May 30, 2024, 17:33 IST

କଲେଜ୍ ପଛପଟେ ସୁନ୍ଦର ଯୁବତୀଙ୍କ ମୃ-ତ ଦେହ ଖୋଜି ପାଇଲା କୁକୁର ଦେଖନ୍ତୁ କଣ ଥିଲା ଅସଲ ଘଟଣା

Hb

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ କଲେଜ ପଛପଟୁ ପୋଲିସ ଯୁବତୀଙ୍କ ଶବ ଉଦ୍ଧାର କରିଛି। ଛାତ୍ରୀ ଜଣଙ୍କ ନାଁ ହେଉଛି ମାନଭି। ମାନଭି କଲେଜକୁ ଯାଇ ଆଉ ଘରକୁ ଫେରିନଥିଲେ। ସେପଟେ ଝିଅକୁ ନପାଇ ବାରମ୍ଵାର କଲ କରୁଥିଲେ ପରିବାର ଲୋକେ। ସେପଟେ ଝିଅ ଫୋନ ରିସିଭ କରିନଥିବା ବେଳେ ତା'ପରଦିନ ସକାଳୁ କଲେଜ୍ ନିକଟରୁ ରକ୍ତ ଯୁଡୁବୁଡ଼ା ଅବସ୍ଥାରେ ଝିଅର ମିଳିଛି ମୃ-ତ-ଦେ-ହ। ଏକ ତରଫା ପ୍ରେମୀ ହିଁ ମାନଭିଙ୍କ ଜୀବନ ନେଇଛି ବୋଲି ସନ୍ଧେୟ କରାଯାଇଛି। 
Gh
ଖବର ମୁତାବିକ ମାନଭି ବିପିଇଏସରେ ପାଠ ପଢୁଥିଲେ। ତାଙ୍କର ବୟସ ୨୨ ବର୍ଷ ହେଇଥିବା ବେଳେ ସେ ସବୁବେଳେ ପାଠପଢ଼ାକୁ ନେଇ ବେଶ ଆଗ୍ରହ ରଖୁଥିଲେ। ସେ ବହୁତ ସୁନ୍ଦର ହେଇଥିବା ବେଳେ ସେ ଜଣେ ମେଧାବୀ ଛାତ୍ରୀ ଅଟନ୍ତି। ଆଉ ତାଙ୍କର ଏସବୁ ଗୁଣ ଦେଖି ତାଙ୍କୁ ଏକ ତରଫା ପ୍ରେମ କରି ବସିଥିଲା ତାଙ୍କର ଜଣେ ସମ୍ପର୍କୀୟ। ସେ ମାନଭିକୁ ଭଲ ପାଉଥିବା ବେଳେ ତାଙ୍କ ସହିତ ବାରମ୍ଵାର କଥା ହେବାକୁ ଚାହୁଁଥିଲା। ହେଲେ ମାନଭି ତାଙ୍କ ଠାରୁ ଦୁରେଇ ରୁହନ୍ତୁ। ଯାହାକି ଯୁବକ ଜଣଙ୍କୁ ଭଲ ଲାଗୁନଥିଲା। 
Bh
ଯୁବକ ଜଣଙ୍କ ବିବାହିତା ହୋଇ ମଧ୍ୟ ସେ ମାନଭି ସହିତ ସଂପର୍କ ରଖିବାକୁ ଚେଷ୍ଟା କରୁଥିଲେ। ଏକଥାକୁ ବିରୋଧ କରି ଆସୁଥିଲେ ମାନଭି। ଆଉ ଏହାର ରାଗ ସୁଜାଇବା ପାଇଁ ଯୁବକ ଜଣଙ୍କ ସବୁବେଳେ ସୁଯୋଗ ଖୋଜୁଥିଲା। ଦିନେ ସନ୍ଧ୍ୟା ସମୟରେ ମାନଭି କଲେଜରୁ ଘରକୁ ଫେରୁଥିବା ସମୟରେ ଯୁବକ ଜଣଙ୍କ ତାଙ୍କୁ ଏକୁଟିଆ ପାଇଁ ତାଙ୍କ ସହିତ ଜୋରଜବରଦସ୍ତି କରିଥିଲେ। କିନ୍ତୁ ମାନଭି ତାଙ୍କ ସହିତ କଥା ହେବାକୁ ସିଧା ସିଧା ମନା କରିଦେଇଥିବାରୁ ରାଗି ଯାଇଥିଲେ ଯୁବକ ଜଣଙ୍କ। 
ଶେଷରେ ଯୁବକ ଜଣଙ୍କ ସୁଯୋଗ ଦେଖି ମାନଭୀଙ୍କର ଗଳାକୁ ଚିପି ଦେଇଥିଲେ। ଯାହାଫଳରେ ଛଟପଟ ହୋଇ ମୃ-ତ୍ୟୁ-ବ-ର-ଣ କରିଥିଲେ ମାନଭି। ଆଉ ହ-ତ୍ୟା-କା-ରୀ ଜଣଙ୍କ ମାନଭିଙ୍କର ମୃ-ତ ଶରୀରକୁ ଏକାଠି କରି ଦୌଡି ପଳେଇ ଆସିଥିଲା। ଉତ୍ତର ପ୍ରଦେଶର ସାହାରାନପୁରରୁ ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ସେପଟେ ପରିବାର ଲୋକେ ଅଭିଯୁକ୍ତଙ୍କୁ କୋଠର ରୁ କୋଠର ଦଣ୍ଡ ଦେବାକୁ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

Advertisement