Updated: Jun 17, 2024, 20:18 IST

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଦରମା ଥିଲା ମାତ୍ର ୩୦୦ ଟଙ୍କା ଦେଖନ୍ତୁ କେମିତି ଥିଲା ସଂଘର୍ଷ

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଆମ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଜୀବନରେ ଅନେକ କଷ୍ଟ କରିଛନ୍ତି । ଏହି ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କିଛି କଥା ଆପଣମାନେ ଜାଣିପାରିବେ । ସେ ପ୍ରଥମେ ଜଣେ ଶିକ୍ଷକ ଥିଲେ । ତାଙ୍କର ପ୍ରଥମ ଦରମା ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
Hh
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଥମ ଦରମା ୩୦୦ ଟଙ୍କା । ଏହା ତାଙ୍କ ଦରମା ନଥିଲା ତାହା ତାଙ୍କର ଦକ୍ଷିଣା ଥିଲା । ସେ କଠିନ ପରିଶ୍ରମ କରିଥିଲେ ଆଉ ଅନେକ ସଂଘର୍ଷ ମଧ୍ୟ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିନେ ଶିଶୁ ମନ୍ଦିରରେ ପିଲାଙ୍କୁ ପାଠ ପଢ଼ାଉଥିଲେ ଆଉ ଏବେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହି କଥା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ ଅଟେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୬ ଜାନୁଆରୀ ୧୯୭୨ ମସିହାରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । 
Bb
୨୦୨୪ ମସିହା ନିର୍ବାଚନରେ ଭାଜପା ତାଙ୍କୁ ନିର୍ବାଚନ ପାଇଁ ପ୍ରାର୍ଥୀ ଭାବରେ ଛିଡ଼ା କରିଥିଲା । ଆଉ ସେ ବିଜେତା ହୋଇ ଯାଇଛନ୍ତି । ସେ ୮୭ ହଜାର ୮୧୫ ଖଣ୍ଡ ଭୋଟରେ ଜିତି ଯାଇଛନ୍ତି । ବିଜେଡି ପ୍ରାର୍ଥୀ ମୀନା ମାଝୀଙ୍କୁ ସେ ପରାସ୍ତ କରି ଓଡ଼ିଶାର ବିଧାନସଭାକୁ ଯାଇଥିଲେ । ତାଙ୍କର ଅନେକ ସଂଘର୍ଷ ପୂର୍ଣ୍ଣ କାହାଣୀ ରହିଛି । ତାଙ୍କ ଜୀବନରେ ଅନେକ କିଛି ଘଟଣା ଘଟିଯାଇଛି । ସେ ତାଙ୍କ ଜୀବନରେ ଅନେକ କଷ୍ଟ କରି ଆଜି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେ ଟ୍ୟୁସନ୍ କରି ପରିବାର ପ୍ରତିପୋଷଣ କରୁଛନ୍ତି ।
ସେ ସମୟର ସ୍ରୋତରେ ଧୀରେ ଧୀରେ ରାଜନୀତିରେ ପ୍ରବେଶ କରିଲେ । ସେ ରାଜନୀତିରେ ପ୍ରବେଶ କରିବା ପରେ ୨୦୦୦ ମସିହାରେ କେନ୍ଦୁଝର ଜିଲ୍ଲାରୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଭାବରେ ଛିଡ଼ା ହୋଇ ବିଜେତା ହୋଇଥିଲେ । ସେ ୨୦୦୪ ମସିହାରେ ମଧ୍ୟ ବିଜେତା ହୋଇଥିଲେ । ୨୦୦୯ ଏବଂ ୨୦୧୨ ମସିହାରେ ସେ ପରାସ୍ତ ହୋଇଥିଲେ କିନ୍ତୁ ରାଜନୀତି ଛାଡ଼ି ନଥିଲେ । ସେ ୨୦୧୯ ମସିହାରେ ବିଜେତା ହୋଇଥିଲେ । ଆଉ ଏବେ ୨୦୨୪ ମସିହାରେ ସେ ବିଧାୟକରୁ ସିଧା ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Advertisement