Mar 8, 2025, 11:46 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ସାଲାଇନ୍ ଲଗାଇ ସ୍କୁଲ୍ ଆସିଲେ ଶିକ୍ଷକ

Ggg

ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍କୁଲର ଶିକ୍ଷକ ଏଭଳି ଅବସ୍ଥାରେ ସ୍କୁଲ ଆସିଛନ୍ତି ଯାହା ଯେ କେହିବି ଶୁଣିବ ସେ ଅନେକ କଥା ଭାବିବ । ସାଲାଇନ ଲଗାଇ ସ୍କୁଲର ଶିକ୍ଷକ ସ୍କୁଲ ଯାଇଛନ୍ତି । ଏହି ଖବର ଯିଏ ପାଉଛି ସେ ଅନେକ କଥା ଭାବୁଛି । ଶିକ୍ଷକ ଜଣଙ୍କ ସାଲାଇନ୍ ଲଗାଇଛନ୍ତି ଆଉ ଜଣେ ବ୍ୟକ୍ତି ସେହି ସାଲାଇନ୍ ବୋତଲ ଧରିଛନ୍ତି । ଏବେ ପ୍ରଶ୍ନ ଆସୁଛି କି ଏଭଳି କଣ ହେଲା ଯେ ଶିକ୍ଷକ ଜଣକ ଏଭଳି ଅବସ୍ଥାରେ ଆସିଛନ୍ତି । 
Tt
ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଏଭଳି ସ୍କୁଲକୁ ଆସିଛନ୍ତି । ଖଇଗାଁ ଅଞ୍ଚଳରେ ଥିବା ଆଦର୍ଶ ବିଦ୍ୟାଳୟର ବାହାରେ ଶିକ୍ଷକ ଜଣଙ୍କୁ ଏଭଳି ଅବସ୍ଥାରେ ଦେଖାଯାଇଛି ।ଏହି ଶିକ୍ଷକ ଜଣକ ଗଣିତ ପଢ଼ାନ୍ତି । ଏହି ଶିକ୍ଷକ ଜଣଙ୍କୁ ଯିଏ ଦେଖିବ ସେ କହିବ । ଅସୁସ୍ଥ ଅବସ୍ଥାରେ ମେଡ଼ିକାଲରେ ରହିବା ବଦଳରେ ଏହି ଶିକ୍ଷକ ଜଣକ ସ୍କୁଲକୁ ଆସିଛନ୍ତି । ଏହି ରୋଗୀ ଜଣଙ୍କୁ ମେଡିକାଲ ନେବା ବଦଳରେ ଏଭଳି ଭାବରେ ସ୍କୁଲକୁ ଅଣା ଯାଇଛି ଯାହାର କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Gg
ଏହି ଶିକ୍ଷକ ଜଣକ ଦୁଇଦିନ ହେଲା ଦେହ ଅସୁସ୍ଥ ଥିବାରୁ ଛୁଟି ମାଗୁଥିଲେ କିନ୍ତୁ ଏହି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଛୁଟି ଦେଉ ନଥିଲେ ଆଉ ଏଥିପାଇଁ ଏହି ଶିକ୍ଷକ ଜଣକ ଏଭଳି ସାଲାଇନ ଲଗାଇ ସ୍କୁଲକୁ ଆସିଛନ୍ତି । ଏହି ଗଣିତ ଶିକ୍ଷକ ଜଣକ ହେଉଛନ୍ତି ପ୍ରକାଶ ଭୋଇ । ସେ ପ୍ରତିବାଦ ଆଣିଛନ୍ତି, ଗତକାଲି ତାଙ୍କର ସମ୍ପର୍କୀୟ ଅଜାଙ୍କ ଦେହାନ୍ତ ହୋଇ ଯାଇଥିଲା । ଦାୟିତ୍ୱରେ ଥିବା ପ୍ରିନ୍ସିପାଲ ଜଣଙ୍କୁ ସେ ଛୁଟି ମାଗିଥିଲେ କିନ୍ତୁ ମ୍ୟାଡାମ ଛୁଟି ଦେଇ ନଥିଲେ । 
ପ୍ରିନ୍ସିପାଲ ମ୍ୟାଡାମ ବିଜୟଲକ୍ଷ୍ମୀ ପ୍ରଧାନ ଶିକ୍ଷକ ଜଣକ ଛୁଟି ମାଗିଲେ ମଧ୍ୟ ଛୁଟି ଦେଲେ ନାହିଁ ଆଉ ଛୁଟି ବଦଳରେ ଅଧିକ କାମ ଦେଇଦେଲେ । ଯେଉଁ କାରଣରୁ ଶିକ୍ଷକ ଜଣକ ଅସୁସ୍ଥ ହୋଇ ପଡିଲେ ଆଉ ଆଜି ଏଭଳି ଅବସ୍ଥାରେ ପରିବାରଙ୍କ ସହ ସ୍କୁଲକୁ ଆସିଛନ୍ତି । ସେ ଗୁରୁତର ଅବସ୍ଥାରେ ସ୍କୁଲ ଆସିଥିଲେ । ଆଉ ତାଙ୍କ ଦେହ ଅଧିକ ଗୁରୁତର ହୋଇଥିବାରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଶିକ୍ଷକ ଜଣକ ହ୍ୱାଟସଅପରେ ଛୁଟି ଆପ୍ଲିକେସନ ଦେଇଥିଲେ କିନ୍ତୁ ଏହାକୁ ମନା କରି ଦେଇଥିଲେ ପ୍ରଧାନ ଶିକ୍ଷୟତ୍ରୀ । ଏବେ ଏହି ଘଟଣାକୁ ନେଇ ତଦନ୍ତ କରାଯାଉଛି ।

Advertisement