Updated: Dec 27, 2024, 16:03 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ନେହୁରା ହେଉଥିଲା ସ୍ତ୍ରୀ..ହାତରେ ଛୁରୀ ଧରି ସବୁ କାଟିଦେଲା ସ୍ବାମୀ ଆଉ ତାପରେ

Yy

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପାରିବାରିକ କଳହ ସମସ୍ତଙ୍କ ପରିବାରରେ ହୋଇଥାଏ । ଆଉ ଏବେ ଏହି ଖବର ଏଭଳି କିଛି ପାରିବାରିକ କଳହକୁ ନେଇ ଆସିଛି । ପାରିବାରିକ କଳହକୁ ନେଇ ପୋଲିସ ସ୍ତ୍ରୀର ତଣ୍ଟି କାଟିଦେଲା ସ୍ଵାମୀ । ସ୍ତ୍ରୀ ଛାଡି ଦେବାକୁ ଯେତେ ଚିତ୍କାର କରୁଥିଲେ ମଧ୍ୟ ସ୍ଵାମୀ ଜଣକ ତାଙ୍କୁ ଛାଡି ନଥିଲେ ଆଉ ଶେଷରେ ତାଙ୍କର ଜୀବନ ନେଇ ଯାଇଥିଲେ । 
Gg
ସ୍ତ୍ରୀକୁ ମାରିବା ପରେ ନିଜେ ମରିବାକୁ ଉଦ୍ୟମ କରୁଥିଲା ସ୍ଵାମୀ ଜଣକ । ଏହି ମହିଳା ଜଣଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ସ୍ତ୍ରୀ ଜଣକ ହେଉଛନ୍ତି ବିଷ୍ଣୁପ୍ରିୟା ମଲିକ । ସେ ପେଶାରେ ଜଣେ ପୋଲିସ ଅଫିସର ଅଟନ୍ତି । ତାଙ୍କ ସ୍ବାମୀଙ୍କ ନାମ ହେଉଛି ପରେନ୍ ବିଶ୍ୱଜିତ୍ ମଲିକ । ସେ ଜଣେ ବ୍ୟବସାୟୀ ଭାବରେ କାମ କରନ୍ତି । ବିଷ୍ଣୁପ୍ରିୟା ସାଇବର ଥାନାରେ କାମ କରୁଥିବା ବେଳେ ତାଙ୍କ ସ୍ଵାମୀ ଘରେ ରହି ବିଜନେସ କରୁଥିଲେ । ଉଭୟେ ପ୍ରେମ ବିବାହ କରିଥିଲେ ।
Ff
ସେମାନଙ୍କର ଗୋଟିଏ ଶିଶୁ କନ୍ୟା ମଧ୍ୟ ଅଛି । ତାଙ୍କର ପରିବାର ଭଲରେ ଚାଲିଥିଲା । ତାଙ୍କର ଟଙ୍କାରେ ଅଭାବ ଥିଲା ନା ଆଉ କିଛି କିନ୍ତୁ ଏଭଳି କଣ ଯେ ହୋଇଗଲା ଯେଉଁଥିପାଇଁ ସ୍ତ୍ରୀ ଜଣଙ୍କୁ ତାର ସ୍ଵାମୀ ଜୀବନରୁ ମାରିଦେଲା । କେଉଁ କାରଣରୁ ବଚସା ହୋଇଥିଲା ଆଉ ଏହି ବଚସା ଯୋଗୁଁ ସ୍ଵାମୀ ଜଣକ ଏଭଳି କାମ କରିଥିଲେ । ଜଣେ ମହିଳା କନେଷ୍ଟବଳଙ୍କୁ ହତ୍ୟା କରି ଦେଇଛନ୍ତି ତାଙ୍କ ସ୍ବାମୀ । ୨୦୧୯ ମସିହାରେ ବିଷ୍ଣୁପ୍ରିୟା ଏବଂ ବିଶ୍ୱଜିତ୍ ପ୍ରେମ ବିବାହ କରିଥିଲେ । ସେମାନେ କଟକ ସିଦ୍ଧେଶ୍ୱର ସାହିରେ ଭଡ଼ାରେ ରହୁଥିଲେ ।
କୌଣସି କଥାକୁ ନେଇ ବିଷ୍ଣୁପ୍ରିୟା ଏବଂ ବିଶ୍ୱଜିତଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମୟରେ ସ୍ଵାମୀ ବିଶ୍ୱଜିତ୍ ଉତିକ୍ତ ହୋଇ ସ୍ତ୍ରୀ ବିଷ୍ଣୁପ୍ରିୟାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ବିଷ୍ଣୁପ୍ରିୟାଙ୍କ ଚିତ୍କାର ଶୁଣି ପଡୋଶୀମାନେ ଧାଇଁ ଆସିଥିଲେ । ସେମାନେ ବିଶ୍ୱଜିତଙ୍କୁ ଅଟକାଇଥିଲେ କିନ୍ତୁ ବିଷ୍ଣୁପ୍ରିୟା ବଞ୍ଚି ନଥିଲେ । ଆଉ ପରେ ବିଶ୍ୱଜିତ୍ ଘର ଭିତରେ ପଶି ସେହି ଛୁରୀରେ ନିଜ ବେକ କାଟି ଦେଇଥିଲେ । ପୋଲିସ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଏବେ ତାଙ୍କର ଅବସ୍ଥା ଗୁରୁତର ଅଛି ବୋଲି ସୂଚନା ମିଳିଛି । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।

Advertisement