Updated: May 19, 2024, 14:17 IST

ଘରେ ପଖାଳ ଖାଇ ଶୋଇଥିଲେ ସଫେଇ କର୍ମଚାରୀ..ଘରେ ପଶି ମୁଣ୍ଡ କୁ ଖାଇ ଦେଇଥାନ୍ତା ବାଘ

Uu

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ମଣିଷ ମାଂସ ଖାଇବା ଆଶା ରେ ଜଙ୍ଗଲ ରୁ ବାଘ ବାହାରି ମାଡ଼ି ଆସିଲା ଜନବସତି ଆଡ଼କୁ।ଆଉ ଅଳ୍ପ ସମୟ ଭିତରେ ଛୋଟ ଛୋଟ ପିଲା ମାନଙ୍କୁ ଖାଇ ଦେଇ ଥାଆନ୍ତା ବାଘ।ଓ ଚାଲି ଯାଇ ଥାଆନ୍ତା କେତେ ନିରୀହ ଜୀବନ।
ତେବେ ଏହି ଘଟଣା ଟି ଦେଖିବାକୁ ମିଳିଚି ମୟୂରଭଞ୍ଜ ଜିଲ୍ଲା ରେ।ସେଠାରେ ଜଙ୍ଗଲ ଭିତରୁ ବାଘ ଟି ଘର ଆଡ଼କୁ ଚାଲି ଆସି ଥିଲା।ଏହା ପରେ ଜଙ୍ଗଲ ବିଭାଗ କର୍ମଚାରୀ ଆସି ବାଘ ଟି କୁ ଧରି ପକାଇ ଥିଲେ।ତେବେ ଏହା ଦ୍ବାରା କେତେ ଲୋକ ଙ୍କ ଜୀବନ ବଞ୍ଚି ଯାଇ ଥିଲା।
Jj
ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜଙ୍ଗଲ ରୁ ବାଘ ଟି କାଲି ଖସି ଆସି ଥିଲା।ସେଠାରୁ ଆସି ବାଘ ଟି ଗାଁ ର ଚାରି ଆଡ଼େ ଘୁରି ବୁଲି ଥିଲା।ଲୋକ ମାନେ ପରେ ଏ ବିଷୟ ରେ ଜାଣି ଥିଲେ।
Ij
ସ୍କୁଲ ଘର ଖୋଲା ଥିବା ସମୟ ରେ ବାଘ ଟି ସେହି ଘର ଭିତରେ ପଶି ଯାଇ ଥିଲା।ଏହା ପରେ ବନ ବିଭାଗ କର୍ମଚାରୀ ଙ୍କୁ ଖବର ଦିଆ ଯାଇ ଥିଲା।ସେମାନେ ସେଠାରେ ପହଞ୍ଚି ବାଘ ଟି କୁ ଉଦ୍ଧାର କରି ଥିଲେ।ଏହା ପରେ ତାକୁ ଜନ୍ତା ପକାଇ ଧରି ପକାଇ ଥିଲେ।
ନିଶା ଦେଇ ତାକୁ ଧରି ଧରି ଶିମିଳିପାଳ ଜଙ୍ଗଲ କୁ ନେଇ ଯାଇ ଥିଲେ।ତେବେ ଏହା ଦେଖି ଗାଁ ଲୋକ ମାନେ ଅଧିକ ଭୟବିତ ହୋଇ ଯାଇ ଥିଲେ।ସେମାନେ ବାଘ କୁ ଦେଖିବା ପାଇଁ ଆସି ଥିଲେ।ଯା ହେଉ ଛୋଟ ଛୋଟ ପିଲା ମାନଙ୍କ ଜୀବନ ବଞ୍ଚି ଯାଇଛି।ମାଂସ ଖାଇବା ଆଶା ରେ ବାଘ ମାନେ ଏବେ ଗାଁ ଭିତରେ ପଶି ଯାଉଛନ୍ତି।

Advertisement