Updated: Jun 13, 2024, 17:21 IST

ମୁଖ୍ୟମନ୍ତ୍ରୀଙ୍କ ଖୁସିରେ ଲାଗିଗଲା କଳା ନଜର ଦେଖନ୍ତୁ ଗାଦି ସମ୍ଭାଳିବା ମାତ୍ରେ ହେଲା କିଛି ଏମିତି

Vb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆସିଥିବା ଖବର ସବୁ ଜାଣିପାରିବେ । ମୁଖ୍ୟମନ୍ତ୍ରୀଙ୍କ ଘରେ ଖୁସି ଘଟଣା ଘଟିବାର ଥିଲା କିନ୍ତୁ ଘଟିଗଲା ଏଭଳି କିଛି । ମୁଖ୍ୟମନ୍ତ୍ରୀଙ୍କ ଖୁସିରେ ଲାଗିଗଲା କାହାର କଳା ନଜର । ଜନ୍ମଦିନରେ ଦୁହେଁ ମିଶି କେକ୍ କାଟିଥାନ୍ତେ । 
Vh
ସେଥିପାଇଁ ବେଶ୍ ଖୁସି ଥିଲେ ପି ଏମ ଚନ୍ଦନ ଆଉ ମୁଖ୍ୟମନ୍ତ୍ରୀ । ହେଲେ ଘଟିଗଲା ଏଭଳି କିଛି । ଜନ୍ମଦିନ ପୂର୍ବରୁ ଚନ୍ଦନଙ୍କ ସହିତ ଘଟିଗଲା ଏଭଳି କିଛି । ଜନ୍ମଦିନ ପୂର୍ବରୁ ଶ୍ମଶାନରେ ପୋଡ଼ା ହୋଇଗଲେ ଚନ୍ଦନ । ଜନ୍ମଦିନ ପାଇଁ ସବୁ ପ୍ରକାରର ପ୍ରସ୍ତୁତି ସରି ଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହିତ ଜନ୍ମଦିନର ପ୍ରଥମ କେକ କାଟି ଥାଆନ୍ତେ । ୩୧ ବର୍ଷ ପୁରି ୩୨ ବର୍ଷ ହୋଇଥାନ୍ତା । ସେ କେକ କାଟିବା ପୂର୍ବରୁ ଶ୍ମଶାନକୁ ଚାଲି ଯାଇଛନ୍ତି । ସବୁକିଛି ଏପଟ ସେପଟ ହୋଇଗଲା ।
Hh
କେତେବେଳେ ଦୁଃଖ ମାଡ଼ି ଆସିବ ସେକଥା କିଏ ଜାଣିଛି । ଦୁଃଖର କୌଣସି ସମୟ ନାହିଁ । ଚନ୍ଦନ ମାଝୀ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କର ଘରୋଇ ସହାୟକ । ଚନ୍ଦନକୁ ଅନେକ ଗିଫ୍ଟ ଦେଇଛନ୍ତି ମୋହନ ମାଝୀ । ମୋହନ ମାଝୀ ଚନ୍ଦନଙ୍କର ସବୁ ଜନ୍ମଦିନରେ ଗିଫ୍ଟ ଦେଇଥାନ୍ତି ଆଉ ଏଥର ଆହୁରି ଭଲ ଗିଫ୍ଟ ଦେଇଥାନ୍ତେ । କିନ୍ତୁ ତାଙ୍କ ସହ ଏଭଳି କିଛି ଘଟିଗଲା । ମୁଖ୍ୟମନ୍ତ୍ରୀଙ୍କ ସହିତ ମିଶି ସେ କେକ କାଟି ଥାଆନ୍ତେ ଆଉ ତାଙ୍କ ସହିତ ଘଟିଗଲା ଏଭଳି କିଛି । କିଛି ସମୟ ଯାଇଥିଲେ ଚନ୍ଦନ ମୁଖ୍ୟମନ୍ତ୍ରୀଙ୍କ ଘରୋଇ ସହାୟକ ହୋଇଥାନ୍ତେ ।
କିନ୍ତୁ ବିଧିର ବିଧାନ ଥିଲା ଏଭଳି କିଛି । ମାଷ୍ଟର କ୍ୟାଣ୍ଟିନରେ ଥିବା ତାଙ୍କ ଅଫିସକୁ ଯାଉଥିବା ବେଳେ ତାଙ୍କ ଗାଡ଼ି ସହ ଏକ କାର ଧକ୍କା ହୋଇଥିଲା । ଆଉ ଏହି କାର ଧକ୍କା ହେବା ପରେ ଘଟଣା ସ୍ଥଳରେ ଚନ୍ଦନଙ୍କର ମୃ-ତ୍ୟୁ ହୋଇଗଲା । ଚନ୍ଦନ ମୁଖ୍ୟମନ୍ତ୍ରୀଙ୍କ ପିଏ ୭ ବର୍ଷ ହେଲା ଥିଲେ । ଚନ୍ଦନ ମୃତ୍ୟୁ ଖବରରେ ଦୁଃଖରେ ଭାଙ୍ଗି ପଡିଛନ୍ତି ମୁଖ୍ୟମନ୍ତ୍ରୀ । ଶପଥ ଗ୍ରହଣ ସମୟରେ ମଧ୍ୟ ସେ ଖୁସି ହୋଇପାରିଲେ ନାହିଁ । ଚନ୍ଦନଙ୍କ ସହିତ ଏଭଳି ଘଟଣା ଘଟିଯିବ କିଏ ବା ଜାଣିଥିଲା । ଏବେ ଚନ୍ଦନଙ୍କର ଏହି ଘଟଣାକୁ ନେଇ ସବୁଠି ଦୁଃଖର ମାହୋଲ ଦେଖାଦେଇଛି ।

Advertisement