Updated: Jun 12, 2024, 16:46 IST

ଘରେ ଖାଇ ବସିଥିଲେ ଅଭିନେତା ଦେଖନ୍ତୁ ଏହି କାରଣରୁ ପୋଲିସ ଆସି ଘରୁ ଉଠାଇ ନେଲା

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇବା ସହ ଅଭିନେତା ଆଉ ଅଭିନେତ୍ରୀ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ତ ଅନେକ ପ୍ରକାରର ଫିଲ୍ମ୍ ଦେଖିଥିବେ । ଆପଣ କନ୍ନଡ଼ ଫିଲ୍ମ୍ ହିନ୍ଦୀ ଭାଷାରେ ଦେଖିଥିବେ । 
Bh
ଏବେ କନ୍ନଡ ସିନେମା ଜଗତକୁ ନେଇ କିଛି ଖବର ଆସିଛି । କନ୍ନଡ ସିନେମା ଜଗତର ଅଭିନେତା ଦର୍ଶନଙ୍କୁ ତ ଆପଣମାନେ ଜାଣିଥିବେ । ଏହି ଅଭିନେତା ଜଣକ ଅନେକ ଫିଲ୍ମ୍ କରିଛନ୍ତି । ଏବେ ଏହି ଅଭିନେତା ଜଣଙ୍କୁ ନେଇ କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ହେଉଛି ଅଭିନେତା ଦର୍ଶନଙ୍କୁ ଏବେ ପୋଲିସ ବାନ୍ଧି ନେଇଛି । ଅଭିନେତା ଜଣକ ଗିରଫ ହୋଇଛନ୍ତି । ଏହି ଅଭିନେତା ଜଣଙ୍କର ସ୍ତ୍ରୀ ମଧ୍ୟ ଗିରଫ ହୋଇଛନ୍ତି । 
Gh
ଅଭିନେତା ଜଣକ ଖାଉଥିବା ସମୟରେ ତାଙ୍କୁ ପୋଲିସ ଗିରଫ କରିଛି ବୋଲି ଖବର ଆସିଛି । ଏହି ଅଭିନେତା ଜଣଙ୍କର ସ୍ତ୍ରୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ପୋଲିସ ଅଭିନେତା ଜଣଙ୍କର ଘରେ ପଶି ତାଙ୍କୁ ଆଉ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରିଲା । ଏହି ଘଟଣା ଘଟିବା ବେଳେ ସମସ୍ତେ ଭାବୁଥିଲେ କି ଏହା ବୋଧେ କୌଣସି ଫିଲ୍ମର ସୁଟିଂ ଚାଲିଛି । କିନ୍ତୁ ଏହା କୌଣସି ଫିଲ୍ମର ସୁଟିଂ ନଥିଲା ଏହା ସତ୍ୟ ଘଟଣା ଥିଲା । ଅଭିଯୋଗ ଆସିଛି କି ଅଭିନେତା ଜଣଙ୍କର ସ୍ତ୍ରୀଙ୍କୁ ଜଣେ ଯୁବକ ହଇରାଣ କରୁଥିଲା । 
ଆଉ ଏହି ଯୁବକ ଜଣଙ୍କୁ ହ-ତ୍ୟା ଧମକ ଦେଇଥିଲେ ଏହି ଅଭିନେତା ଜଣକ । ଏବେ ଏହି ଯୁବକ ଜଣଙ୍କର ମୃ-ତଦେହ ଉଦ୍ଧାର କରିଛି । ପୋଲିସ ପାଖରେ ଏହି ଯୁବକଙ୍କୁ ମାରିଥିବା ତିନିଜଣ ଯୁବକ ପହଞ୍ଚି ତାଙ୍କର ଦୋଷ ସ୍ବୀକାର କରିଥିଲେ । ଆଉ ସେହି ତିନିଜଣ ଦୋଷୀଙ୍କ ମଧ୍ୟରୁ କେହି ଜଣେ ଅଭିନେତା ଜଣଙ୍କର ନାମ ନେଇଥିଲା । ଏହାପରେ ଏହି ଘଟଣାର ତଦନ୍ତ କରି ପୋଲିସ ଅଭିନେତା ଜଣଙ୍କୁ ଗିରଫ କରିଛି । ଏହି ମୃ-ତ ବ୍ୟକ୍ତି ଜଣକ ହେଉଛନ୍ତି ରେଣୁକୁମାର ସ୍ୱାମୀ । ଏବେ ଏହି ଅଭିନେତା ଜଣକ ବ୍ୟକ୍ତି ଜଣଙ୍କର ହ-ତ୍ୟା କରିଛନ୍ତି ନା ନାହିଁ ଏହା ତଦନ୍ତ ପରେ ଜଣାପଡ଼ିବ ।

Advertisement