Mar 6, 2025, 13:08 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ପୁଣି ପୀୟୁଷଙ୍କୁ ନେଇ ବଡ଼ କଥା କହିଦେଲେ ସିଂହବାହିନୀ ମାଲିକ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଯାତ୍ରା ଜଗତକୁ ନେଇ ଆସିଛି କିଛି ଖବର । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିବା ସହ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ନେଇ ଆସୁଥିବା ଖବର ଜାଣିପାରିବେ । ଏବେ ଏହି ଭିଡିଓ ଆପଣଙ୍କୁ ଅନେକ କିଛି ଜଣାଇବ । ଆପଣମାନେ ସମସ୍ତେ ଏହି ଅଭିନେତା ଜଣଙ୍କୁ ତ ଜାଣିଥିବେ । ଅଭିନେତା ପୀୟୂଷ ତ୍ରିପାଠୀ ଜଣେ ଭଲ ଅଭିନେତା ଅଟନ୍ତି । 
Vg
ସେ ସବୁବେଳେ ତାଙ୍କ କାମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ନେଇ ଆସିଥିବା ଖବର ଏବେ ତ ଆପଣମାନେ ଜାଣିଥିବେ । ଯାତ୍ରା ଜଗତର ମହାନ୍ କଳାକାର ପୀୟୂଷ ତ୍ରିପାଠୀ ଅଭିନୟ ଦ୍ୱାରା ଅନେକ ଭଲପାଇବା ପାଇବା ସହ ଅନେକ କିଛି ନାଁ କରିଛନ୍ତି । ଏବେ ତାଙ୍କୁ ଅନ୍ୟ ଏକ ଯାତ୍ରା ପାର୍ଟିକୁ ଯିବାକୁ ଅନେକ କିଛି ଉପହାର ଦିଆଯାଇଛି । ଏହି ଅଭିନେତା ଜଣକୁ ଗାଡ଼ି, ଅଧିକ ଟଙ୍କା ଦିଆଯାଇଛି । ଏବେ ଜଣେ ବ୍ୟକ୍ତି ଏହି ଘଟଣାକୁ ନେଇ କିଛି କଥା କହିଛନ୍ତି ।
Gg
ଯାତ୍ରା କଳାକାରଙ୍କ ବିଷୟରେ ଏହି ବ୍ୟକ୍ତି ଜଣକ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି । ସେ କହିଛନ୍ତି ମଣିଷ ଭୁଲ କରିଥାଏ । ଆଉ ଯାତ୍ରା ୬ ମାସ ଭିତରେ ଅନେକ ଭୁଲ କରାଯାଇଛି । ସେ ତାଙ୍କ ଜୀବନର ସବୁ କିଛି ଭଗବାନଙ୍କ ଉପରେ ଛାଡି ଦେଇଛନ୍ତି । ସେ ଯାତ୍ରାକୁ ବୁଝି ନାହାନ୍ତି ବୋଲି କହିଛନ୍ତି । ଯାତ୍ରାକୁ ନେଇ ଅନେକ ବିବାଦ ଆସୁଛି । ଆଉ ଲୋକମାନେ ଅନେକ କିଛି କରୁଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ସିଂହବାହିନୀର ମାଲିକ ।
ସେ ଯେତେବେଳେ ଶୁଣିଥିଲେ କି ପୀୟୂଷ ତ୍ରିପାଠୀ ଯାତ୍ରା ପାର୍ଟିରୁ ବାହାରି ଯାଉଛନ୍ତି । ଏହି ଖବର ତାଙ୍କୁ ବହୁତ କଷ୍ଟ ଦେଇଥିଲା । ଏହି ବ୍ୟକ୍ତି ଜଣକ ଯାତ୍ରା ଜଗତରେ ନୂଆ ଆଉ ପୀୟୂଷ ତ୍ରିପାଠୀ ହେଉଛନ୍ତି ଜଣେ ମହାନ୍ କଳାକାର । ଆଉ ତାଙ୍କ ଭଳି କଳାକାର ଯଦି ଯାତ୍ରା ପାର୍ଟି ଛାଡ଼ିବ ତାହେଲେ ବହୁତ କିଛି କ୍ଷତି ହେବା ସହ ଅନେକ ମନ କଷ୍ଟ ହେବ । କିନ୍ତୁ ଏବେ ଖବର ଆସିଛି କି ଅଭିନେତା ପୀୟୂଷ ତ୍ରିପାଠୀ ଆଉ ସେହି ଯାତ୍ରା ପାର୍ଟି ଛାଡ଼ିବେ ନାହିଁ। ଆଉ ଏହି ଖବର ଶୁଣି ସେ ବହୁତ ଖୁସି ଅଛନ୍ତି ।

Advertisement