Jul 8, 2024, 17:07 IST

ମହିଳା ଅଫିସରଙ୍କ ଦେହରେ ହାତ ଦେଇ ଜେଲ ଗଲେ ବାର ମାଲିକ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ଅନେକ ଅଞ୍ଚଳର ଏବଂ ଅନେକ ସଂସ୍ଥା ବିଷୟରେ ଖବର ପାଇ ପାରୁଛନ୍ତି । ଏବେ ଜଣେ ମହିଳା ଅଫିସରଙ୍କ ସହିତ ଏଭଳି କିଛି ହୋଇଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଏହାପରେ ଏହାର ପରିଣତି କିଛି ଭୟଙ୍କର ହୋଇଛି ।
Vb
ବାର୍ ମାଲିକ ଏବଂ ଅବକାରୀ ଅଧିକ୍ଷକଙ୍କ ଭିତରେ ପାଟିତୁଣ୍ଡ ହୋଇଛି । ବାରକୁ ଯାଇଥିଲେ ମହିଳା ଅଫିସର ଆଉ ତାଙ୍କ ସହିତ ଏଭଳି କିଛି କରିଲେ ଆଉ ଶେଷରେ ସେ ଚାପୁଡ଼ା ଖାଇଲେ । ରାତିରେ ମହିଳା ଅଫିସର ଜଣଙ୍କର ଦେହକୁ ଛୁଇଁ ଚାପୁଡ଼ା ଖାଇଲେ । ରାତି ଅଧରେ ବାର୍ ଖୋଲିଥିଲେ ବାର୍ ମାଲିକ ଆଉ ସେଠାରେ ଅଫିସର ଜଣକ ଯାଇ ପହଞ୍ଚି ଯାଇଥିଲେ ଆଉ ଏହାପରେ ଏଭଳି କିଛି ହୋଇଥିଲା । ବାର୍ ମାଲିକ ଜଣକ ବଡ କଥା ସବୁବେଳେ କହିଥାନ୍ତି ।
Gg
ଆଉ ଏବେ ସେ ଗିରଫ ହୋଇଛନ୍ତି । ଭୁବନେଶ୍ଵରର ଏହି ବାର୍ ମାଲିକ ଜଣକ ଗିରଫ ହୋଇଛନ୍ତି । ଭୁବନେଶ୍ଵରର ଏହି ବାର୍ ମାଲିକ ଜଣକ ମହିଳା ଅଫିସରଙ୍କ ସହିତ ଦୁର୍ବ୍ୟବହାର କରିଥିଲେ ଆଉ ଏହାପରେ ମହିଳା ଅଫିସର ଜଣକ ତାଙ୍କୁ ମାଡ ମାରିଥିଲେ । ଆଉ ଏହାପରେ ତାଙ୍କୁ ସେ ଚାପୁଡ଼ା ମାରିଥିଲେ ଏବଂ ଏହାପରେ ତାଙ୍କ ସହ ଦୁର୍ବ୍ୟବହାର କରିବା ଅଭିଯୋଗରେ ସେହି ବାର୍ ମାଲିକ ଗିରଫ ହୋଇଛନ୍ତି । ରାତି ଅଧରେ ବାର୍ ରେନ୍ ଚାଲିଥିଲା ଆଉ ସେଠାରେ ମହିଳା ଅଫିସର ପହଞ୍ଚିଥିଲେ ।
ମହିଳା ଅଫିସର ସେଠାରେ ପହଞ୍ଚିବା ପରେ ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ ବାର୍ ମାଲିକ । ତାଙ୍କୁ ଛୁଇଁ ଦେଇଥିଲେ ଆଉ ଏହାପରେ ତାଙ୍କୁ ଚାପୁଡ଼ା ମାରି ଗିରଫ କରାଯାଇଛି । ଲକ୍ଷ୍ମୀସାଗର ଥାନାରେ ଏନେଇ ଅଭିଯୋଗ କରିଛନ୍ତି ଏସଆଇ ସୁପରିଟେଣ୍ଡେଣ୍ଟ ମ୍ୟାଡାମ । ଏହି ଅଭିଯୋଗ ଆଧାରରେ ରେନ ବାର୍ ମାଲିକ ସତ୍ୟ ମହାନ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରି ଗିରଫ କରି କୋର୍ଟ ଫରୱାର୍ଡ କରିବା କଥା ସାମ୍ନାକୁ ଆସିଛି । ସରକାରୀ କର୍ମଚାରୀ ହିସାବରେ ମହିଳା ଅଫିସର ଜଣକ ତାଙ୍କ କାମ କରିବାକୁ ଗଲା ବେଳେ ଏଭଳି କରିଥିଲେ ବାର୍ ମାଲିକ ଆଉ ତାଙ୍କୁ ସେଥିପାଇଁ ଗିରଫ କରାଯାଇଛି ।

Advertisement