Jul 23, 2024, 21:36 IST

ଆସିଗଲା ୨୦୨୪-୨୦୨୫ ବଜେଟ ଦେଖନ୍ତୁ ହେଲା ଏହିସବୁ ବଡ଼ ପରିବର୍ତ୍ତନ

Hhh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିପାରିବେ । ବଜେଟକୁ ନେଇ ଆସୁଥିବା ଖବର ଆପଣମାନେ ପାଇ ପାରୁଛନ୍ତି । ବଜେଟ ବିଷୟରେ ଏବେ ଏହି ଭିଡିଓ ଆପଣଙ୍କୁ କିଛି ଜଣାଇବ । ଏବେ ୨୦୨୪ - ୨୫ ମସିହାର ବଜେଟ ବିଷୟରେ ଆପଣମାନେ ଜାଣିପାରିବେ ।
Hh
ଏବେ ୨୦୨୪- ୨୫ ମସିହାର ବଜେଟ ଏବେ ଆପଣମାନେ ଜାଣିପାରିଲେ କେଉଁ କ୍ଷେତ୍ରରେ କଣ ସବୁ ବିକାଶ ରହିଛି । କଣ କେତେ ଦର ଆଉ ମଧ୍ୟବିତ୍ତ ପରିବାର ଏବଂ ସବୁ ପ୍ରକାରର ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । କୃଷି, ଖଣି ଏବଂ ସବୁ ପ୍ରକାରର କାମକୁ ନେଇ ଏହି ବଜେଟ ନିର୍ଦ୍ଧାରଣ କରାଯାଇଥାଏ । ଆଉ ଏବେ କୃଷି ଉତ୍ପଦକତା ଓ ଅନୁକୁଳନୀୟ ଉପରେ ବଜେଟ ଆସିଛି । ରୋଜଗାର ଏବଂ କୌଶଳ ପ୍ରଶିକ୍ଷଣ ମଧ୍ୟ ଏହି ବଜେଟରେ ରହିଛି ।
Yy
ଅର୍ଥମନ୍ତ୍ରୀ ନିର୍ମଳ ସିତାରମଣ ଏବେ ୯ଟି ସୂତ୍ର ବିଷୟରେ କହିଛନ୍ତି । ଏହି ଗୁଡ଼ିକ ଏହି ଭିଡିଓରେ ଆପଣମାନେ ଦେଖିପାରିବେ । କୃଷିରେ ଉତ୍ପଦକତା ଓ ଅନୁକୁଳନୀୟତା , ରୋଜଗାର ଏବଂ କୌଶଳ ପ୍ରଶିକ୍ଷଣ, ସଂସାଧନ ବିକାଶ ଏବଂ ସାମାଜିକ ନ୍ୟାୟ, ଉତ୍ପାଦନ ଏବଂ ସେବା, ସହରର ବିକାଶ, ଶକ୍ତି ସୁରକ୍ଷା, ଭିତ୍ତିଭୂମି, ନବୀକରଣ, ବିକାଶ ଓ ଗବେଷଣା ଏବଂ ପରବର୍ତ୍ତୀ ପୀଢ଼ି ପାଇଁ ସୁଯୋଗ । ଆପଣମାନେ ସମସ୍ତେ ଏହି ୯ଟି ସୂତ୍ର ବିଷୟରେ ଜାଣିପାରିଲେ ।
ଏହି ୯ଟି କ୍ଷେତ୍ରରେ ଉନ୍ନତି ହେଲେ ଆପଣମାନେ ଦେଶର ଆର୍ଥିକ ସ୍ଥିତି ସଦୃଢ଼ ହେବ ବୋଲି ଜାଣିପାରିବେ । ଅର୍ଥମନ୍ତ୍ରୀ ନିର୍ମଳ ସୀତରମଣ ଅନେକ କିଛି କଥା କହିବା ସହ ଏହି ବଜେଟ ବିଷୟରେ ସୂଚନା ଦେଇଛନ୍ତି । ବଜେଟ ବିଷୟରେ ଜାଣିବା ପରେ ଆଉ ବଜେଟ ନିର୍ଦ୍ଧାରଣ ପରେ ଅନେକ ଦର ବୃଦ୍ଧି କରାଯାଇଥାଏ ଆଉ କିଛି ଦର ହ୍ରାସ କରାଯାଇଥାଏ । ଏହି ବଜେଟକୁ ନେଇ ଏବେ ଆସିଥିବା ଖବର ଜାଣିବା ପରେ ଅନେକ କିଛି ବିଷୟରେ ଜାଣିପାରିଲେ ।

Advertisement