Dec 23, 2024, 16:48 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ସୁର କହିଲେ ଏମିତି ନବୀନ, ପାଣ୍ଡିଆନ ଉପରେ ମୁଁ ଭାରି ଖୁସି

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ରାଜନୀତି ବିଷୟରେ ଆସିଛି କିଛି ଖବର । ଆପଣମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ଜାଣିଥିବେ । ଏହି ବରିଷ୍ଠ ନେତା ଜଣକ ତାଙ୍କ କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ଗଣମାଧ୍ୟମ ଆଗରେ କିଛି କଥା କହିଛନ୍ତି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ବରିଷ୍ଠ ନେତା ସୁର ରାଉତରାୟ ନବୀନ ପଟ୍ଟନାୟକଙ୍କ ବିଷୟରେ କିଛି କଥା କହିଛନ୍ତି । 
Bh
ଦିନିକିଆ ଗସ୍ତରେ କଲିକତା ସହରର ଜଣେ ଆସି ଓଡ଼ିଶା ବିଷୟରେ ଅନେକ କିଛି କହିଛନ୍ତି । ଆଉ ଏହାକୁ ନେଇ ଏବେ ସୁର କହିଛନ୍ତି ବାହାରୁ ଆସି ସେ କଣ ରିପୋର୍ଟ ଦେବେ ? ନବୀନ ପଟ୍ଟନାୟକ ଯାହା କରିକି ଯାଇଛନ୍ତି ୨୫ ବର୍ଷ ଭିତରେ ତାହା ସ୍ଵର୍ଣ୍ଣ ଅକ୍ଷରରେ ଲେଖା ହୋଇରହିବ । ସେ କାମ କରିଛନ୍ତି ତାଙ୍କର ପ୍ରଶଂସା ସମସ୍ତେ କରିବେ । ଆଉ ଏନେଇ ରୁବେନ ବାନାର୍ଜୀ କଣ କହିବେ । ତାଙ୍କର କି ଜ୍ଞାନ । ସେ ଉପରେ ଉପରେ ଆସି ଏଭଳି କରିବ ଯାହା ଠିକ୍ ନୁହେଁ । ସେ ଯାହା କରିଛନ୍ତି ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । 
Gg
ସେ ପ୍ରତ୍ୟେକ ହାଇସ୍କୁଲକୁ ବଦଳାଇ ଦେଇଛନ୍ତି । ଅଧିକ ଉନ୍ନତମାନର କରିଛନ୍ତି । ପିଲାମାନଙ୍କ ପାଇଁ ଲାଇବ୍ରେରୀ ସହ ଅନେକ ଯୋଜନା କରିବା ସହ ଉନ୍ନତମାନର ଶିକ୍ଷା ଦେବାକୁ ଚେଷ୍ଟା କରିଥିଲେ । ଓଡ଼ିଶାର ଅନେକ ମନ୍ଦିର ଯଥା ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ଏବଂ ସମଲେଶ୍ଵରୀ ମନ୍ଦିର ଇତ୍ୟାଦି ମନ୍ଦିରର ପରିବର୍ତ୍ତନ ସହ ଅନେକ ଉନ୍ନତି ନବୀନ ପଟ୍ଟନାୟକ କରିଥିଲେ । ଆଉ ଏହାସହ ଅନେକ ଜିଲ୍ଲାର ଅନେକ ଉନ୍ନତି କରିଛନ୍ତି । ପ୍ରାୟ ସବୁ ଜିଲ୍ଲାରେ ଅନେକ କିଛି ପରିବର୍ତ୍ତନ କରିଛନ୍ତି ।
ଓଡ଼ିଶାର ସବୁ ରାସ୍ତାର ମଧ୍ୟ ଉନ୍ନତିକରଣ କରିଛନ୍ତି । ମେଡିକାଲର ମଧ୍ୟ ପରିବର୍ତ୍ତନ କରିଛନ୍ତି ନବୀନ ସରକାର । ଶିଳ୍ପରେ ଅପୂର୍ବ ପରିବର୍ତ୍ତନ ସହ ସବୁ ପ୍ରକାରର ପରିବର୍ତ୍ତନ ନବୀନ ପଟ୍ଟନାୟକ କରିଛନ୍ତି । ଜଟଣୀ ପାଣି ସପ୍ଲାଏ ପାଇଁ ୩୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ନବୀନ ସରକାର ଥିବା ବେଳେ ଅନେକ କିଛି କରିଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେବା ସହ ସମସ୍ତେ ତାଙ୍କର ଗୁଣଗାନ କରୁଛନ୍ତି । ଆଉ ତାଙ୍କୁ ବାନାର୍ଜୀ କଣ କହିବେ । ଏହାସହ ପାଣ୍ଡିଆନ ରାତି ୨ଟା ସମୟରୁ ଯାଇ ମଧ୍ୟ ସୁପର ଭିଜନ କରନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କ ଉପରେ ବରିଷ୍ଠ ନେତା ସୁର ରାଉତରାୟ ବହୁତ ଖୁସି ଅଛନ୍ତି ।

Advertisement