Feb 9, 2025, 11:30 IST

ସ୍ବାମୀର ଛେତେରା ମୁଣ୍ଡ ଦେଖି ହଠାତ୍ ପାଗେଳି ହେଇଗଲା ସ୍ତ୍ରୀ

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏବେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାନ୍ଦି କାନ୍ଦି ହଠାତ୍ ହସିବାକୁ ଲାଗିଲା ସ୍ତ୍ରୀ ଜଣକ । ଏହି ସ୍ତ୍ରୀ ଜଣକ ରାସ୍ତା ଉପରେ ଯିଏ ଯାଉଥିଲା ତାକୁ ଦେଖି ହସିବାକୁ ଲାଗୁଥିଲା । ସ୍ତ୍ରୀ ଜଣକ ରାସ୍ତା ଉପରେ ପାଗେଳି ହୋଇଗଲେ ବୋଲି ସୂଚନା ମିଳିଛି । ଏହି ସ୍ତ୍ରୀ ଜଣଙ୍କ ଏଭଳି ଅବସ୍ଥାରେ ରହିଲେ ଯାହାକୁ ନେଇ ଏବେ ଅନେକ ଖବର ଆସୁଛି । ଏହି ସ୍ତ୍ରୀ ଜଣକର ଅବସ୍ଥା ଏଭଳି ଖରାପ ହୋଇ ଯାଇଥିଲା । 
Yy
ସ୍ଵାମୀ ଏବଂ ପୁଅର ମୃ-ତ୍ୟୁ ପରେ ସ୍ତ୍ରୀ ଜଣକ ଏଭଳି ହୋଇ ଯାଇଥିଲା । ସହି ପାରିନଥିଲା ସ୍ତ୍ରୀ ଜଣକ ଆଉ ଏଭଳି ସବୁ ଘଟଣା ଘଟି ଯାଇଥିଲା । ଏହି ସ୍ତ୍ରୀ ଜଣକ ନିଜ ସ୍ଵାମୀ ଆଉ ପୁଅକୁ ହରାଇ କାନ୍ଦୁଥିଲେ ଆଉ ତାପରେ କିଛି ସମୟ ପରେ ସେ ହଠାତ୍ ହସିବାକୁ ଲାଗିଲେ । ଆଉ ଏହାପରେ ସ୍ତ୍ରୀ ଜଣକ ରାସ୍ତାରେ ଯାହାକୁ ଦେଖିଲେ ତାକୁ କହିଲେ କି ଏହି ଦୁର୍ଘଟଣା ସେ ହିଁ କରିଛି । ଏଭଳି କହି କହି ସେ ହଠାତ୍ ହସିବାକୁ ଲାଗିଥିଲା । ଏହି ସ୍ତ୍ରୀ ଜଣକ ପାଗେଳି ହୋଇ ଯାଇଥିଲେ । 
Bb
ସ୍ତ୍ରୀ ଜଣକ କଷ୍ଟ ପାଉଥିଲେ କିନ୍ତୁ ହସୁଥିଲେ । ସେ ତାଙ୍କର ମାନସିକ ଶକ୍ତି ହରାଇ ବସିଥିଲେ । ଏବେ ଏହି ସ୍ତ୍ରୀ ଜଣକ ଏଭଳି ଧୀରେ ଅବସ୍ଥାରେ ରହିଛନ୍ତି । ଏବେ ସ୍ତ୍ରୀ ଜଣକ କଷ୍ଟ ଆଉ ଦୁଃଖ ସହିପାରିଲେ ନାହିଁ ଆଉ ଏଭଳି ଘଟଣା ଘଟି ଯାଇଛି ବୋଲି ସେ ବିଶ୍ୱାସ କରିପାରି ନଥିଲେ । ସେଥିପାଇଁ ସେ ଏଭଳି ପାଗେଲି ହୋଇ ଯାଇଥିଲେ । ଅଜଣା ଟ୍ରକ ସବୁକିଛି ଛଡ଼ାଇ ନେଲା । ଏକାସାଙ୍ଗରେ ନେଇ ଚାଲିଗଲା ସ୍ଵାମୀ ଏବଂ ୪ ବର୍ଷର ପୁଅଙ୍କ ଜୀବନ । ଆଖି ଆଗରେ ସ୍ଵାମୀ ଏବଂ ପୁଅର ମାଂସ ରାସ୍ତାରେ ପଡ଼ିଥିଲା ।
ଏହାକୁ ଦେଖି ସହି ପାରିଲେ ନାହିଁ ସ୍ତ୍ରୀ ଜଣକ । ଆଉ ଏହା ଦେଖି ସ୍ତ୍ରୀ ଜଣକ ମାନସିକ ଭାରସାମ୍ୟ ହରାଇ ବସିଲେ । ଆଉ ପାଗେଳି ହୋଇଗଲେ । ଏବେ ଲୋକମାନେ ଏହି ବିଷୟରେ କହୁଛନ୍ତି । ଯେତେବେଳେ ସେ ତାଙ୍କର ମାନସିକ ଶକ୍ତିକୁ ଫେରୁଛନ୍ତି ସେତେବେଳେ ସେ ଚିତ୍କାର କରି କାନ୍ଦୁଛନ୍ତି । ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଶିଖରପୁର ଓଭର ବ୍ରିଜ ଉପରେ । ଏହି ପରିବାର ଆଳୀ ରୁ କଟକ ଆସୁଥିଲେ । ଆଉ ସେ ଯିବା ରାସ୍ତାରେ ଅଜଣା ଟ୍ରକ ଆସି ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ସ୍ଵାମୀ ଏବଂ ପୁଅ ଘଟଣା ସ୍ଥଳରେ ମୃ-ତ୍ୟୁବରଣ କରିଛନ୍ତି ଆଉ ସ୍ତ୍ରୀ ଜଣକ ମାନସିକ ଭାରସାମ୍ୟ ହରାଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।

Advertisement