ଜୀବନ ହାରୀ ଦେଲା ସପ୍ତମ ଶ୍ରେଣୀର ଛାତ୍ରୀ। ସହି ପାରିଲାନି ଶିକ୍ଷକ ଙ୍କ ଅଶାଳୀନ ଇଙ୍ଗିତ। ମଧ୍ୟାହ୍ନ ରେ ଖାଇବା ପାଇଁ ଘରକୁ ଫେରିଲା। ଘର ସାମ୍ନା ରେ ହିଁ ଜୀବନ ହାରୀ ଦେଲା। ବାଲେଶ୍ବର ର ଭୋଗରାଇ ଅଞ୍ଚଳରୁ ଆସିଛି ଏଭଳି ଏକ ଦୁଃଖଦ ଖବର। ଯାହା ପୂରା ଅଞ୍ଚଳରେ ଖେଳାଇ ଦେଇଛି ଶୋକର ଛାୟା। ସ୍କୁଲ୍ କୁ ପାଠ ପଢ଼ିବାକୁ ଯାଇଥିବା ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ ସହ ଏଭଳି କିଛି ଘଟି ଯାଇଛି ଯାହାକୁ କି ସେ ସହ୍ୟ କରି ପାରିନି।

ମଧ୍ୟାହ୍ନ ରେ ଘରକୁ ଖାଇବା ପାଇଁ ଆସିଥିବା ଏହି ଛାତ୍ରୀ ଜଣକ ନିଜର ଜୀବନ ହାରି ଦେଇଛି। ଏହି ଘଟଣାକୁ ନେଇ ପୂରା ଅଞ୍ଚଳରେ ଯେମିତି ଖେଳି ଯାଇଛି ଚାଞ୍ଚଲ୍ୟ। ଭୋଗରାଇ ବ୍ଲକ ତାଳ ସାହି ସାମୁଦ୍ରିକ ଥାନା ଅଞ୍ଚଳର ଜଣେ ଛାତ୍ରୀ ଗମ୍ଭାରିଆ ପ୍ରାଥମିକ ଓ ପଞ୍ଚାନନ ପ୍ରାଥମିକ ବିଦ୍ୟାଳୟ ରେ ପାଠ ପଢୁଥିଲା ହେଲେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରୀଙ୍କ ସହ ଏଭଳି କିଛି ଘଟିଛି ଯାହା ତାଙ୍କର ପରିବାର ସହ ପୂରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ସବୁଦିନ ଭଳି ସେ ଘରୁ ବାହାରି ସ୍କୁଲ୍ କୁ ପାଠ ପଢିବାକୁ ଯାଇଥିଲେ। ହେଲେ ସେଦିନ ମଧ୍ୟାହ୍ନ ସମୟରେ ସେ ଘରକୁ ଖାଇବା ପାଇଁ ଆସିଥିଲେ। ହେଲେ ସେ ଘରକୁ ନଯାଇ ଘର ସାମ୍ନା ରେ ହିଁ ନିଜର ଜୀବନ ହାରୀ ଦେଇଥିଲେ। ଏହି ଖବର ବିଜୁଳୀ ବେଗରେ ସାରା ଗାଁ ସାରା ବ୍ୟାପି ଯାଇଥିଲା। ଗ୍ରାମବାସୀ ମାନେ ତାଙ୍କର ଘର ଆଗରେ ରୁଣ୍ଡ ହେବା ସହ ଏତେ ଛୋଟ ପିଲା କାହିଁକି ଜୀବନ ହାରିଲା ବୋଲି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି।
ଛାତ୍ରୀଙ୍କ ମାଆ କହିବା କଥା କି ତାଙ୍କ ସହିତ ତାଙ୍କର ବିଦ୍ୟାଳୟର ଶିକ୍ଷକ ମାନେ ଅଶାଳୀନ ଭାବରେ ଇଙ୍ଗିତ କରୁଥିଲେ। ଯାହାକୁ ବେଇ ତାଙ୍କର ଝିଅ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ଏହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।