Mar 20, 2025, 11:08 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ପ୍ରେମ ପାଇଁ ମହାଭାରତ ରୁମରେ ପୁରେଇ ପ୍ରେମିକାର ବେକ କାଟିଦେଲା ପ୍ରେମିକା..!

Cf

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମେଡିକାଲ ଭିତରେ ଏ କି ଭୟଙ୍କର ଦୃଶ୍ୟ ଯାହା ଶୁଣିଲେ ଯେ କେହିବି ମୁଣ୍ଡରେ ହାତ ଦେବେ । ମେଡ଼ିକାଲରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭର୍ତ୍ତି ହୋଇଥିବା ଯୁବତୀ ଜଣଙ୍କୁ ମେଡିକାଲ ରୁମ ଭିତରକୁ ନେଇଗଲା ଆଉ ତାକୁ ଟଣା ଓଟରା କରିଲେ ଯୁବକ । ଆଉ ଶେଷରେ ତାଙ୍କୁ କାଟି ପକାଇଲେ । ଯୁବତୀ ଜଣଙ୍କ ସହ ଏଭଳି ହେବାରୁ ସେ ପାଟି କରିଥିଲେ । 
Vv
ଆଉ ଯୁବତୀ ଜଣଙ୍କର ପାଟି ଶୁଣି ମେଡିକାଲ କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ଲୋକ ସବୁ ଧାଇଁ ଆସିଥିଲେ । ଆଉ ସେମାନେ ଆସି ଏହି ଯୁବତୀ ଜଣଙ୍କୁ ଉଦ୍ଧାର କରିଥିଲେ । ଯୁବତୀ ଜଣଙ୍କ ସହ ଏଭଳି କାମ କରୁଥିବା ଯୁବକ ଜଣକ ଫେରାର ହୋଇ ଯାଉଥିଲେ । ତାଙ୍କୁ କାବୁ କରିଲେ ମେଡିକାଲ କର୍ତ୍ତୃପକ୍ଷ । ମେଡ଼ିକାଲର ଏକ ରୁମ୍ ଭିତରୁ ଯୁବତୀ ଜଣକ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲା । ଯୁବକ ଜଣକ ଏହି ଯୁବତୀ ଜଣକୁ ମେଡ଼ିକାଲର ଏକ ରୁମକୁ ନେଇ କବାଟ ବନ୍ଦ କରି ଦେଇଥିଲା । 
Gg
ଆଉ ଏହି ଯୁବକ ଜଣକ ଯୁବତୀଙ୍କ ସହ ଦୁର୍ବ୍ୟବହାର କରି ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ମେଡିକାଲ କର୍ତ୍ତୃପକ୍ଷ ଯୁବତୀଙ୍କ ପାଟି ଶୁଣି ଉପସ୍ଥିତ ବୁଦ୍ଧି ଯୋଗୁଁ ଯୁବକ ଜଣଙ୍କୁ ଗିରଫ କରିଛି । ଏହି ଘଟଣା କଟକ ଜିଲ୍ଲା ନିଆଳି ମେଡ଼ିକାଲରେ ଦେଖାଯାଇଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।
ଏହି ଯୁବକ ଆଉ ଯୁବତୀ ଉଭୟ ମେଡିକାଲ କର୍ତ୍ତୃପକ୍ଷ ଅଟନ୍ତି । ଘରୋଇ ଡାକ୍ତରଖାନା ଚିତ୍ତରଞ୍ଜନ ସେବା ସଦନରେ ଏଭଳି ଘଟଣା ଘଟିଛି । ଏବେ ଏହି ପୁରୁଷ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି । ଏବେ ଏହି ଘଟଣାର ଅଧିକ ତଦନ୍ତ କରାଯାଉଛି ।

Advertisement