Jan 9, 2025, 11:16 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ନିହାରଙ୍କୁ ଧୋଇଲେ ସୁର...ତ ବାପାକୁ ଯାଇ ପଚାର ମନ୍ମଥ କିଏ...?

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ କଂଗ୍ରେସ ଦଳର ପୂର୍ବତନ ବିଧାୟକ ସୁର ରାଉତରାୟଙ୍କୁ ଜାଣିଥିବେ । ଏହି ବିଧାୟକ ଜଣକ ସବୁବେଳେ ତାଙ୍କ କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ କିଛି କଥା ସାମ୍ନାକୁ ଆସିଛି । ନିହାର ନାମକ ଜଣେ ଯୁବକ କିଛି କଥା କହିଥିଲେ ଆଉ ତାଙ୍କ କଥାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କିଛି କଥା କହିଛନ୍ତି । ସେ କହିଛନ୍ତି କିଏ ନିହାର କିଏ ଫିହାର । ସେ ଟୋକା କଣ ଜାଣିଛି । 
Bb
ଏହି ନିହାର ନାମକ ଯୁବକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ନେଇ କିଛି କଥା କହିଛନ୍ତି । ସେ ତାଙ୍କ ବିଷୟରେ କହିଥିବାରୁ ସୁର ଭାଇ କହିଛନ୍ତି । ନିହାର ତୋ ବାପାଙ୍କୁ ପଚାରେ ମନ୍ମଥ ରାଉତରାୟ କେତେଟା ଦେଶକୁ ପ୍ଲେନ୍ ନେଇଛି । ମନ୍ମଥ ରାଉତରାୟ ୧୫୦ ଦେଶକୁ ପ୍ଲେନ ନେଇଛନ୍ତି । ଆଉ ତାର ଜେଜେ କେବେ ଏଭଳି କରିଥିଲା । ନାଁ ଆଉ କିଏ ଏଭଳି କରିଛି । ତାର କେହିବି ଏଭଳି କରି ନାହାଁନ୍ତି । ଆଜି ରାଜ୍ୟ ଯାକ ଚୋରି, ଡକାୟତ ଏବଂ ବ-ଳା-ତ୍କା-ର ହେଉଛି । 
Hg
ମୋହନ ମାଝୀଙ୍କୁ ଆଉ ତିନିଦିନ ପାଇଁ ଛାଡି ଦେଇଛନ୍ତି ବୋଲି ସୁର ରାଉତରାୟ କହିଛନ୍ତି । ରାସ୍ତାରେ ଯେଉଁ ଦୋକାନ ଅଛି ତାହା ବନ୍ଦ ହୋଇଗଲାଣି । ଆଉ ଏବେ ରାଜ୍ୟର ଆଇନ ଶୃଙ୍ଖଳା ପୁରା ବିଫଳ ରହିଛି । ଆଜି ରସୁଲଗଡ଼ ଅଞ୍ଚଳରେ ପୁରା ମୁଣ୍ଡ ଆଉ ଦେହ ଅଲଗା ହୋଇଛି । ଏହାସହ ଅନେକ ସ୍ଥାନରେ ଅନେକ ଘଟଣା ଘଟୁଛି । ଆଉ ଚାଷୀମାନେ ମରି ଯାଉଛନ୍ତି । ଏବେ ଓଡ଼ିଶାରେ ଅନେକ କିଛି ପରିବର୍ତ୍ତନ ହେଉଛି ଆଉ ଏହା ଠିକ୍ ନୁହେଁ । ରାସ୍ତାଘାଟ ନାହିଁ ଆଉ ଅନେକ କିଛି ନଷ୍ଟ ହେଉଛି । 
ଖଣ୍ଡଗିରି, ଉଦୟଗିରି ଦେଖିବାକୁ ବାହାରୁ ଲୋକ ଆସିଛନ୍ତି ଆଉ ତାଙ୍କୁ ଦେଖାଇବା ପାଇଁ ଏଭଳି ସବୁ କରୁଛନ୍ତି । ମୋହନ ମାଝୀଙ୍କୁ ଏହି ଚାରିଦିନ ପାଇଁ ଛଡ଼ା ହେଉଛି ଆଉ ଏହାପରେ ଘେରାଉ ହେବ ବୋଲି ସେ କହିଛନ୍ତି । ଏହାସହ ଅନେକ ଅଞ୍ଚଳରେ ଅନେକ ଘଟଣା ଘଟୁଛି । ଆଉ ସବୁ ଜିନିଷର ଦରଦାମ ବଢ଼ିଛି । ଆଉ ଚାଷୀମାନଙ୍କୁ ତାଙ୍କ କ୍ଷତିପୂରଣ ଦେବା ଉଚିତ୍ । ଏବେ ଏଭଳି ଅନେକ କଥା କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି । ନିହାର ଯେଉଁ କମେଣ୍ଟ ଦେଇଛନ୍ତି ତାଙ୍କ ପୁଅକୁ ସେ କଣ କମେଣ୍ଟ ଦେବ । ଏଭଳି କିଛି କଥା ଏବେ ଚର୍ଚ୍ଚାକୁ ଆସିଛି ।

Advertisement