ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ତ ଆସିଥିବା ଖବର ସବୁ ସୋସିଆଲ ମିଡିଆରେ ଜାଣି ପାରୁଛନ୍ତି । ଏବେ ଖବର ଆସିଛି କି ମାଓବାଦୀଙ୍କୁ ଯବାନମାନେ ଗୁଳି କରି ମାରି ଦେଇଛନ୍ତି । ଜଣେ ମାଓବାଦୀଙ୍କୁ ନେଇ ଏବେ ଆସିଛି କିଛି ଖବର । ଏହି ମାଓବାଦୀ ଜଣକ ହେଉଛନ୍ତି ଚଲପତି । ଏବେ ଜ୍ବାଇଁର ଶବ ଦେଖି କାନ୍ଦିଲେ ମାଓନେତା ଚଲପତିଙ୍କ ଶଶୁର । ଶଶୁର ଜଣକ କହିଛନ୍ତି ତାଙ୍କ ଜ୍ୱାଇଁ କୌଣସି ସାଧାରଣ ଲୋକ ନଥିଲେ ସେ ଭଗବାନ ଥିଲେ । ଜ୍ବାଇଁ ଜଣଙ୍କୁ ଶଶୁର ଭଗବାନଙ୍କ ସହ ତୁଳନା କରିଛନ୍ତି ।

ଟିଭିରେ ଏହି ମାଓ ନେତାଙ୍କ ମୃ-ତ୍ୟୁବରଣ ଖବର ଦେଖି ତାଙ୍କ ଶଶୁର ଦୌଡ଼ି ଆସିଛନ୍ତି । ତାଙ୍କ ଝିଅ ମୃ-ତ କି ଜୀବିତ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରୁନାହିଁ । ଶଶୁର ଜଣକ ଏଭଳି ଅବସ୍ଥାରେ କାନ୍ଦି ପକାଇଛନ୍ତି । ସେ ତାଙ୍କ ଜ୍ବାଇଁଙ୍କ ଶବ ନେବେ ବୋଲି କାନ୍ଦି କରି ସେଠାରେ ଜଗି ବସିଛନ୍ତି । ଏହି ବ୍ୟକ୍ତି ଜଣକ ଯେତେବେଳେ ଖବର ପାଇଥିଲେ ମାଓନେତା ମୃ-ତ୍ୟୁବରଣ କରିଛନ୍ତି ସେତେବେଳେ ସେ ଦୌଡ଼ି ଆସିଥିଲେ । ଏହି ମାଓନେତାଙ୍କ ନାଁରେ ଅନେକ ଖବର ଆସିଥାଏ । ସାରା ଦେଶ ତାଙ୍କୁ ନେଇ ଅନେକ କଥା କହୁଥାଏ ।

ଆଉ ତାଙ୍କର ମୃ-ତ୍ୟୁ ହେବା ଖବର ସବୁ ଆଡ଼େ ଚର୍ଚ୍ଚା ହେଉଥିଲା । ଆଉ ସବୁ ଗଣମାଧ୍ୟମରେ ମଧ୍ୟ ଶୁଣିବାକୁ ମିଳୁଛି । ଏବେ ଏହି ଘଟଣାକୁ ନେଇ ଶଶୁର ଜଣକ ଜାଣିବା ପରେ ମେଡିକାଲକୁ ଧାଇଁ ଆସିଥିଲେ । ଆଉ ମେଡ଼ିକାଲରେ ଜ୍ବାଇଁଙ୍କୁ ଶେଷ ଥର ଦେଖିବାକୁ ଅପେକ୍ଷା କରି ରହିଥିଲେ । ଏହି ମାଓନେତା ଆଉ ତାଙ୍କ ସ୍ତ୍ରୀ କେଉଁଠାରେ ଥିଲେ କଣ କରୁଥିଲେ ଏହାର କୌଣସି ତଥ୍ୟ ନଥିଲା । ଟିଭିରେ ଯେତେବେଳେ ଝିଅ ଆଉ ଜ୍ୱାଇଁର ମୃ-ତ୍ୟୁ ଖବର ଶୁଣିଥିଲେ ସେତେବେଳେ ସେ ଆନ୍ଧ୍ରପ୍ରଦେଶରୁ ଦୌଡ଼ି ଆସିଥିଲେ ।
ଜ୍ବାଇଁ ଚଲପତିଙ୍କ ମୃ-ତ୍ୟୁ ହୋଇଥିବା ବେଳେ ଝିଅ ଜଣକ ମୃ-ତ କି ଜୀବିତ ତାହାକୁ ନେଇ ବାପା ଜଣକ ଦ୍ବନ୍ଦରେ ଅଛନ୍ତି । ଦୁଃଖରେ ଭାଙ୍ଗି ପଡିଛନ୍ତି ବାପା ଆଉ ଗଣମାଧ୍ୟମ ଆଗରେ ଦେଇଛନ୍ତି ଏଭଳି ବୟାନ । ସେ ଏବେ ମେଡ଼ିକାଲରେ ଆସି ଅପେକ୍ଷା କରିଛନ୍ତି । ସେ ଜଙ୍ଗଲକୁ ଯାଇପାରିବେ ନାହିଁ ଆଉ ଏହି ଗଣମାଧ୍ୟମ ବା ପେପର ସାହାଯ୍ୟରେ ସେ ଏହି ଖବର ପାଇଥିଲେ । ମାଓନେତା ଚଲପତି ବଡ ବଡ ମାଓ ଆକ୍ରମଣ, ଅସ୍ତ୍ର ଶସ୍ତ୍ର ଏବଂ ଅନେକ କାମ କରୁଥିଲେ । ଏବେ ଚଲପତିଙ୍କ ଶବ ନେବାକୁ ଆସିଛନ୍ତି ତାଙ୍କ ଶଶୁର ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।