ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଓଲିଉଡ, ବଲିଉଡ ଏବଂ ଯାତ୍ରା ଜଗତକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଯାତ୍ରା ଜଗତକୁ ନେଇ ଆସୁଥିବା କିଛି ଖବର ପାଇପାରିବେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି । ଯାତ୍ରା ଜଗତରେ ଅନେକ କଳାକାର ଅଛନ୍ତି । ଆଉ ସେମାନେ ସବୁ ଅନେକ ନାଁ କରିଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯାତ୍ରା ଅଭିନେତ୍ରୀ ସୋନାଲି କଣ କହିଛନ୍ତି ତାହା ଜାଣିପାରିବେ ।

ଏହି ଭିଡିଓ ମାଧ୍ୟମରେ ଯାତ୍ରା ଅଭିନେତ୍ରୀ ସୋନାଲି କହିଛନ୍ତି ପୀୟୂଷ ତ୍ରିପାଠୀ ଜଣେ ଭଲ କଳାକାର ଆଉ ଆଜିକା ଦିନରେ ସେ ଚର୍ଚ୍ଚାରେ ଅଛନ୍ତି । ଏହି ଅଭିନେତା ଜଣକ ବହୁତ ଭଲ ଅଭିନୟ କରନ୍ତି । ଏହି ଅଭିନେତା ଜଣଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ଅଭିନେତ୍ରୀ ଜଣକ ତାଙ୍କ ସହ ଅଭିନୟ କରି ଅନେକ ଖୁସି ଅଛନ୍ତି । ପୀୟୂଷ ତ୍ରିପାଠୀଙ୍କ ସହ କାମ କରିବାକୁ ଏହି ଅଭିନେତ୍ରୀ ଜଣଙ୍କୁ ଭଲ ଲାଗେ ବୋଲି ସେ କହିଛନ୍ତି । ଆଉ ଏହି ଅଭିନେତ୍ରୀ ଜଣଙ୍କୁ ଆଲବମ କରିବାକୁ ଅଫର ଆସିଥିଲା ।

ଏହି ଅଭିନେତ୍ରୀ ଜଣଙ୍କୁ ପୀୟୂଷ ତ୍ରିପାଠୀଙ୍କ ସହ ଆଲବମ କରିବାକୁ ଅଫର ଆସିଥିଲା କିନ୍ତୁ ସେ ଆଲବମ କରିବାକୁ ମନା କରିଥିଲେ । କାରଣ ତାଙ୍କ ପାଖରେ ସମୟ ନଥାଏ । ଏହି ଅଭିନେତ୍ରୀ ଜଣକ ରାତିରେ ଯାତ୍ରାରେ ଅଭିନୟ କରନ୍ତି ଆଉ ସେ ଆଉ କିଛି କାମ କରନ୍ତି ନାହିଁ । ଅଭିନେତା ପୀୟୂଷ ତ୍ରିପାଠୀଙ୍କ ସହ ଏବଂ ଅଭିନେତା ଅଶ୍ଵିନୀଙ୍କ ସହ କାମ କରିବାକୁ ତାଙ୍କୁ ଭଲ ଲାଗେ ବୋଲି ସେ କହିଛନ୍ତି । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି ।
ଆଉ ଯାତ୍ରା ସମୟରେ ସେ ଯେତେବେଳେ ଆଘାତ ଦିଅନ୍ତି ଅଭିନେତା ଅଶ୍ଵିନୀଙ୍କୁ । ସେତେବେଳେ ସେ ତାଙ୍କୁ କ୍ଷମା ମାଗି ଦିଅନ୍ତି । ତାଙ୍କୁ ସିରିଏଲ୍ କରିବାକୁ ମଧ୍ୟ ଅଫର ଆସିଛି ଆଉ ସେ ମନା କରି ଦେଇଛନ୍ତି । ଏବେ ଏହି ଅଭିନେତ୍ରୀ ଜଣକ ତୁଳସୀ ଗଣନାଟ୍ୟରେ ଅଛନ୍ତି । ଏହି ଅଭିନେତ୍ରୀ ଜଣକ ୧୦ ବର୍ଷ ହେଲା ତୁଳସୀ ଗଣନାଟ୍ୟରେ କାମ କରନ୍ତି । ଏହି ଅଭିନେତ୍ରୀ ଜଣକର ପ୍ରିୟ ଖାଦ୍ୟ ହେଉଛି ଆମିଷ । ଆଉ ଘରର ଖାଇବା ତାଙ୍କୁ ଭଲ ଲାଗେ । ଏଭଳି ଅନେକ କଥା ଏହି ଅଭିନେତ୍ରୀ ଜଣକ କହିଛନ୍ତି ।