Aug 27, 2024, 18:31 IST

ରାସନ କାର୍ଡକୁ ନେଇ ଆସିଲା ବଡ଼ ଖବର ଦେଖନ୍ତୁ ମିଳିବ ୯ଟି ଏହି ଜିନିଷ

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଏବେ ରାସନ୍ କାର୍ଡକୁ ନେଇ ଆସୁଥିବା ଖବର ଆପଣମାନେ ପାଇପାରିବେ । ରାସନକାର୍ଡଧାରୀଙ୍କ ପାଇଁ ଆସିଲା ଖୁସି ଖବର । ରାସନ୍ କାର୍ଡରେ ଚାଉଳ ଆଉ ଗହମ ମିଳିଥାଏ ଆଉ ଏବେ ସରକାର ଚାଉଳ ବଦଳରେ ଆଉ କିଛି ନୂଆ ସାମଗ୍ରୀ ଦେବେ ବୋଲି ଖବର ଆସିଛି । ଚାଉଳ ବଦଳରେ ମିଳିବ ଆଉ ୯ଟି ଜିନିଷ । ଏବେ ଏହି ବିଷୟରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ । 
Vv
ଭାରତୀୟ ସରକାର ଲୋକମାନଙ୍କ ପାଇଁ ଅନେକ ସୁବିଧା କରିଛନ୍ତି । ଏବେ ଲୋକମାନଙ୍କ ପାଇଁ ସବୁବେଳେ ଅନେକ ଯୋଜନା ଆଣିଥାନ୍ତି ସରକାର । ଏବେ ସରକାର ଲୋକମାନଙ୍କ ପାଇଁ ଅନେକ ସୁବିଧା ଆଣିଥାନ୍ତି ଆଉ ଏହି ସୁବିଧା ଅନୁସାରେ ଆପଣମାନେ ଅନେକ କିଛି କଥା ଜାଣିପାରିବେ । ଏବେ ଏହି ସୁବିଧା ରାସନକାର୍ଡଧାରୀଙ୍କ ପାଇଁ ଆସିଛି । କେନ୍ଦ୍ର ସରକାର ଏବେ ଆଣିଛନ୍ତି ଏହି ଯୋଜନା । କେନ୍ଦ୍ର ସରକାର ଅଧିକ ଦରିଦ୍ର ଶ୍ରେଣୀରେ ଥିବା ଲୋକମାନଙ୍କ ପାଇଁ ଏହି ସୁବିଧା ଆଣିଛନ୍ତି । 
Vg
ସରକାର ମାଗଣା ରାସନ୍ ଯୋଗାଇ ଦେଉଛନ୍ତି । ଆଉ ଏହି ମାଗଣା ରାସନରେ ଚାଉଳ ଗହମ ମିଳିଥାଏ । ଆଉ ଏବେ ଏହାକୁ ସରକାର ବଦଳେଇବେ ବୋଲି ଚର୍ଚ୍ଚା ହେଉଛି । ଏବେ ମାଗଣା ରାସନରେ ସରକାର ଆଉ କିଛି ଜିନିଷ ଦେବେ ବୋଲି ଖବର ଆସିଛି । ଆଉ ସରକାର ଅନେକ କିଛି ଜିନିଷ ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସରକାର ଏବେ ଆହୁରି ୯ଟି ଜିନିଷ ଯୋଗାଇ ଦେବେ । ଆଉ ଏବେ ଏହି ଯୋଜନାରେ ମିଳିବାକୁ ଯାଉଥିବା ଜିନିଷ ଜାଣନ୍ତୁ । 
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହି ଜିନିଷ ଜାଣିପାରିବେ । ପୂର୍ବରୁ ଏହି ଜିନିଷ ସରକାର ଦେଉଥିଲେ । ସରକାରଙ୍କ ଏହି ମାଗଣା ରାସନ୍ ସୁବିଧା ଯୋଗୁଁ ୯୦ କୋଟି ଲୋକ ଏହାର ସୁବିଧା ପାଉଛନ୍ତି । ଏବେ ସରକାରଙ୍କ ନୂଆ ନିଷ୍ପତ୍ତି ସହିତ ମାଗଣା ଚାଉଳ ବନ୍ଦ ହୋଇଯିବ । ସରକାର ଏବେ ୯ଟି ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦେବେ । ସରକାର ଗହମ, ଡାଲି, ଚଣା, ଚିନି, ଅଟା, ସୋରିଷ ତେଲ, ଶୋୟାବିନ ଆଉ ମସଲା । ଲୋକମାନଙ୍କ ସ୍ବାସ୍ଥ୍ୟ ସୁଧାରିବା ପାଇଁ ସରକାର ଏହିସବୁ ଦେବେ ବୋଲି କହିଛନ୍ତି । ଏହା ଲୋକଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବ ।

Advertisement