May 10, 2024, 16:49 IST

ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତ୍ରୀ ଭୂମିକା ଦେଖନ୍ତୁ ସରିଲା ହଳଦୀ ରସମ୍ !!

Hy

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ।
ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଏବଂ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି। 
Hh
ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଭୁମିକା। ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଭୁମିକାଙ୍କୁ ବେସ ଭଲ ଭାବରେ ଜାଣିଥିବେ। ଆପଣ ମାନେ ସମସ୍ତେ ଭୁମିକାଙ୍କ
ଅନେକ ସୁପର ହିଟ ଫିଲ୍ମରେ ଅଭିନୟ କରୁଥିବାର ନିଶ୍ଚୟ ଦେଖିଥିବେ। ଭୁମିକା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି। ତେବେ ବନ୍ଧୁଗଣ ପିଲାବେଳର ପ୍ରେମିକ ସହିତ ଅଭିନେତ୍ରୀ ଭୂମିକାଙ୍କର ସରିଲା ମଙ୍ଗନ। 
ଆଉ ଗୋଟେ ଦିନପରେ ହେବ ବାହାଘର। ଆପଣ ମାନେ ସମସ୍ତେ ତ ଅଲିଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଭୂମିକାଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ଆପଣ ମାନେ ସମସ୍ତେ ଭୂମିକାର ପିଲାବେଳର ଅଭିନୟ ମଧ୍ୟ ଦେଖିଥିବେ।
Hh
ପିଲାବେଳେ ଆପଣ ମାନେ "ଗପ ହେଲେ ବି ସତ" ଫିଲ୍ମରେ ଭୂମିକାଙ୍କୁ ଅଭିନୟ କରୁଥିବାର ଦେଖିଥିବେ। ଆଉ ବର୍ତ୍ତମାନ ସମୟରେ ପିଲାବେଳର ପ୍ରେମିକଙ୍କ ହାତ ଧରିବାକୁ ଯାଉଛନ୍ତି ଭୂମିକା। ବେଶ୍ ଧୁମଧାମରେ ସରିଯାଇଛି ଅଭିନେତ୍ରୀ ଭୂମିକାଙ୍କ ମଙ୍ଗନ। 
ଭୂମିକା ସହିତ ଶୁଭମଙ୍କର ମଙ୍ଗନ ହେଇ ସାରିଛି। ଶୁଭମ ହେଉଛନ୍ତି ଅନୁଭବ ମହାନ୍ତିଙ୍କ ଭଣଜା। ଭୂମିକା ଏବଂ ଶୁଭମଙ୍କର ବିବାହ ହେବାକୁ ଯାଉଛି। ଫୋଟ ଏବଂ ଭିଡିଓ ଶୁଭମ ଆଉ ଭୂମିକା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି।
ଏହିସବୁ ଏକ ନୂଆ ଫିଲ୍ମ ପାଇଁ କରାଯାଇଛି। ଭୂମିକା ଏବଂ ଶୁଭମଙ୍କର ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି ଯେଉଁଥିରେ ଉଭୟଙ୍କର ମଙ୍ଗନ ହେଉଥିବାର ଦେଖିବାକୁ ମିଳୁଛି। ଫିଲ୍ମ ନାଁ ହେଉଛି "ଟିକେ ଟିକେ ଅଚିହ୍ନା ତୁ"।

Advertisement