Feb 22, 2025, 16:03 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଶ୍ବଶୁର ପଇସାରେ ଜ୍ୱାଇଁର ପରକ୍ରୀୟା ପ୍ରୀତି

Gf

ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଦେଖିବାକୁ ମିଳୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବାପା ସବୁବେଳେ ଚାହିଁଥାଏ ତାର ଝିଅ ଯେଉଁଠି ବିବାହ କରୁ ସେ ଖୁସିରେ ରହୁ ଆଉ ତାର ସ୍ଵାମୀ ତାକୁ ଭଲରେ ରଖୁ । କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଘଟଣା ଜାଣିପାରିବେ ଯାହା ଶୁଣିଲେ ଯେ କେହିବି ମନରେ ଅନେକ କଥା ଭାବିବ । ଏହି ଘଟଣା ଘଟିଛି ଭୁବନେଶ୍ଵର ସହରରେ । ଭୁବନେଶ୍ୱର ସହରର କୌଣସି ଏକ ସ୍ଥାନରେ ଜଣେ ବ୍ୟକ୍ତି ବିବାହ କରି ଏଭଳି କାମ କରିଛନ୍ତି ।
Gg
ଏହି ବ୍ୟକ୍ତି ଜଣକ ବିବାହ କରିଥିଲେ । ଆଉ ସେ ଯାହାକୁ ବିବାହ କରିଥିଲେ ସେ ତାଙ୍କ ସହିତ ରହିଲେ ମଧ୍ଯ ନ ରହିଲା ଭଳି । ଏହି ବ୍ୟକ୍ତି ଜଣକ ବିବାହ କରି ମଧ୍ୟ ପର ଝିଅ ପଛରେ ପଡ଼ୁଛନ୍ତି । ଏହି ଜ୍ବାଇଁ ଜଣଙ୍କୁ ତାଙ୍କ ଶଶୁର ଅନେକ ସାହାଯ୍ୟ କରିଛନ୍ତି କିନ୍ତୁ ଜ୍ବାଇଁ ଜଣକ ପର ଝିଅ ଧରି ବୁଲୁଛନ୍ତି । ଏହି ଜ୍ୱାଇଁ ଜଣକ ଏଭଳି ନିର୍ଲଜ୍ଜ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ଜ୍ବାଇଁ ଜଣକ ବିପଦରେ ପଡ଼ିଥିବା ବେଳେ ତାଙ୍କୁ ସାହାଯ୍ୟ କରନ୍ତି ଶଶୁର ।
Gg
ଏହି ଜ୍ବାଇଁ ଜଣକ କ୍ରେଡିଟ କାର୍ଡ ପାଇଁ ୨ ଲକ୍ଷ ଟଙ୍କା ଦେଇଥିଲେ ଶଶୁର । ଆଉ ଏହାସହ ଜ୍ବାଇଁ କହିଲେ କାର କିଣିବେ ସେଥିପାଇଁ ଶଶୁର ଜଣକ ତାଙ୍କୁ ଏକ ଲକ୍ଷ ଟଙ୍କା ଦେଇଥିଲେ । ଶଶୁର ଜଣକ ଜ୍ବାଇଁଙ୍କୁ ଏତେ ସାହାଯ୍ୟ କରିବା ପଛରେ ତାଙ୍କ ଝିଅ ଖୁସିରେ ରହୁ ବୋଲି କାରଣ ଥିଲା କିନ୍ତୁ ଝିଅକୁ ଦୁଃଖ ଦେଉଛନ୍ତି ଏହି ଜ୍ବାଇଁ ଜଣକ । ଜ୍ବାଇଁ ଜଣକ ପର ଝିଅ ଧରି ବୁଲୁଛନ୍ତି ଆଉ ନିଜ ସ୍ତ୍ରୀକୁ ଏଭଳି ସମ୍ମାନ ଦେଉନାହାନ୍ତି । ବିବାହକୁ ୮ ବର୍ଷ ହୋଇଗଲେ ମଧ୍ଯ ଏହି ଜ୍ବାଇଁ ଜଣକ ଝିଅ ସହିତ ଏଭଳି କାମ କରୁଛନ୍ତି । 
ଜ୍ବାଇଁ ଜଣକ ନିଜ କାରରେ ଝିଅକୁ ବସାଇ ଆଣିଲେ ଅଧା ରାସ୍ତାରେ ଓହ୍ଲାଇ ଦେବେ ଆଉ ଅନ୍ୟ ଝିଅଙ୍କୁ ନେଇ ଚାଲିଯିବେ । ଏଭଳି ଅନେକ କିଛି କାମ କରନ୍ତି ଜ୍ବାଇଁ ଜଣକ । ଶଶୁରଙ୍କ ଠାରୁ ଟଙ୍କା ନେଇ ଏଭଳି ସବୁ ଖର୍ଚ୍ଚ କରନ୍ତି ଜ୍ବାଇଁ ଜଣକ । ଯେତେବେଳେ ଚାହିଁଲେ ଶଶୁର ଜ୍ବାଇଁଙ୍କୁ ସାହାଯ୍ୟ କରିଛନ୍ତି କିନ୍ତୁ ଏହି ଜ୍ବାଇଁ ଜଣକ ଏଭଳି ସବୁ କାମ କରିବା ନିନ୍ଦନୀୟ ଅଟେ । ତାଙ୍କର ଗୋଟିଏ ସନ୍ତାନ ମଧ୍ଯ ରହିଛି । ଏହାପରେ ଏଭଳି କାମ ନିନ୍ଦନୀୟ ଅଟେ । ଏହି ଘଟଣାକୁ ନେଇ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି ଝିଅ ଜଣକ । ତାଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରାଯାଇଛି ।

Advertisement