Jan 1, 2025, 20:18 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଋଣରେ ମୋହନ ମାଝୀ ସମ୍ପତ୍ତି ମାତ୍ର ଏତିକି

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଥିବେ ବା ମନରେ ଭାବୁଥିବେ ଯେଉଁମାନେ ନେତା ମନ୍ତ୍ରୀ ତାଙ୍କ ପାଖରେ ସବୁବେଳେ ଧନ ଥାଏ ଆଉ ତାଙ୍କ ପାଖରେ ପ୍ରବଳ ଟଙ୍କା, ସୁନା ଆଦି ରହିଥାଏ କିନ୍ତୁ ଏହା କିଛି କିଛି ନେତାଙ୍କ ପକ୍ଷରେ ସମ୍ଭବ ଥାଏ କିନ୍ତୁ ଆଉ କିଛି ନେତା ମନ୍ତ୍ରୀ ଭଲକାମ କରନ୍ତି ଆଉ ସେମାନଙ୍କ ପାଖରେ ଏତେ ଧନ ନଥାଏ । ଏଭଳି କିଛି ଘଟଣା ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଇପାରିବେ । ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନେଇ ଆସିଛି କିଛି ଖବର । 
Hv
ଜଣାପଡ଼ିଲା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେତେ ଧନୀ ? ସେ କେତେ ସମ୍ପତ୍ତିର ଅଧିକାରୀ ତାହା ଜଣାପଡ଼ିଲା ? ତାଙ୍କର ଯେତିକି ସମ୍ପତ୍ତି ଅଛି ତାହା ଜାଣିଲେ ଆପଣଙ୍କ ହୋସ ଉଡିଯିବ ଆଉ ଏହି ଖବର ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ୩ ମୁଖ୍ୟମନ୍ତ୍ରୀଙ୍କ ଭିତରେ ସେ ରହିଛନ୍ତି ୨୨ ନମ୍ବର ସ୍ଥାନରେ । ବର୍ତ୍ତମାନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କେତେ ତାହା ସାମ୍ନାକୁ ଆସିଛି । ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଆସିଥିବା ସୂଚନା ଏବେ ଆପଣମାନେ ପାଇପାରିବେ। 
Gg
ମୁଖ୍ୟମନ୍ତ୍ରୀମାନେ ଦେଇଥିବା ସୂଚନା ଅନୁସାରେ ତାଙ୍କ ସମ୍ପତ୍ତି କେତେ ଆଉ ତାଙ୍କର ଋଣ କେତେ ଏହି ବିଷୟରେ ସୂଚନା ପାଇପାରିବେ । ଏହାକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ ହୋଇଛି । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତି ହେଉଛି ୯୩୧ କୋଟି ଟଙ୍କା । ଦେଶର ଦ୍ୱିତୀୟ ଧନୀ ହେଉଛନ୍ତି ଅରୁଣାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ପ୍ରେମା ଖଣ୍ଡୁ । ତାଙ୍କର ମୋଟ ସମ୍ପତ୍ତି ହେଉଛି ୩୩୨ କୋଟି ଟଙ୍କା । ସମ୍ପତ୍ତିରେ ତୃତୀୟ ସ୍ଥାନରେ ରହିଛନ୍ତି କର୍ଣ୍ଣାଟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଯାହାଙ୍କ ସମ୍ପତ୍ତି ହେଉଛି ୫୧ କୋଟି ଟଙ୍କା । 
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ପତ୍ତିର ପରିମାଣ ହେଉଛି ୧ କୋଟି ୯୭ ଲକ୍ଷ ଟଙ୍କା । ତାଙ୍କର ସ୍ଥାନ ୨୨ ନମ୍ବର ଅଟେ । ସବୁଠାରୁ କମ୍ ସମ୍ପତ୍ତି ଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯାହାର ପରିମାଣ ହେଉଛି ୧୫ ଲକ୍ଷ ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ଭିତରୁ ଅଧିକ ଋଣ କରିଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି ଅରୁଣାଚଳପ୍ରଦେଶ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରେମା ଖଣ୍ଟୁ । ତାଙ୍କର ୧୮୦ କୋଟି ଟଙ୍କା ଋଣ ରହିଛି । ଏହାସହ ଅନେକ ମନ୍ତ୍ରୀ ଅନେକ ଟଙ୍କା ଋଣ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଋଣ ଟଙ୍କା ହେଉଛି ୫୫ ଲକ୍ଷ ଟଙ୍କା । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନ୍ୟ ସବୁ ସୂଚନା ପାଇପାରିବେ ।

Advertisement