Jun 15, 2024, 17:14 IST

ବିଜେପିରେ ମିଶି ପାରନ୍ତି ସୁର ରାଉତରାୟ !! ଦେଖନ୍ତୁ ଏବେ ଏବେ ଆସିଲା ବହୁତ୍ ବଡ଼ ଖବର

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ସମସ୍ତେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଜାଣିଥିବେ । ଏହି ନେତା ଜଣଙ୍କୁ ଏବଂ ବିଜେପି ଦଳକୁ ନେଇ କିଛି କଥା କହିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ । ଆପଣମାନେ ସମସ୍ତେ ତ ତାଙ୍କୁ ଜାଣିଥିବେ । 
Gh
ଏବେ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ସେ ତାଙ୍କ ସାନ ପୁଅ ପାଇଁ କାମ କରୁଛନ୍ତି । ଆଉ ସେ କଂଗ୍ରେସରେ କାମ ବି କରିବେ । ସେ ସବୁବେଳେ ଓଡ଼ିଶାର ବିକାଶ କରିଥାନ୍ତି । ଆଉ ଓଡ଼ିଶାର ବିକାଶ ପାଇଁ ସେ ସବୁ ଦଳରେ ମିଶି ଯିବେ ବୋଲି କହିଛନ୍ତି । ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଆମ ଓଡ଼ିଶା ପାଇଁ ଭଲ କାମ କରିବେ । ଆଉ ସେ ଓଡ଼ିଶାର ବିକାଶ କରିବେ । ସେ ଆଦିବାସୀ କୋଳରେ ଜନ୍ମ ହୋଇଛନ୍ତି । ଆଉ ସେ ସବୁକିଛି ଜାଣିଥିବେ । ଓଡ଼ିଶାରେ କଣ ବିକାଶ ହେବ ସେ ତାହା ଜାଣିପାରିବେ । 
Vv
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ସେ ଓଡ଼ିଶାର ବିକାଶ କରିବେ । ଓଡ଼ିଶାର ଗାଁ ରୁ ସହର ଯେଉଁ ମାନଙ୍କର ଘର ପକ୍କା ହୋଇନାହିଁ ତାଙ୍କୁ ଘର ଯୋଗାଇ ଦେବେ । 5T ଦ୍ଵାରା ସବୁକିଛି ହୋଇଛି । ଗାଁ, ସ୍କୁଲ ଆଉ କଲେଜ ଏବଂ ମେଡିକାଲ ହୋଇଛି । ଅନେକ କିଛି କରାଯାଇଛି । ଆଉ ଏଥିରୁ 5T ହଟି ଯାଇଛି । ସୁର ରାଉତରାୟ ୫୭ ବର୍ଷ କଂଗ୍ରେସରେ ରହିଥିଲେ କିନ୍ତୁ ତାଙ୍କୁ ଏବେ ସେମାନେ ବାହାର କରି ଦେଇଛନ୍ତି । ତାଙ୍କ ସାନ ପୁଅ ସହିତ ସେମାନେ ମିଶିଲେ ବୋଲି ତାଙ୍କୁ ସେମାନେ ବାହାର କରି ଦେଇଛନ୍ତି । 
ସେ ତାଙ୍କ ସାନ ପୁଅ ପାଇଁ କାମ କରିବାରୁ ତାଙ୍କୁ ବାହାର କରି ଦେଇଛନ୍ତି । ଯିଏ ନେତା ହେବ ସେ ଓଡ଼ିଶା ପାଇଁ କାମ କରିବ ନହେଲେ ତାକୁ ଓଡ଼ିଶାବାସୀ ବାହାର କରିଦେବେ । ଓଡ଼ିଶାବାସୀଙ୍କ ଭଲ ପାଇଁ ଯିଏ କାମ କରିବେ ତାଙ୍କ ସହିତ ସେ ମିଶି କରି ରହିବେ । ଓଡ଼ିଶାବାସୀଙ୍କ ସେବା ପାଇଁ ସେ କଂଗ୍ରେସ ଛାଡ଼ି ଦେଲେ ଆଉ ସେ ବିଜେଡି ଦଳରେ ମିଶିଥିଲେ ଆଉ ଏବେ ସେ ବିଜେପି ଦଳରେ ମଧ୍ୟ ମିଶି ଯିବେ ବୋଲି କହିଛନ୍ତି । ଏଭଳି ଅନେକ କଥା ଆପଣମାନେ ତାଙ୍କୁ ନେଇ ଆସିଥିବାର ଜାଣିପାରିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

Advertisement