Feb 22, 2025, 08:04 IST

ସ୍ବାମୀ ଅଶୋକଙ୍କ ପାଇଁ ସ୍ତ୍ରୀ ଓ ସ୍ବାମୀ ମୁହାଁମୁହିଁ...!

Gg

ଏବେ ମୀରା ପରିଡ଼ା ଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଗତ କିଛିଦିନ ହେବ ତାଙ୍କର ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆ କିଛିଦିନ ହେବ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହି କଥାକୁ ନେଇ ମୀରା ପରିଡ଼ା କୁ ଅନେକ ଟ୍ରୋଲ ମଧ୍ୟ କରୁଛନ୍ତି। ଆପଣ ମାନେ ଜାଣିଥିବେ କି ଅଶୋକ ଚମ୍ପତି ଏବେ ମେଡିକାଲ ରେ ଅଛନ୍ତି।
Gv
ଏହି ସମୟରେ ତାଙ୍କର ପୂର୍ବତନ ସ୍ତ୍ରୀ ମଧ୍ୟ ତାଙ୍କ ନିକଟରେ ଉପସ୍ଥିତ ଥିଲେ। ଆଉ ଏହି ସମୟରେ ହିଁ ସେଠାରେ ଯାଇ ପହଞ୍ଚି ଯାଇଥିଲେ ମୀରା ପରିଡ଼ା। ସେଠାରେ ମିଡ଼ିଆ ଭାଇ ମାନେ ମଧ୍ୟ ଉପସ୍ଥିତ ଥିଲେ ଏହି ସମୟରେ ମୀରା ପରିଡ଼ା ମିଡ଼ିଆ ଭାଇ ମାନଙ୍କୁ ଏହା ହାତ ଯୋଡ଼ି ଅନୁରୋଧ କରିଥିଲେ କି ଦୟା କରି ତାଙ୍କୁ ଟ୍ରୋଲ୍ କରା ନଯାଉ ବୋଲି। ଏହାପରେ ଅଶୋକ ଚମ୍ପତି ସ୍ତ୍ରୀ କହିଥିଲେ କି ତାଙ୍କୁ ନ୍ୟାୟ ମିଳୁ ବୋଲି।
Hh
ଯାହାର ପ୍ରତି ଉତ୍ତର ରେ ମୀରା ପରିଡ଼ା କହିଥିଲେ କି ସେ ତାଙ୍କର ସ୍ବାମୀଙ୍କୁ ଛାଡ଼ି ଦେଇଛନ୍ତି ଆଉ କେଉଁ ପ୍ରକାରର ନ୍ୟାୟ ତାଙ୍କୁ ଦରକାର୍ ବୋଲି। ଛାଡ଼ପତ୍ର ପରେ ମଧ୍ୟ ସେ ଅଶୋକ ଚମ୍ପତି ଙ୍କୁ ନିଜର ସ୍ୱାମୀ କହୁଛନ୍ତି। ଯାହାକୁ ନେଇ ଅଶୋକ ଚମ୍ପତି ଓ ମୀରା ପରିଡ଼ା ସମସ୍ତ କାଗଜ ପତ୍ର ପ୍ରମାଣ ସ୍ବରୂପ ଦେଖାଇ ଥିଲେ। ଆଉ ମୀରା ପରିଡ଼ା କହିଥିଲେ କି ଏତେସବୁ ପରେ ମଧ୍ୟ ଯଦି କାହାକୁ ଲାଗୁଛି ମୀରା ପରିଡ଼ା ଇଲିଗାଲ ବୋଲି ତାହେଲେ ,
ସେ ଯାଜପୁର ଛକରେ ଲଙ୍ଗଳା ହୋଇ ଛିଡା ହେବ। ଏଭଳି ଭାବରେ ମୀରା ପରିଡ଼ା ରାଗି ଯାଇଥିବା ବେଳେ ଅନେକ କଥା କହିଥିଲେ। ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଆପଣଙ୍କ ମତାମତ କଣ ଏହି ଭିଡିଓ ଦେଖି ସାରିବା ପରେ ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।

Advertisement