ମନା କରିବା ପରେ ବି ଟିଭି ଭାଙ୍ଗି ଗୁଣ୍ଡ କରିଦେଲେ ପାକିସ୍ତାନୀ। ଭୁଲ୍ ହେଲା ପାକିସ୍ତାନୀ ପୂର୍ବତନ କ୍ରିକେଟର ଙ୍କ କଥା। କ୍ରିକେଟର କହିଥିଲେ କି ମ୍ୟାଚ୍ ହାରିଲେ ବି ଟିଭି ଭାଙ୍ଗିବ ନାହିଁ। ପାକିସ୍ତାନ ଏବେ ଗରୀବ ସେଥିପାଇଁ କେହି ଟିଭି ଭାଙ୍ଗିବେ ନାହିଁ। ପାକିସ୍ତାନ ମ୍ୟାଚ୍ ହାରିବା ପରେ ଘରେ ଘରେ ଟିଭି ଭାଙ୍ଗି ପୂର୍ବତନ କ୍ରିକେଟର ଙ୍କ କଥାକୁ ଭୁଲ୍ ପ୍ରମାଣିତ କରିଦେଲେ ପାକିସ୍ତାନୀ। ଯେଉଁ ଦମ୍ଭରେ ପୂର୍ବତନ କ୍ରିକେଟର ଟିଭି ଭଙ୍ଗା କୁ ନେଇ ଯୁକ୍ତି ରଖିଥିଲେ।

ହେଲେ ସେ ଦମ୍ଭ ଆଉ ରହିଲା ନାହିଁ। ଭାରତ ଠାରୁ ହାରିବା ପରେ ଆଉ ନିଜକୁ ସମ୍ଭାଳି ପାରି ନଥିଲେ ପାକିସ୍ତାନୀ। ରାସ୍ତା ଘାଟରେ ବଡ଼ ବଡ଼ ଟିଭି କୁ ଭାଙ୍ଗି ଚୁନା କରି ଦେଇଥିଲେ।ପୂର୍ବତନ ପାକିସ୍ତାନୀ କ୍ରିକେଟର ବାସିଲ ଅଲ୍ଲୀ ସେ ନିଜର ୟୁଟ୍ୟୁବ୍ ଚ୍ୟାନେଲ ରେ ପାକିସ୍ତାନ ର ଟିଭି ଭାଙ୍ଗିବା କୁ ନେଇ ଏକ ବଡ଼ କଥା କହିଥିଲେ। ଏବେ ଭାରତ ବିପକ୍ଷ ମ୍ୟାଚ୍ ହାରିବା ପରେ ପାକିସ୍ତାନ ରେ ଟିଭି ଭାଙ୍ଗିବା ଏକ ପରମ୍ପରା ବୋଲି କୁହା ଯାଉଛି।

ସାଧାରଣତଃ ୯୦ ଦଶକ ରେ ଏହା ଅଧିକ ଦେଖିବାକୁ ମିଳୁଥିଲା। ମାତ୍ର ଏଥିରେ ପୂର୍ଣ୍ଣଚ୍ଛେଦ ପଡି ଥିବାର ଦାବୀ କରିଥିଲେ ପାକିସ୍ତାନର ପୂର୍ବତନ କ୍ରିକେଟର। ସେ କହିଥିଲେ କି ଏଥର ପାକିସ୍ତାନ ଭାରତ ଠାରୁ ହାରିଲେ କୌଣସି ଟିଭି ଭାଙ୍ଗିବ ନାହିଁ। ସେ କହିଥିଲେ କି ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି।ଯେଉଁ କାରଣରୁ ଏଭଳି କୌଣସି ଟିଭି ଭାଙ୍ଗିବାର ଆଶଙ୍କା ନାହିଁ।ହେଲେ ପୂର୍ବତନ କ୍ରିକେଟର ଙ୍କ କଥା କୁ ଭୁଲ୍ ପ୍ରମାଣିତ କରିଛନ୍ତି।
ହେଲେ ପାକିସ୍ତାନୀ ଙ୍କ ଘରେ ଘରେ ଟିଭି ଭାଙ୍ଗିଥିବା ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି। ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ମଧ୍ୟ ଏବେ ଅନେକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିବା ନଜର ଆସିଛି। ସୋସିଆଲ ମିଡ଼ିଆ ରେ ଏହି ଖବର ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।