Oct 23, 2024, 21:12 IST

ସ୍ବାମୀ ପାଇଁ ଉପବାସ ରଖି ଚଳନ୍ତା ଟ୍ରେନ ଆଗକୁ କାହିଁକି ଡେଇଁ ପଡିଲା ସ୍ତ୍ରୀ...?

Yy

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହଠାତ୍ କାନ୍ଦି କାନ୍ଦି ଆସିଲା ଆଉ ଚଳନ୍ତା ଟ୍ରେନ୍ ଆଗକୁ ସ୍ତ୍ରୀ ଡେଇଁ ପଡିଲା। ଲୋକ ହୋ ହାଲା କରୁଥିଲେ କି ଆରେ ସେହି ମହିଳାଙ୍କୁ କିଏ ବଞ୍ଚାଅ ବୋଲି ଚିତ୍କାର କରୁଥିଲେ। ହେଲେ ସ୍ତ୍ରୀ ଜଣକ କାହା କଥା ଯେମିତି ଶୁଣି ନଥିଲା। ସ୍ବାମୀ ପାଇଁ ଉପବାସ ରଖି ଶେଷରେ ମହିଳା ଟ୍ରେନ୍ ଆଗରେ ନିଜର ମୁଣ୍ଡ ଦେଇଦେଲା। ସ୍ଵାମୀଙ୍କ ପାଇଁ ଉପବାସ କରିଥିଲା ସ୍ତ୍ରୀ ଆଉ ସ୍ବାମୀଙ୍କୁ କହିଥିଲେ ଶୀଘ୍ର ଘରକୁ ଆସିବା ପାଇଁ।
Yy
ସ୍ବାମୀ ଆସି ନଥିଲେ ମାତ୍ର ସ୍ବାମୀ ବଦଳରେ ସ୍ତ୍ରୀ ପାଖକୁ ଆସିଥିଲେ ସ୍ୱାମୀର କଲ୍। କଲ୍ ରେ ସ୍ବାମୀ ଜଣକ ଯାହା କହିଥିଲେ ତାହାକୁ ସ୍ତ୍ରୀ ଜଣକ ସହି ପାରି ନଥିଲେ ଏଥିପାଇଁ ସେ ରାଗରେ ଗରଗର ହୋଇ ସିଧା ଯାଇ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ପଡିଥିଲା। ଲୋକେ ଏପଟେ ହୋ ହାଲ୍ଲା କରି ଚିତ୍କାର କରିବାରେ ଲାଗିଥିଲେ। ବଞ୍ଚାଅ ବଞ୍ଚାଅ ବୋଲି କହି ଲୋକମାନେ ରଡ଼ି ଛାଡିଥିଲେ। ତଥାପି ମହିଳା ଜଣକ କାହା କଥା ଶୁଣି ନଥିଲା।
Hg
ସିଧା ଯାଇ ସେ ଡେଇଁ ପଡିଥିଲେ। ଏଭଳି ଘଟଣା ଗତ ରବିବାର ଦିନ ଘଟି ଥିବାର ଜଣା ପଡ଼ିଛି।ସ୍ବାମୀ ଅଫିସ୍ ରୁ କାମ ସାରି ବିଳମ୍ବରେ ଆସିବାରୁ ଉପବାସ କରିଥିବା ସ୍ତ୍ରୀ ପ୍ରବଳ ଝଗଡା କରିଥିଲା। ସ୍ବାମୀ ମଧ୍ୟ ସ୍ତ୍ରୀ କୁ ବାରମ୍ବାର ଖୋଜିବା ପାଇଁ ଚେଷ୍ଟା କରିଥିଲେ ହେଲେ ସ୍ତ୍ରୀ ଜଣକ କିଛି ହେଲେ ମଧ୍ୟ ଶୁଣି ନଥିଲା। ଓଲଟା ସ୍ତ୍ରୀ ଜଣକ ସ୍ବାମୀ ଉପରେ ରାଗି ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରି ଦେଇଥିଲା।
ପରେ ଯେତେବେଳେ ସ୍ବାମୀ ଏକଥା ଶୁଣିଥିଲେ ସେତେବେଳେ ସେ ଆଉ କିଛି ଜାଣି ପାରି ନଥିଲେ ଶେଷରେ ନିଜେ ସ୍ତ୍ରୀ ର ଶାଢ଼ୀ ବେକରେ ଲଗାଇ ଝୁଲି ପଡିଥିଲେ। ଏହାକୁ ନେଇ ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। କାରଣ ଏହି ଘଟଣା ନିଶ୍ଚିତ ଭାବରେ ଏକ ଭିନ୍ନ ଘଟଣା ଅଟେ।ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement