Jan 26, 2025, 12:09 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଟ୍ରେନରେ ଗଡୁଛି ବଡ଼ ଝିଅ ନମ୍ରତାର କଟାମୁଣ୍ତ ପଡ଼ିଛି କିଡନୀ କଲିଜା

Bh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଜଣେ ଯୁବତୀଙ୍କ ମୃ-ତଦେହ ଟ୍ରେନ ଗେଟ ତଳୁ ଜବତ ହୋଇଛି । ଏହି ଯୁବତୀ ଜଣକ ବିଷୟରେ ଆସିଥିବା ଖବର ତ ଆପଣମାନେ ପାଇ ପାରୁଛନ୍ତି । ଏହି ଯୁବତୀ ଜଣକ ଟ୍ରେନର ଗେଟ ପାଖରେ ଛିଡ଼ା ହୋଇ ସେଲଫି ନେଉଥିଲେ । ଆଉ ତାପରେ ତାଙ୍କ ସହ ଘଟିଥିଲା ଏଭଳି କିଛି । ଏହି ଯୁବତୀ ଜଣକ ହେଉଛନ୍ତି ନମ୍ରତା । ନମ୍ରତା ଗୋଟିଏ ହାତରେ ମୋବାଇଲ୍ ଧରିଥିଲା ଆଉ ଗୋଟିଏ ହାତରେ ଟ୍ରେନକୁ ଧରିଥିଲା । 
Hh
ଆଉ ସେଲଫି ଉଠାଉ ଉଠାଉ ଘରର ବଢିଲା ଝିଅ ନମ୍ରତାର ଗୋଡ ଖସି ଯାଇଥିଲା । ଆଉ ସେ ତଳେ ପଡ଼ି ଯାଇଥିଲା । ଏହାପରେ ଏହି ଯୁବତୀ ଜଣକ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ଏହି କଲେଜ ପଢୁଆ ଝିଅ ହେଉଛି ନମ୍ରତା ବେହେରା । ସେ ଭଲ ପାଠ ପଢ଼ିଥାଏ । ସେ ଭୁବନେଶ୍ୱର ସହରର ଏକ କଲେଜରେ ପାଠ ପଢୁଥିଲା । ସେ ତାର ସାଙ୍ଗମାନଙ୍କ ସହିତ ଘରକୁ ଯାଉଥିଲା ଆଉ ସେହି ସମୟରେ ଏଭଳି ଘଟଣା ଘଟିଥିଲା । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । 
Vv
ନମ୍ରତା ଟ୍ରେନ ପାଖରେ ଛିଡ଼ା ହୋଇ ଫଟୋ ଉଠାଉଥିଲା କିନ୍ତୁ ତାଙ୍କର ଏହି ଫଟୋ ତାଙ୍କର ଶେଷ ଫଟୋ ହୋଇଯିବ ବୋଲି କିଏ ବା ଜାଣିଥିଲା । ଭୁବନେଶ୍ଵରରେ ପରୀକ୍ଷା ଦେବା ପରେ ନିଜର ପାଞ୍ଚ ଜଣ ସାଙ୍ଗକୁ ନେଇ ଘରକୁ ଫେରୁଥିଲେ । ଆଉ ପୁରୀ ବଡବିଲୀ ଟ୍ରେନରେ ବସି ସେ ଘରକୁ ଆସୁଥିଲେ । ନମ୍ରତା ଟ୍ରେନରେ ବସିଥିଲେ ଆଉ ସେ ବାଥରୁମ୍ ଯିବାକୁ କହି ଚାଲି ଆସିଥିଲେ । ସେତେବେଳକୁ ଟ୍ରେନ ଟାଙ୍ଗିରିପାଳ ଷ୍ଟେସନରେ ପହଞ୍ଚିଥିଲା । ଆଉ ଟ୍ରେନ ଚାଲୁଥିବା ବେଳେ ହଠାତ୍ ତାଙ୍କର ଫଟୋ ଉଠାଇବାକୁ ଇଚ୍ଛା ହେଲା । 
ବାଥରୁମରୁ ଆସି ଝିଅ ଟ୍ରେନ ସିଟ ପାଖକୁ ନ ଆସି ଟ୍ରେନ ଗେଟ ପାଖରେ ଛିଡ଼ା ହୋଇଥିଲା । ସାଙ୍ଗମାନେ ତାଙ୍କୁ ମନା କରିଥିଲେ ବରଂ ସେ ସେଠାରୁ ଆସିନଥିଲେ । ଆଉ ସେଠାରେ ସେ ଫଟୋ ଆଉ ରିଲ୍ସ କରୁଥିଲେ । ସେହି ସମୟରେ ତାଙ୍କ ଗୋଡ ଖସି ଯାଇଥିଲା । ଏହି କାରଣରୁ ସେ ତଳେ ପଡ଼ି ଯାଇଥିଲେ । ତାଙ୍କର ଶରୀର ଖଣ୍ଡ ଖଣ୍ଡ ହୋଇ ଟ୍ରେନ ଟ୍ରାକରେ ପଡ଼ିଥିଲା । ଏବେ ଏହି ଯୁବତୀ ଜଣଙ୍କର ଏଭଳି ଅବସ୍ଥା ଦେଖି ତାର ପରିବାର ଲୋକ ସହ ଗାଁ ଲୋକ ଭାଙ୍ଗି ପଡିଛନ୍ତି । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।

Advertisement