Updated: Mar 30, 2025, 11:23 IST

ତାର ଯେତେବେଳ ଇଚ୍ଛା ହୁଏ ଖଟକୁ ଡାକି କରୁଥିଲା ଏବେ କହୁଛି ତତେ କରିବିନି ଆଉ ତାପରେ...

Bg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଲୋକମାନେ ଏଭଳି ଅନେକ କିଛି କାମ କରୁଛନ୍ତି ଯାହା ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଆଜିକାଲି ଦୁନିଆରେ ଏଭଳି ଅନେକ ଯୁବକ ଅଛନ୍ତି ଯେଉଁମାନେ ବିବାହ କରିବାର ପ୍ରତିଶ୍ରୁତି ଦେଇ ଏଭଳି ସବୁ କାମ କରିଥାନ୍ତି । ଏହି ଯୁବକ ଜଣକ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇ ଯୁବତୀ ଜଣକ ସହ ଶାରିରୀକ ସମ୍ପର୍କ ରଖିଥିଲା ।
Gg
ଏହି ଯୁବକ ଜଣକ ଯୁବତୀଙ୍କୁ ଭଲ ପାଉଥିଲେ । ଆଉ ଯୁବତୀ ଜଣକ ଯେତେବେଳେ ବିବାହ କରିବାକୁ କହିଥିଲେ ସେତେବେଳେ ଏହି ଯୁବକ ଜଣକ ମନା କରିଥିଲେ । ଏହି ଯୁବକ ଜଣକ ହେଉଛନ୍ତି ପୋଲିସ ବାବୁ । ଏହି ପୋଲିସ ବାବୁ ଜଣକ ବାରମ୍ବାର ଏହି ଯୁବତୀ ଜଣକ ସହ ସମ୍ପର୍କ ରଖିଲେ ଆଉ ବିବାହ କରିବେ ବୋଲି କହିଥିଲେ । ଏହି ଯୁବତୀ ଜଣକ ଏବେ ଅଭିଯୋଗ ଆଣିଛନ୍ତି ସେ ଯେଉଁ ଯୁବକ ଜଣଙ୍କୁ ଭଲ ପାଉଥିଲେ ସେ ତାଙ୍କୁ ଏବେ ଧୋକା ଦେଇଛନ୍ତି ।
Gg
ଏହି ଯୁବତୀ ଜଣକ ଘରର ବଡ ଝିଅ ଥିଲେ । ପୋଲିସ ବାବୁ ଦେଖିକି ସେ ପ୍ରେମ କରିଲେ । ୨୦୧୭ ମସିହାରେ ଝିଅ ଜଣକ ପାଠ ପଢୁଥିଲେ ଆଉ ସେ ପାଠ ପଢୁଥିବା ବେଳେ ଏହି ଯୁବକ ଜଣକ ସେଠାରେ ପୋଲିସ ଟ୍ରେନିଂ ନେଉଥିଲେ । ଆଉ ସେହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ଉଭୟ ପ୍ରେମ ସମ୍ପର୍କରେ ଥିବା ବେଳେ ଯୁବକ ଯେତେବେଳେ ଇଚ୍ଛା ସେତେବେଳେ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖୁଥିଲା । ଆଉ ଶେଷରେ ତାଙ୍କୁ ବିବାହ କରିବାକୁ ମନା କରିଲା ।
ଯେତେବେଳେ ଯୁବକ ଜଣକ ପୋଲିସ ହୋଇଗଲେ ସେତେବେଳେ ସେ ବିବାହ କରିବେ ନାହିଁ ବୋଲି କହିଲେ । ଯୁବତୀ ଜଣଙ୍କୁ ମନ୍ଦିରରେ ମଧ୍ୟ ଯୁବକ ବିବାହ କରିଥାନ୍ତେ । ଯୁବତୀଙ୍କୁ ପ୍ରେମ କରି ତାଙ୍କ ଶାଗ ଶାରିରୀକ ସମ୍ପର୍କ ରଖି ତାଙ୍କ ଇଜ୍ଜତ ସହ ଖେଳି ଏବେ ପୋଲିସ ବାବୁ ଅଧା ରାସ୍ତାରେ ଛାଡି ଦେଇଛନ୍ତି । ଏହି ପୋଲିସ ବାବୁ ଜଣକ ହେଉଛନ୍ତି ବିଜୟ କୁମାର ସାହୁ । ଏବେ ଏହି ଘଟଣାକୁ ନେଇ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏବେ ପୋଲିସ ଏହି ପୋଲିସ ବାବୁଙ୍କୁ ଗିରଫ ଯଦି କୋର୍ଟ ଚାଲାଣ କରିଛି । ଦେଖିବାକୁ ବାକି ରହିଲା ଏହି ପୋଲିସ ବାବୁଙ୍କୁ କୋର୍ଟ କେଉଁ ଦଣ୍ଡ ଦେଉଛି !

Advertisement