ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଏବେ ଦେଖିବାକୁ ମିଳିଛି ଯେ, ସବିଆଇ ହାତରେ ଲାଗିଛି ଟ୍ରେନି ଡାକ୍ତର ମହିଳାଙ୍କ ଡାଏରି। ଯେଉଁ ଡାଏରି ଟ୍ରେନି ଡାକ୍ତର ସବୁଦିନର ମନର କଥା ଲେଖୁଥିଲେ।
ମୃ-ତ୍ୟୁର କିଛି ଘଣ୍ଟା ପୂର୍ବରୁ ମଧ୍ୟ ଟ୍ରେନି ଡାକ୍ତର ତାଙ୍କ ଡାଏରିରେ ସମୟ ମେନସନ୍ କରି ଲେଖିଥିଲେ ସବୁକିଛି। ତାଙ୍କ ଜୀବନରେ କଣ ଲକ୍ଷ ଥିଲା ଏବଂ ତାଙ୍କ ସ୍ବପ୍ନ କଣ ଥିଲା ସେସବୁ ବିଷୟରେ ଡାଏରୀଟିରେ ଲେଖିଥିଲେ ମହିଳା ଟ୍ରେନି ଡାକ୍ତର। ଟ୍ରେନି ଡାକ୍ତର ଡାଏରୀରେ ଲେଖିଥିଲେ ଯେ, "ସେ ଗୋଲ୍ଡ ମେଡାଲିଷ୍ଟ ହେବି। ଆଉ ମୋ ବାପା ମାଙ୍କ ସ୍ବପ୍ନକୁ ପୂରଣ କରିବି। ଏମଡି ପରୀକ୍ଷାରେ ଟପର ହେବି। ମୋ ପାଇଁ ସଂଘର୍ଷ କରିଥିବା ମୋ ବାପା ମାଙ୍କ ଋଣକୁ ମୁ ସୁଝିବି।
ଆଉ ଲେଖିଥିଲେ ଯେ ଆମ ଜୀବନ ଶୈଳୀରେ ନିଶ୍ଚିନ୍ତ ପରିବର୍ତ୍ତନ ମଧ୍ୟ ହେବ"। ଏହା ହେଉଛି ଟ୍ରେନି ମହିଳା ଡାକ୍ତରଙ୍କ ଛୋଟ ଛୋଟ ସ୍ବପ୍ନ। ଯାହାକୁ ନେଇ ସେ ବେଶ୍ ଖୁସି ଥିଲେ। ଆଉ ଏହିସବୁ ସ୍ବପ୍ନ ସେ ଡାକ୍ତର ହୋଇ ପୁରା କରିବେ ବୋଲି କହିଥିଲେ। କିନ୍ତୁ ଆଜି ସେହି ସବୁ ସ୍ବପ୍ନ ତାଙ୍କର ଭାଙ୍ଗିଯାଇଛି। ଦୁ-ଷ୍କ-ର୍ମ କରି ସବୁଦିନ ପାଇଁ ଟ୍ରେନି ମହିଳା ଡାକ୍ତରଙ୍କୁ ଆରପାରିକୁ ପଠାଇ ଦେଇଛି ଅଭିଯୁକ୍ତ। ଦେଖିବାକୁ ଗଲେ ପଡ଼ିତା ଡାକ୍ତର ଛୋଟ ବେଳୁ ଜଣେ ମେଧାବୀ ଛାତ୍ରୀ ଥିଲେ।
ଏବଂ ଛୋଟ ବେଳୁ ତାଙ୍କର ଆଶା ଥିଲା ଡାକ୍ତର ହେବେ ବୋଲି। ସେଥିପାଇଁ ଟ୍ରେନି ମହିଳା ଡାକ୍ତର ବହୁତ୍ ପରିଶ୍ରମ କରି ଡାକ୍ତରୀ ପାଠ ପଢିଥିଲେ। ଦିନରାତି ପରିଶ୍ରମ କରି ଆରଜିକର ମେଡିକାଲ କଲେଜରେ ରୋଗୀ ମାନଙ୍କ ସେବା କରୁଥିଲେ। କିନ୍ତୁ ୮ ଅଗଷ୍ଟ ରାତି ତାଙ୍କ ପାଇଁ ଶେଷ ରାତି ଥିଲା। ବାରମ୍ଵାର ଦୁ-ଷ୍କ-ର୍ମ ଓ ଶାରୀରିକ ନି-ର୍ଯା-ତ-ନା ଦେଇ ହ-ତ୍ୟା କରିଥିଲା ଅଭିଯୁକ୍ତ। ଯାହାର ତଦନ୍ତ ଭାର ଏବେ ସିବିଆଇ ହାତରେ ରହିଛି।