋକସଭା ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଆଉ ଗୋଟିଏ ପଟେ ବିଧାୟକ ଜଣଙ୍କର କୋକେଇ ଉଠୁଛି । ଏହି ସ୍ଵାଧୀନ ବିଧାୟକ ଜଣଙ୍କ ହେଉଛନ୍ତି ରାକେଶ ଦୌଲାତବାଦ । ଏହି ବ୍ୟକ୍ତି ଜଣକ ୨୦୧୯ ମସିହାରେ କଂଗ୍ରେସ ଆଉ ବିଜେପି ଦଳକୁ ପଛରେ ପକାଇ ସ୍ଵାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇଥିଲେ ଆଉ ସେ ନିର୍ବାଚିତ ମଧ୍ୟ ହୋଇଥିଲେ । 
Hh
ରାକେଶଙ୍କୁ ଅଞ୍ଚଳବାସୀ ବହୁତ ଭଲ ପାଉଥିଲେ । ସେ ସବୁବେଳେ ଲୋକଙ୍କ ସେବା କରୁଥିଲେ । ସେ ଜଣେ ସମାଜସେବୀ ଅଟନ୍ତି । ଯେଉଁ ଲୋକ ଦୁଃଖକଷ୍ଟରେ ଥାଆନ୍ତି ସେଠାରେ ବିଧାୟକ ପହଞ୍ଚି ଯାଆନ୍ତି । ସେ ଜାଣିଛନ୍ତି କି ତାଙ୍କୁ ଯେଉଁ ଲୋକମାନେ ଭୋଟ ଦେଇ ବିଶ୍ବାସ କରିଥିଲେ ଆଉ ନିର୍ବାଚନରେ ଜିତାଇଥିଲେ ସେ ତାଙ୍କର ବିଶ୍ବାସ କେବେ ଭାଙ୍ଗିବେ ନାହିଁ ।
ସେ ଜଣେ ବହୁତ ଭଲ ବ୍ୟକ୍ତି ଥିଲେ । ସେ ସବୁବେଳେ ସବୁ ପରିସ୍ଥିତିରେ ଲୋକଙ୍କ ପାଖରେ ଥିଲେ ।ଲୋକମାନେ ଏଭଳି ନେତାଙ୍କୁ ଭୁଲିପାରିବେ ନାହିଁ । ସେଥିପାଇଁ ତ ସେ ଏଭଳି ଏକ ନେତା ଥିଲେ ଯିଏ କି ସ୍ଵାଧୀନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ଲୋକଙ୍କ ଭଲପାଇବା ପାଇ ଜିତିଥିଲେ । ତାଙ୍କ ମୃ-ତ୍ୟୁ ଖବର ଶୁଣି ଅଞ୍ଚଳବାସୀ ଶୋକ ପ୍ରକାଶ କରିଛନ୍ତି ।
ହରିୟାଣାର ଗୁରୁଗ୍ରାମ ଜିଲ୍ଲାର ବାତ୍ସାପୁର ବିଧାନସଭା ମଣ୍ଡଳୀରୁ ସେ ସ୍ଵାଧୀନ ପ୍ରାର୍ଥୀ ଥିଲେ । ହୃଦଘାତ ଯୋଗୁଁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇ ଯାଇଥିଲା । ଆଉ ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କର ମୃ-ତ୍ୟୁ ହୋଇଯାଇଛି ବୋଲି ଖବର ଆସିଛି ।

Advertisement