Updated: Jun 6, 2024, 23:31 IST

ସୂର୍ଯ୍ୟବଂଶୀ ସୁରଜ୍ ଙ୍କ ହାତୀ ଢ଼ାଳିଲା ସୁନା କଳସ??୯ ତାରିଖ ରେ ନେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ର ଶପଥ..

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୂର୍ଯ୍ୟବଂଶୀ ସୁରଜ ହେବେ ନୁଆ ମୁଖ୍ୟମନ୍ତ୍ରୀ। ଯାହାକୁ ନେଇ ଏବେ ବିଜେପିରେ ଚର୍ଚ୍ଚା ହେବାରେ ଲାଗିଛି। ସମସ୍ତଙ୍କ ମଧ୍ୟରୁ ସୂର୍ଯ୍ୟବଂଶୀ ସୁରଜ ଙ୍କୁ ବଛା ଯାଇଛି। ଆଉ ଏହି ଓଡିଆ ପୁଅ ଏବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଏବେ ଓଡ଼ିଶାରେ ସମସ୍ତେ ମଧ୍ୟ ଖୁବ୍ ଚର୍ଚ୍ଚା କରୁଛନ୍ତି। ଯାହାକୁ ନେଇ ଆସନ୍ତା ଦଶ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି।
Gg
ରାତାରାତି ହିଁ ବଦଳି ଯାଇଥିଲା ସରକାର । ଆଗକୁ ମଧ୍ୟ ଏନେଇ ଓଡିଶାର ମୁଖ୍ୟମନ୍ତ୍ରୀ ପଦବୀ ମଧ୍ୟ ବଦଳିବାକୁ ଯାଉଛି। ଏବେ ଓଡିଆ ପୁଅ ସୂର୍ଯ୍ୟବଂଶୀ ସୁରଜ ଙ୍କୁ ନେଇ ସବୁଠାରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। କଣ ବିଜେପି ଓଡିଶାର ମୁଖ୍ୟମନ୍ତ୍ରୀ ପାଇଁ ସୂର୍ଯ୍ୟବଂଶୀ ସୁରଜ ଙ୍କୁ ବାଛିବାକୁ ଚାହୁଁଛି ନା ବିଜେପି ର କୌଣସି ବରିଷ୍ଠ ନେତାକୁ ଓଡିଶାର ଭାର ଦେବାକୁ ଯାଉଛି ତାହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
Gg
ଆଉ ଏକଥା କେବଳ ସମୟ ହିଁ କହିବ। ହେଲେ ନିର୍ବାଚନ ଫଳାଫଳ ବାହାରିବା ପରେ ପରେ ସୂର୍ଯ୍ୟବଂଶୀ ସୁରଜ ଙ୍କୁ ନେଇ ସବୁଠାରେ ଖୁବ୍ ଆଲୋଚନା ହେବାରେ ଲାଗିଛି। ସରକାର ବଦଳି ଗଲା ଆଉ ନୂଆ ସରକାର ଏବେ ଗଠନ ହେବ। ରାତାରାତି ବିଜେଡିକୁ ହରାଇ ଦେଲା ବିଜେପି। ଆଗକୁ ଓଡ଼ିଶାରେ ମଧ୍ୟ ବିଜେପି ଶାସନ କରିବାକୁ ମଧ୍ୟ ଯାଉଛି। ହେଲେ ତାହା ମଧ୍ୟରେ ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବ,
ସେ ନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି। ଆଉ ବଡ଼ବଡ଼ ବରିଷ୍ଠ ନେତା ମାନଙ୍କ ସହ ସୂର୍ଯ୍ୟବଂଶୀ ସୁରଜ ଙ୍କ ନାମ ମଧ୍ୟ ସାମ୍ନା କୁ ଆସୁଛି। ସୋସିଆଲ ମିଡିଆରେ ମଧ୍ୟ ଏହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସମୟ କହିବ କି ବିଜେପି ତରଫରୁ ଆଗମୀ ମୁଖ୍ୟମନ୍ତ୍ରୀ କିଏ ହେବ ବୋଲି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି କି କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement