Jun 3, 2024, 19:26 IST

ଆସିଲା ବଡ଼ ଖବର ଦେଖନ୍ତୁ ଥାନାକୁ ଗଲେ KGF ଅଭିନେତ୍ରୀ ଏହି କାରଣ ପାଇଁ ହେଲା ଏତେବଡ଼ ପାଲା

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ବଲିଉଡ ଜଗତର ଅଭିନେତ୍ରୀଙ୍କ ବିଷୟରେ ଜାଣିପାରିବେ । ବଲିଉଡ ଅଭିନେତ୍ରୀ କିଏ KGF ଫିଲ୍ମର ହିରୋଇନ୍ ଥିଲେ ତାଙ୍କୁ ତ ଆପଣମାନେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଅଭିନେତ୍ରୀ ଜଣକ ଦେଖିବାକୁ ବହୁତ ସୁନ୍ଦରୀ ଅଟନ୍ତି ।
Gg
ଏହି ଅଭିନେତ୍ରୀ ଜଣଙ୍କୁ ନେଇ ଏବେ ଖବର ଆସିଛି । ବିଚ୍ ରାସ୍ତାରେ KGF ଫିଲ୍ମର ଅଭିନେତ୍ରୀଙ୍କୁ ଘେରିଗଲେ । ଜଣଙ୍କ ପରେ ଜଣେ ଆସି ଅଭିନେତ୍ରୀ ଜଣଙ୍କୁ ଆକ୍ରମଣ କରିଲେ । ଅଭିନେତ୍ରୀ ଜଣଙ୍କୁ ଧକ୍କା ମାରିଲେ ଆଉ ଟଣାଓଟରା କରିଲେ । ଅଭିନେତ୍ରୀ ଜଣଙ୍କର ମାମଲା ଥାନାରେ ପହଞ୍ଚିଛି । ବିଚ୍ ରାସ୍ତାରେ ଏହି ଅଭିନେତ୍ରୀ ଜଣଙ୍କୁ ଅନେକ ଯୁବକ ଘେରି ଗଲେ । ଅଭିନେତ୍ରୀ ଜଣଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହିତ ଖରାପ ବ୍ୟବହାର ମଧ୍ୟ ମାରିଥିଲେ । ଏବେ ଏହି ମାମଲା ଥାନାରେ ଚାଲିଛି ।
Gh
KGF ଫିଲ୍ମ୍ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଡ୍ରାଇଭର ଗାଡ଼ି ପାର୍କିଂ କରୁଥିଲେ । ସେ ପାର୍କିଂ କରିବା ସମୟରେ ଜଣେ ବ୍ୟକ୍ତିଙ୍କ ମାଆ ଆଉ ଭାଣିଜୀ ଉପରକୁ ଗାଡ଼ି ଚଢାଇ ଦେଇଛନ୍ତି ବୋଲି ଅଭିଯୋଗ ଆସିଛି । ଏହି କାମର ଭିଡିଓ ଅଛି ବୋଲି ଖବର ଆସୁଥିବା ବେଳେ ସେହି ଭିଡିଓରେ ଅଭିନେତ୍ରୀଙ୍କ ଡ୍ରାଇଭର ଗାଡ଼ି ଚଢାଇ ଦେବାର ଭିଡିଓ ନାହିଁ । ଆଉ ଏବେ ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ଅଭିନେତ୍ରୀ ଜଣକ ଗାଡ଼ିରେ ଯାଉଥିବା ବେଳେ ବ୍ୟକ୍ତି ଜଣଙ୍କର ମାଆ ଆଉ ଭାଣିଜୀ ସେଠାରେ ଛିଡ଼ା ହୋଇଥିଲେ ।
ବ୍ୟକ୍ତି ଜଣଙ୍କର ମାଆ ଆଉ ଭାଣିଜୀ ଉପରେ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଡ୍ରାଇଭର ଗାଡ଼ି ଚଢାଇ ନାହାଁନ୍ତି ବୋଲି ଜଣାପଡିଛି । ଏହି ସିସିଟିଭି ଫୁଟେଜ ଦ୍ଵାରା ଜଣାପଡିଛି କି ଅଭିନେତ୍ରୀଙ୍କ ଗାଡ଼ି ସେହି ବାଟ ଦେଇ ଯାଇଛି କିନ୍ତୁ ସେ ଗାଡ଼ି ଚଢ଼ି ନାହିଁ । କେହି ଜଣେ ଅଭିନେତ୍ରୀ ଜଣଙ୍କୁ ଫସାଇବାକୁ ଚାହୁଁଛନ୍ତି ସେଥିପାଇଁ ତାଙ୍କ ସହିତ ଏଭଳି କରାଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ଆଧାରରେ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି । ତଦନ୍ତ କାର ଏହି ଘଟଣାର ସତ୍ୟାତ୍ୟ ଜଣା ପଡ଼ିବ ।

Advertisement