ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ମୀରା ପରିଡ଼ାଙ୍କୁ ତ ଆପଣମାନେ ସମସ୍ତେ ଜାଣିଥିବେ । ଏବେ ତାଙ୍କୁ ନେଇ ଆସିଛି କିଛି ଖବର । କିନ୍ନର ସଭାପତି ମୀରା ପରିଡ଼ାଙ୍କ ବନ୍ଧୁ ହେଉଛନ୍ତି ଅଶୋକ ଚଂପତି । ଏବେ ତାଙ୍କୁ ନେଇ କିଛି ଖବର ଆସିଛି । ହାତ ଧରି ଟାଣି ଟାଣି ନେଇ ସ୍ତ୍ରୀ ଅନିମାକୁ ତାର ସ୍ଵାମୀ ଅଶୋକ ପାଖକୁ ନେଉଥିଲେ ମୀରା ପରିଡ଼ା । ଶହ ଶହ ଲୋକଙ୍କ ଆଗରେ ମୀରା ପରିଡ଼ା କାନ୍ଦିଲେ । ଆଉ ସନ୍ତୋଷଙ୍କ ସ୍ତ୍ରୀ ଅନିମାଙ୍କୁ ରାସ୍ତାରେ ଚଲାଇ ଚଲାଇ ସନ୍ତୋଷଙ୍କ ପାଖକୁ ନେଉଥିଲେ ।

ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ମୀରା ପରିଡ଼ା ମୁଣ୍ଡ ପିଟି ପିଟି କାନ୍ଦୁଛନ୍ତି । ଆପଣମାନେ ଏହି ଦୃଶ୍ୟ ଦେଖିପାରିବେ । ଯେଉଁ ଘଟଣା ପାଇଁ ସ୍ତ୍ରୀ ଜଣକ ସ୍ବାମୀଙ୍କୁ ଛାଡି ଚାଲି ଯାଇଥିଲେ ଆଉ ଆଜି ମୀରା ପରିଡ଼ା ସ୍ବାମୀଙ୍କ ହାତକୁ ତାଙ୍କ ସ୍ତ୍ରୀକୁ ଟେକି ଦେଲେ । ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ସନ୍ତୋଷ ଆଉ ଏହି ମହିଳା ଜଣକ ହେଉଛନ୍ତି ତାଙ୍କ ସ୍ତ୍ରୀ ଅନିମା । ଅନିମା କହିଥିଲେ କି ତାଙ୍କ ସ୍ବାମୀଙ୍କୁ ୧୦ ବର୍ଷ ହେଲା ତାଙ୍କ ଠାରୁ ଛଡ଼ାଇ ନେଇଛନ୍ତି ମୀରା ପରିଡ଼ା ।

ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଏବେ ମୀରା ପରିଡ଼ା ଏଭଳି କିଛି କରିଛନ୍ତି ବୋଲି ଖବର ଆସିଛି । ମୀରା ପରିଡ଼ା କ୍ୟାପିଟାଲ ହସ୍ପିଟାଲରେ ଏହି ବ୍ୟକ୍ତି ଜଣଙ୍କର ଚିକିତ୍ସା କରାଉଥିଲେ ଆଉ ସେଠାରେ ତାଙ୍କର ସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଏବେ ମୀରା ପରିଡ଼ା ସେହି ସ୍ତ୍ରୀ ଜଣଙ୍କର ହାତ ଧରି ଟାଣି ଟାଣି ତାଙ୍କୁ ରାସ୍ତାରେ ନେଇଥିବାର ଭିଡିଓ ଏବେ ସାମ୍ନାକୁ ଆସୁଛି । ଏହି ଦୃଶ୍ୟ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା କେତେବେଳେ ଅନିମା ମୁହଁ ଖୋଲିଥିଲେ ।
ସ୍ତ୍ରୀ ଅନିମା ମୀରା ପରିଡ଼ାଙ୍କୁ ନେଇ ଅନେକ କିଛି କହିଥିଲେ । ତାଙ୍କ ସ୍ବାମୀଙ୍କୁ ମୀରା ପରିଡ଼ା ରଖିଛନ୍ତି ବୋଲି କହିବା ସହ ଅନେକ କିଛି କହିଥିଲେ । ଆଉ ଏହାପରେ ମୀରା ପରିଡ଼ା ସାମ୍ନାକୁ ଆସିଥିଲେ । ଆଉ ସୋସିଆଲ ମିଡ଼ିଆରେ ସବୁ ସତ୍ୟ କହି ଏହି କଥା ଉପରେ କହିଥିଲେ । ଏବେ ଏହି ଘଟଣାକୁ ନେଇ ମୀରା ପରିଡ଼ା ମୁହଁ ଖୋଲିବା ସହ ସବୁ ସତ୍ୟ କଥା କହି ଦେଇଥିଲେ । ଆଉ ସନ୍ତୋଷ ଚମ୍ପତିଙ୍କ ପାଖକୁ ତାଙ୍କ ସ୍ତ୍ରୀଙ୍କୁ ଆଣି ଦେଇଥିଲେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।