Jan 24, 2025, 11:09 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ସ୍ତ୍ରୀ ର କଟାମୁଣ୍ତକୁ ୭୨ ଘଣ୍ଟା ପ୍ରେସର୍ କୁକରରେ ସିଝାଇଲା ସ୍ବାମୀ

Bb

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଜଣେ ସ୍ତ୍ରୀଙ୍କୁ ନେଇ ଆସିଛି କିଛି ଖବର । ନିଖୋଜ ଥିଲେ ସ୍ତ୍ରୀ ଜଣକ ଆଉ ୫ ଦିନ ପରେ ପ୍ରେସର୍ କୁକରରୁ ବାହାରିଲା କଟା ମୁଣ୍ଡ । ସ୍ଵାମୀ ଜଣକ ସ୍ତ୍ରୀକୁ ପ୍ରେସର କୁକର ଭିତରେ ଭର୍ତ୍ତି କରି ରୋଷେଇ କରୁଥିଲା । ସେ ଭଲ ମାଂସ ବାଛି ବାଛି ରୋଷେଇ ପାଇଁ ରଖିଥିଲା । ନିଜ ସ୍ତ୍ରୀ ମାଂସକୁ ରୋଷେଇ କରି ଖାଇବା ସହ ଆଉ କିଛି ମାଂସକୁ ନଦୀରେ ଫୋପାଡି ଦେଲା । ପ୍ରେସର୍ କୁକର ଭିତରେ ରଖିଥିବା ମାଂସ ଗନ୍ଧ ନହେବା ପାଇଁ ବାରମ୍ବାର ମିଟ ମସଲା ପକାଉଥିଲା ।
Bv
ଗତ ୧୮ ତାରିଖରେ ସ୍ତ୍ରୀ ଜଣକ ନିଖୋଜ ଥିଲେ । ଆଉ ତାଙ୍କୁ ନେଇ ପରିବାର ଲୋକେ ଖୋଜୁଥିଲେ । ସ୍ଵାମୀ ଜଣକ ତାର ସ୍ତ୍ରୀକୁ ଖୋଜୁଥିଲା କିନ୍ତୁ ପାଇ ନଥିଲା । ସ୍ଵାମୀ ଜଣକ ସ୍ତ୍ରୀକୁ ଖୋଜିବା ପାଇଁ ତାର ଖାଇବା ପିଇବା ଭୁଲି ଯାଇଥିଲା । ସ୍ତ୍ରୀ ମିଳି ନଥିଲା ବୋଲି ସେ ଖାଇ ନଥିଲା । ତାପରେ ସ୍ତ୍ରୀ ଜଣଙ୍କର ମୃ-ତଦେହ ରୋଷେଇ ଘରେ ଥିବା ପ୍ରେସର୍ କୁକରରୁ ମିଳିଥିଲା । ସ୍ତ୍ରୀ ନିଖୋଜ ହେବାର ପାଞ୍ଚ ଦିନ ପରେ ଏମିତି ଘଟଣା ସାମ୍ନାକୁ ଆସିଛି । ରୋଷେଇ ଘରୁ ମାଡ଼ି ଆସୁଥିଲା ଦୁର୍ଗନ୍ଧ । ଆଉ ପ୍ରେସର୍ ସିଟି ଯେତେଥର ମାରୁଥିଲା ସେତେଥର ଗନ୍ଧରେ ଫାଟି ପଡୁଥିଲା ।
Bb
ପ୍ରେସର୍ ଭିତରୁ ବାହାରିଥିଲା ଏଭଳି କିଛି ଯାହା ଶୁଣିଲେ ଯେ କେହିବି ଚକିତ ହୋଇଯିବ । ପ୍ରେସର୍ ଭିତରୁ କୌଣସି ଖାଦ୍ୟ ନୁହେଁ ବରଂ ବାହାରିଥିଲା ନିଖୋଜ ଥିବା ସ୍ତ୍ରୀର କଟା ମୁଣ୍ଡ । ଯାହାକୁ ସିଝାଇ ଖାଇବା ପାଇଁ ସ୍ଵାମୀ ଜଣକ ରୋଷେଇ କରୁଥିଲେ । ଏହି ଦୃଶ୍ୟ ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ଏହି ଘଟଣାକୁ ତଦନ୍ତ କରିବା ପରେ ସତ୍ୟ କଥା ସାମ୍ନାକୁ ଆସିଥିଲା । ଏହି ଘଟଣାରେ ଜହ୍ଲାଦ ସ୍ଵାମୀ ନିଜ ସ୍ତ୍ରୀକୁ ମାରି ଦେଇଥିଲା । ଆଉ ତାର କଟା ମାଂସକୁ ଏଭଳି କରୁଥିଲା । କିଛି ମାଂସ ନଦୀରେ ଫୋପାଡି ଦେଇଥିଲେ ।
ସ୍ତ୍ରୀକୁ ଅତି ବିଭତ୍ସ ଭାବରେ ସ୍ଵାମୀ ଜଣକ ମାରି ଦେଇ ତାର ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଦେଇଛି । ପ୍ରମାଣ ନଷ୍ଟ କରିବା ପାଇଁ ସ୍ତ୍ରୀର କଟା ମୁଣ୍ଡକୁ ପ୍ରେସର୍ କୁକର ଭିତରେ ପୁରାଇ ସିଟି ଦେଉଥିଲା । ଏଭଳି ଏକ ଲୋମ ହର୍ଷଣକାରୀ ଘଟଣା ହାଇଦ୍ରାବାଦରେ ଦେଖିବାକୁ ମିଳିଛି । ୪୫ ବର୍ଷୀୟ ମୁରୁ ମୁଟି ନାମକ ବ୍ୟକ୍ତି ୩୫ ବର୍ଷୀୟା ପତ୍ନୀ ଭେଙ୍କଟା ମାଧବୀଙ୍କୁ ଅତି ନିର୍ମମ ଭାବରେ ହ-ତ୍ୟା କରିଛି । ଜାନୁଆରୀ ୧୬ ତାରିଖ ଦିନ ମାଧବୀ ନିଖୋଜ ଥିବା ଖବର ସାମ୍ନାକୁ ଆସିଥିଲା । ଆଉ ପୋଲିସ ଯାଞ୍ଚ କରିବା ପରେ ଏହି ଘଟଣା ସ୍ଵାମୀ ଜଣକ କରିଛନ୍ତି ବୋଲି ଜଣା ପଡିଥିଲା । ଏହାପରେ ସ୍ଵାମୀ ଜଣକ ତାଙ୍କ ଭୁଲ କହିଥିଲେ ।

Advertisement