ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏବେ କୋଲକାତା ସହରରେ ଘଟିଥିବା ଘଟଣା ସମ୍ପର୍କରେ ତ ଜାଣିଥିବେ । ଏହି ଘଟଣା ଏବେ ସବୁ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏବେ ସାରା ଦେଶରେ ଏହି ଘଟଣାକୁ ନେଇ ଅନେକ ଖବର ଆସୁଛି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ କିଛି ଘଟଣା ଜାଣିପାରିବେ ଯାହା ଏହାକୁ ନେଇ ଆସିଛି ।
ଆପଣମାନେ ସମସ୍ତେ କୋଲକାତା ସହରର RG କର ମେଡ଼ିକାଲରେ ଘଟିଥିବା ଘଟଣା ବିଷୟରେ ଜାଣିଥିବେ । ଜଣେ ମହିଳା ଡାକ୍ତରଙ୍କୁ ଦୁ-ଷ୍କ-ର୍ମ କରି ହ-ତ୍ୟା କରାଯାଇଛି । ଏବେ ଏହି ଘଟଣାର ତଦନ୍ତ କରାଯାଉଛି ଆଉ ଏହି ଘଟଣାରେ ଯେଉଁମାନେ ସାମିଲ ଥିବେ ସେମାନଙ୍କୁ ଦଣ୍ଡ ମିଳିବ । ଏବେ ଏହି ଘଟଣା ସିବିଆଇ ତଦନ୍ତ କରୁଛି । ଏବେ ଏହି ଘଟଣାକୁ ନେଇ ଜଣେ ବଙ୍ଗୀୟ ଯୁବତୀ କିଛି କଥା କହିଛନ୍ତି । ସେ ଅନେକ କଥା କହିଛନ୍ତି । ସେ କହିଛନ୍ତି ଓଡ଼ିଶା ଆଉ ପଶ୍ଚିମବଙ୍ଗ ବହୁତ ପାଖରେ ।
ଓଡ଼ିଶା ଆଉ ପଶ୍ଚିମବଙ୍ଗ ସହର ବହୁତ ପାଖାପାଖି ଥିବାରୁ ଓଡ଼ିଶାର ଅନେକ ଯୁବତୀ ମଧ୍ୟ ପଶ୍ଚିମବଙ୍ଗ ଯାଇଥାନ୍ତି । ଆଉ ଏହି ଯୁବତୀ ଜଣକ ଯାହା ହେଲା ସେଥିପାଇଁ ଝିଅମାନେ ସୁରକ୍ଷିତ ନିଜକୁ ମନେ କରୁନାହାନ୍ତି । ଆଉ ଏବେ ଏହି ଘଟଣାର ତଦନ୍ତ ହେଲା ପରେ ଯଦି ପ୍ରକୃତ ଦୋଷୀଙ୍କୁ ଦଣ୍ଡ ମିଳିବ ତାହେଲେ ପଶ୍ଚିମବଙ୍ଗ ବା କୋଲକାତା ସହରରେ ସବୁ ଝିଅମାନେ ଟିକେ ଭଲରେ ରହିବେ ବୋଲି ଆଶା କରୁଛନ୍ତି । ଆଉ ଏବେ ଏହି ଘଟଣାର ତଦନ୍ତ ପରେ ହିଁ ସବୁ କଥା ଜଣାପଡ଼ିବ ।
ଏହି ଯୁବତୀ ଜଣକ କହିଛନ୍ତି କି ପଶ୍ଚିମବଙ୍ଗର ସବୁ ଅଞ୍ଚଳ ସୁରକ୍ଷିତ ନୁହେଁ ବୋଲି ଭାବିବା ଉଚିତ୍ ନୁହେଁ। ଆଉ ଏହି ଯୁବତୀ ଜଣକ କାମ କରି ଫେରୁଛନ୍ତି ଆଉ ସେ କାମ କରି ଫେରୁଛନ୍ତି ରାତିରେ । ଆଉ ସେ ସବୁବେଳେ ଏମିତି ଫେରିଥାନ୍ତି । କିନ୍ତୁ କିଛି କିଛି ସ୍ଥାନରେ ଝିଅମାନେ ସୁରକ୍ଷିତ ନାହାଁନ୍ତି । ଆଉ ଏବେ ଏହି ଘଟଣାର ତଦନ୍ତ ହେବା ପରେ ସତ୍ୟ କଣ ସାମ୍ନାକୁ ଆସିବ ଆଉ ସତ ଆସିଲା ପରେ ଦୋଷୀ ଦଣ୍ଡ ପାଇବେ । ଏବେ ଏହି ଯୁବତୀ ଜଣକ କହିଛନ୍ତି ସେ ଓଡ଼ିଶାକୁ ବହୁତ ଭଲ ପାଆନ୍ତି । ଆଉ ଓଡ଼ିଶାର ଲୋକମାନେ ବହୁତ ଭଲ ।