Jan 29, 2025, 11:03 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ପୋଲିସବାବୁ କହିଲେ ଏମିତି ମୋତେ ଗୋଟେ ରାତିରେ ୩ ଟା ସ୍ତ୍ରୀ ଦରକାର

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ପୋଲିସ ଅଧିକାରୀଙ୍କୁ ନେଇ ଆସିଥିବା କିଛି ଖବର ଜାଣିପାରିବେ । ଯିଏ ରକ୍ଷକ ହୋଇଥାଏ ତାସହ ଏଭଳି କିଛି ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପୋଲିସ ରକ୍ଷକ ହୋଇ କରିଥିଲେ ଏଭଳି କିଛି କାମ । ପୋଲିସ ବାବୁ ଜଣକ ୨୪ ଘଣ୍ଟା ଭିତରେ ତାଙ୍କ ତିନିଜଣ ସ୍ତ୍ରୀଙ୍କ ଠାରୁ ଦେହସୁଖ ନେଉଥିଲେ । 
Gg
ସେ ଦିନରେ ଜଣକ ପାଖରେ ରହୁଥିଲେ ଆଉ ରାତି ସମୟରେ ଆଉ ଜଣେ ସ୍ତ୍ରୀ ପାଖରେ ରହୁଥିଲେ । ପୋଲିସ ହୋଇ ଏଭଳି ସବୁ କାମ କରୁଥିଲେ ବାବୁ ଜଣକ । ଏହି ପୋଲିସ ବାବୁ ଜଣଙ୍କୁ ସ୍ତ୍ରୀ ରଖିବା ପାଇଁ ଏତେ ନିଶା ଲାଗିଥିଲା ଯେ ଆଉ କାହାର ସ୍ତ୍ରୀକୁ ନିଜର କରିବା ପାଇଁ ତାର ସ୍ୱାମୀକୁ ଜେଲକୁ ପଠାଇ ଦେଇଥିଲେ । ଆଉ ତାପରେ ସେହି ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ । ଦେଖୁ ଦେଖୁ ଏହି ୨୪ ବର୍ଷୀୟ ଯୁବତୀଙ୍କୁ ମାଆ ବନେଇ ଦେଇଥିଲେ ଏହି ପୋଲିସ ବାବୁ ଜଣକ । ଏହି ପୋଲିସ ବାବୁ ଜଣକ ଏଭଳି ଅନେକ କାମ କରିଥିଲେ ।
Gg
ଏହି ପୋଲିସ ବାବୁ ଜଣଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ପୋଲିସ ବାବୁ ଜଣକର ପରିବାର ଥାଇ ମଧ୍ୟ ତାଙ୍କର କେହି ନାହାନ୍ତି କହି ଯୁବତୀଙ୍କୁ ପଟାଇ ପ୍ରେମ କରୁଥିଲେ । ଆଉ ତାଙ୍କ ସହ ସମ୍ପର୍କ ମଧ୍ୟ ରଖୁଥିଲେ । ଏହି ଯୁବତୀ ଜଣକ ଏବେ ସବୁ କଥା ଖୋଲି କହି ଦେଇଛନ୍ତି । ଯୁବତୀ ଜଣକର ବୟସ ୨୪ ବର୍ଷ ଆଉ ତାଙ୍କୁ କିଭଳି ଏହି ଏଏସଆଇ ଚିତ୍ତରଞ୍ଜନ ଜେନା ନିଜ ପ୍ରେମ ଜାଲରେ ଫସାଇ ଦେଇଛନ୍ତି ଏହି ସବୁ କଥାକୁ ନେଇ ଏବେ ଯୁବତୀ ଜଣକ ନ୍ୟାୟ ଦାବି କରିଛନ୍ତି । ଏହି ପୋଲିସ ବାବୁ ଜଣକର ତିନି ତିନୋଟି ସ୍ତ୍ରୀ ଥିବା ବେଳେ ୫ଟା ଝିଅ ଅଛନ୍ତି । 
ତଥାପି ସେ ଝିଅ ବୟସର ଯୁବତୀଙ୍କୁ ପ୍ରେମ କରୁଛନ୍ତି । ଏହି ଘଟଣା ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳରେ ଘଟିଥିବା ବେଳେ ଯୁବତୀ ଜଣକ ଏବେ ଏସପିଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି । ଏହି ଯୁବତୀ ଜଣଙ୍କୁ ଅନେକ ଥର ପିଲା ନଷ୍ଟ କରିବାକୁ ପୋଲିସ ବାବୁ କହିଥିଲେ । ନିଜ ସ୍ଵାମୀଙ୍କ ପାଇଁ ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ କିନ୍ତୁ ପୋଲିସ ବାବୁ ମିଛ କହି ତାଙ୍କୁ ପ୍ରେମ କରିଥିଲେ । ଏହି ମହିଳା ଜଣଙ୍କ ସହିତ ସେ ୨୦୨୦ ମସିହାରୁ ରହୁଥିଲେ । ଯୁବତୀ ଜଣକ ଯେତେବେଳେ ଜାଣିଥିଲେ ଏହି ପୋଲିସ ବାବୁଙ୍କର ପୂର୍ବରୁ ଦୁଇଟି ସ୍ତ୍ରୀ ଆଉ ୫ଟି ଝିଅ ଅଛନ୍ତି ସେ ତାଙ୍କୁ ବିରୋଧ କରିଥିଲେ ଆଉ ବିରୋଧ କରି ଏସପିଙ୍କ ନିକଟରେ ଏସବୁ ଜଣାଇଛନ୍ତି । ଦେଖାଯାଉ ଏହି ଯୁବତୀଙ୍କୁ କେବେ ନ୍ୟାୟ ମିଳୁଛି ।

Advertisement