ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ରାଜନୀତିକୁ ନେଇ ଆସିଥିବା ଖବର ଆପଣମାନେ ସବୁ ଜାଣି ପାରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଆସୁଥିବା ଖବର ଜାଣିପାରିବେ । ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଏଭଳି କିଛି କାମ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଆପଣମାନେ ସମସ୍ତେ ତ ଜାଣିଥିବେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଏବେ ମେଡ଼ିକାଲରେ ଅଛନ୍ତି ।

ମନ୍ତ୍ରୀ ସୁଶାନ୍ତ ସିଂ ମେଡିକାଲରେ ଥିବା ବେଳେ ତାଙ୍କୁ ଦେଖା କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଥିଲେ । ଭୁବନେଶ୍ଵରର ଘରୋଇ ମେଡ଼ିକାଲରେ ଏବେ ସୁଶାନ୍ତ ସିଂ ଚିକିତ୍ସିତ ହେଉଛନ୍ତି । ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଭେଟିଲେ । ସେ ଭୁବନେଶ୍ବରର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆଉ ତାଙ୍କୁ ଦେଖା କରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯାଇଥିଲେ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

ନବୀନ ପଟ୍ଟନାୟକ ସୁଶାନ୍ତ ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ମଧ୍ୟ ଏହି ମେଡ଼ିକାଲର ଡାକ୍ତରଙ୍କୁ ପଚାରି ବୁଝିଛନ୍ତି । ଏହାସହ ନବୀନ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହାସହ ବରିଷ୍ଠ ନେତୃବୃନ୍ଦ ମଧ୍ୟ ସୁଶାନ୍ତ ସିଂଙ୍କୁ ଭେଟିଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଡିକାଲ ଆସି ତାଙ୍କୁ ଦେଖା କରିବାକୁ ଆସିଥିଲେ ବୋଲି ଜଣାପଡିଛି । ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଡିକାଲ ଆସିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି ।
ବିଗତ କିଛିଦିନ ହେବ ସୁଶାନ୍ତ ସିଂଙ୍କ ସ୍ବାସ୍ଥ୍ୟ ଖରାପ ରହିଛି ଆଉ ଏହି କାରଣରୁ ଏବେ ସେ ଭୁବନେଶ୍ୱର ସହରର ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏହି କଥାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ନବୀନ ପଟ୍ଟନାୟକଙ୍କ ସହିତ ଥିବା ଅନେକ ନେତା ନେତ୍ରୀ ମେଡିକାଲ ଯାଇଥିଲେ । ଆଉ ସେଠାରେ ଏହି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଭେଟିଥିଲେ । ଆଉ ତାଙ୍କୁ ସେମାନେ ଦେଖାକରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏବେ ଏହି ଘଟଣାକୁ ନେଇ ଅନେକ କଥା ଆସୁଛି ।