Updated: Jun 4, 2024, 21:43 IST

ସରିଲା ନିର୍ବାଚନ ବଢିଲା ବିଜୁଳି ଦର ଦେଖନ୍ତୁ ଏବେ ଏବେ ଆସିଲା ବହୁତ୍ ବଡ଼ ଖବର

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ସରିଗଲା ନିର୍ବାଚନ ଆଉ ଏପଟେ ବଢିବାକୁ ଲାଗିଲା ବିଦ୍ୟୁତ ଦର। ବିଦ୍ୟୁତ ବିତରଣ କମ୍ପାନୀ ଗ୍ରାହକଙ୍କୁ ଦେଇଛି ବଡ ଝଟକା। ବିଦ୍ୟୁତ ବିଭାଗ ଆୟୋଗ ପକ୍ଷରୁ ୨୦୨୪ ରୁ ୨୦୨୫ ଆର୍ଥିକ ବର୍ଷ ପାଇଁ ନୂଆ ବିଦ୍ୟୁତ ହାର ଘୋଷଣା କରିଛି। ଏହି ନିଷ୍ପତି ରାଜ୍ୟର ଘରୋଇ ଏବଂ କୃଷି ଉପଭୋକ୍ତା ମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇବ। 
Bb
ବନ୍ଧୁଗଣ ନୂଆ ହାର ଅନୁଯାଇ ଘରୋଇ ଏବଂ ଅଣଘରୋଇ ଗ୍ରାହକଙ୍କ ପାଇଁ ବିଦ୍ୟୁତ୍ ହାର ୟୁନିଟ ପିଛା ୨୦ ପଇସା ବୃଦ୍ଧି କରାଯାଇଛି। ଏଥିସହିତ କୃଷି ପାଇଁ ଏହି ବୃଦ୍ଧି ୟୁନିଟ ପିଛା ୨୫ ପଇସା ହେଇଛି। ବଣ୍ଟନ କମ୍ପାନୀର ମୋଟ ରାଜସ୍ବ କ୍ଷତି ହ୍ରାସ କରିବା ପାଇଁ ରାଜ୍ୟ ସରକାର ୧୦୦୦ କୋଟି ଟଙ୍କା ଫେରସ୍ତ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ଯାହାଫଳରେ ୨୦୨୪ ରୁ ୨୦୨୫ ଆର୍ଥିକ ବର୍ଷରେ ୧ ହଜାର ୮୧୯ କୋଟି ଟଙ୍କା ରାଜସ୍ବ ନିଅଣ୍ଟ ହେବ। 
ନୂଆ ବିଦ୍ୟୁତ ହାର ଜୁନ ୧ ତାରିଖ ଠାରୁ କାର୍ଯ୍ୟକାରୀ ହେଇସାରିଛି। ତେବେ ବିଦ୍ୟୁତ ହାର ବଢିବ ଦ୍ଵାରା ଛତିଶଗଡର ଲକ୍ଷ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ପ୍ରଭାବ ପକାଇଛି। ଏହାକୁ ନେଇ ଛତିଶଗଡର ଲୋକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଛତିଶଗଡ଼ର ସରକାର ଏବଂ ଛତିଶଗଡ଼ର ବିତ୍ୟୁତ୍ ବିଭାଗ ପକ୍ଷରୁ କୁହାଯାଇଛି ଯେ, "ଏହା ହେଉଛି ଆବଶ୍ୟକ ପଦକ୍ଷେପ ଯାହାଦ୍ୱାରା ବିଦ୍ୟୁତ ବିତରଣ କମ୍ପାନୀର ରାଜସ୍ବ କ୍ଷତି ହ୍ରାସ ହେଇପାରିବ।

Advertisement