ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଭିଡିଓ ମାଧ୍ୟମରେ ଏହି ଖବର ଆପଣମାନେ ପାଇପାରିବେ । ଜଣେ ବ୍ୟକ୍ତିଙ୍କୁ କେହି ଜଣେ ଦୃର୍ବୁତ୍ତ ମାରି ପକାଇଛି । ଏହି ଦୁବୃର୍ତ୍ତ ଜଣକ ବ୍ୟକ୍ତି ଜଣକ ରୁଟି ଖାଉଥିବା ବେଳେ ତାଙ୍କ ତଣ୍ଟି କାଟି ଦେଇଛି । ଏହି ଦୁବୃର୍ତ୍ତ ଜଣକ ଏହି ବ୍ୟକ୍ତି ଜଣଙ୍କର ବେକକୁ ପଛ ପଟୁ ୨୦ ଥର ମାରି ଚାଲିଛି ।

ଶେଷରେ ଏଭଳି ମରଣାନ୍ତକ ଆକ୍ରମଣ କରି ବ୍ୟକ୍ତି ଜଣଙ୍କର ଜୀବନ ନେଇଗଲା । ଏହି ବ୍ୟକ୍ତି ଜଣଙ୍କୁ ମାରିବା ପରେ ପୁରା ରକ୍ତରେ ଡାଇନିଂ ଟେବୁଲ୍ ଆଉ ଘର ଭିଜି ଯାଇଥିଲା । ବେକକୁ ଧରି ବ୍ୟକ୍ତି ଜଣକ ଛଟପଟ ହେଉଥିଲେ । ଏହି ଯୁବକ ଜଣକ କାହାକୁ କିଛି ନକହି ଘରେ ପଶିଗଲେ । ଆଉ ଘରେ ପଶି ପଛ ପଟୁ ଆକ୍ରମଣ କରିଥିଲେ । ଏହି ଯୁବକ ଜଣକ ୨୦ ଥର ବେକର ଗୋଟିଏ ସ୍ଥାନକୁ ମାରି ଚାଲିଲେ । ଆଉ ଶେଷରେ ବ୍ୟକ୍ତି ଜଣକ ତଳେ ପଡିଗଲେ
ଆଉ ତାଙ୍କ ଜୀବନ ଚାଲିଗଲା ।

ହୋଲି ଭଳି ପର୍ବରେ ଯୁବକ ଜଣକ ନାରକୀୟ କାଣ୍ଡ କରିଛନ୍ତି । ବ୍ୟକ୍ତି ଜଣକ ଖାଉଥିବା ବେଳେ ଏଭଳି ଘଟଣା ଘଟିଛି । ଏହି ଘଟଣା ମୟୂରଭଞ୍ଜ ଜିଲ୍ଲା ଭଞ୍ଜକୋଟ ଥାନା ଫରେଷ୍ଟ କଲୋନୀ ଅଞ୍ଚଳରେ ଘଟିଛି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ସ୍ନେହାସିସ ପଣ୍ଡା । ଏହି ବ୍ୟକ୍ତି ଜଣକ ଖାଉଥିବା ବେଳେ ଏଭଳି ଘଟଣା ଘଟିଥିଲା । ଏହି ବ୍ୟକ୍ତି ଜଣଙ୍କୁ ଯୁବକ ଜଣକ ମାରିବାର କାରଣ ହେଉଛି ପୂର୍ବ ଶତ୍ରୁତା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି ।
ଘର ସାରା ଅଭିଯୁକ୍ତ ଜଣଙ୍କର ପାଦ ଚିହ୍ନ ପଡ଼ିଛି । ଏହି ବ୍ୟକ୍ତି ସ୍ନେହାସିସଙ୍କୁ ପଛ ପଟୁ ମାରି ଦେଇଛି ଯୁବକ ଜଣକ । ସ୍ନେହାସିସକୁ ଏହି ଯୁବକ ଜଣକ ତାଙ୍କ ବାପାଙ୍କ ସହ କରିଥିବା କାମ ପାଇଁ ମାରି ଦେଇଛି । ଏହି ବ୍ୟକ୍ତି ଜଣକ ଯୁବକ ଜଣଙ୍କର ବାପାଙ୍କ ସହ ଝଗଡ଼ା ହୋଇଥିଲା ଆଉ ପୂର୍ବ ବର୍ଷ ହୋଲିରେ ଏହି ଯୁବକ ଜଣକର ବାପାଙ୍କ ସହ ସ୍ନେହାସିସ ଝଗଡ଼ା କରିଥିଲେ । ଆଉ ସେ ଏବେ ଏହି ବର୍ଷ ଏହି ଝଗଡ଼ାର ବଦଲା ନେଇଛନ୍ତି । ଏବେ ଏହାକୁ ନେଇ ପୋଲିସ ଏବେ ତଦନ୍ତ କରୁଛି । ତଦନ୍ତ ପରେ ଅନେକ କଥା ସାମ୍ନାକୁ ଆସିବ ।