Oct 31, 2024, 10:42 IST

ସ୍ବାମୀ ଜବରଦସ୍ତି ଦେଇଛି ସ୍ତ୍ରୀ...କୁ ଅନିଚ୍ଛା ମୃ-ତ୍ୟୁ....!

Vv

ଏବେ ଜଣେ ଫାର୍ମାସିଷ୍ଟ ନିଜ ସ୍ତ୍ରୀ ଙ୍କୁ ହ-ତ୍ୟା କରିଥିବା ଖବର ଏବେ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିବାରେ ଲାଗିଛି। ଦୁଇଜଣ ପ୍ରେମିକା ସହ ମିଶି ଏହି ଫାର୍ମାସିଷ୍ଟ ଜଣକ ନିଜ ସ୍ତ୍ରୀ ଙ୍କୁ ହିଁ ମାରି ଦେଇଥିଲେ।ଫାର୍ମାସିଷ୍ଟ ଥିଲେ ସେଥିପାଇଁ ତାଙ୍କୁ ସବୁକିଛି ଜଣା ଥିଲା ଆଉ ତାହାର ହିଁ ସେ ଫାଇଦା ଉଠାଇଛନ୍ତି। ଆନାଥେସିଆନ୍ ଇଞ୍ଜେକସନ ଦେଇ ତାଙ୍କ ସହ ଏଭଳି କିଛି କରିଛନ୍ତି ନିଜ ସ୍ବାମୀ ଓ ସ୍ଵାମୀଙ୍କ ଦୁଇଜଣ ପ୍ରେମିକା।
Hh
ସ୍ଵାମୀ ଏତେ ନୃଶଂସ ହୋଇଯିବେ ବୋଲି ଏହା ମହିଳା ଜଣକ କେବେ ହେଲେ ମଧ୍ୟ ଚିନ୍ତା କରି ନଥିଲେ। ସ୍ତ୍ରୀ କୁ ଯମପୁର ପଠାଇବା ପାଇଁ ସ୍ତ୍ରୀ ସାଜି ଯାଇଥିଲା ସ୍ବାମୀ। ଆଉ ସଇତାନ ସ୍ବାମୀ ହିଁ ନିଜ ରାସ୍ତାରେ କଣ୍ଟା ସାଜିଥିବା ସ୍ତ୍ରୀ କୁ ରାସ୍ତା ରୁ ହଟାଇବା କୁ ଚାହୁଁ ଥିଲା।ଏଥିପାଇଁ ସ୍ବାମୀଙ୍କୁ ସହଯୋଗ କରିଥିଲେ ଦୁଇଜଣ ପ୍ରେମିକା।ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ରେ ସବୁ ସତ ଜଣା ପଡ଼ି ଯାଇଥିଲା। ଭୁବନେଶ୍ୱର ର ଏଭଳି ଏକ ଘଟଣା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।
Hb
ଏହାକୁ ସ୍ବାମୀ ମଧ୍ୟ ଆ-ତ୍ମ-ହ-ତ୍ୟା ର ରୂପ ଦେଇ ଦେଇଥିଲେ। ସ୍ୱାମୀର ଗୋଟେ ନୁହେଁ ବରଂ ତାର ଦୁଇ ଦୁଇଜଣ ପ୍ରେମିକା ଥିଲେ। ଯାହାକୁ ନେଇ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତର ହେଉଥିଲା।ସ୍ବାମୀ ଫାର୍ମାସିଷ୍ଟ ଥିଲା ସେଥିପାଇଁ ତାକୁ ସବୁ ଜଣା ଥିଲା। ଏହାର ଫାଇଦା ଉଠାଇ ନିଜର ସ୍ତ୍ରୀ କୁ ହିଁ ସ୍ବାମୀ ମାରି ଦେଇଥିଲା।ମହିଳାଙ୍କ ବୟସ ମଧ୍ୟ ମାତ୍ର ୨୬ ବର୍ଷ ଆଉ ତାଙ୍କର ମୃ-ତ୍ୟୁ ଏଭଳି ସମୟରେ ହୋଇଛି ତାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ସ୍ବାମୀ ଆଉ ତାଙ୍କର ଦୁଇଜଣ ପ୍ରେମିକା ଉକ୍ତ ମହିଳାଙ୍କ ହ-ତ୍ୟା କରିବା ପରେ ତାକୁ ଆ-ତ୍ମ-ହ-ତ୍ୟା ର ରୂପ ଦେଇ ଦେଇଥିଲେ।ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଅନେକ ଖବର ଭାଇରାଲ୍ ହେବାରେ ଲାଗିଛି। କାରଣ ସ୍ବାମୀ ସ୍ତ୍ରୀ ସହ ଏଭଳି କିଛି କରିଥିବା ବୋଲି ତାହା କେହି ହେଲେ ମଧ୍ୟ ବିଶ୍ଵାସ କରି ପାରୁ ନାହାଁନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement