Updated: Jan 11, 2025, 07:27 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ମୁଣ୍ଡ ଛାତି ଆଙ୍ଗୁଠିକୁ କାଟି ୨୧ଖଣ୍ତ କରିଦେଲା

Gg

ବର୍ତ୍ତମାନ୍ ସମୟରେ ବିଧାୟକ ଅନନ୍ତ ଜେନା ଏବେ ଭୁବନେଶ୍ୱର ରେ ଘଟି ଯାଇଥିବା ଭୟାବହ ହ-ତ୍ୟା-କା-ଣ୍ଡ ଉପରେ ତାଙ୍କର ପ୍ରତିକ୍ରିୟା ରଖିଥିଲେ ରଖିଛନ୍ତି। ସେ କହିଛନ୍ତି ଏହି ମାମଲାର ଯଥା ଶୀଘ୍ର ତଦନ୍ତ ହେବା ସହ ଏହି ଘଟଣାରେ କେଉଁ କେଉଁ ମାନେ ସାମିଲ ଅଛନ୍ତି ଏଥି ସହ ଏହାର ଚେର କେତେ ବାଟ ପର୍ଯ୍ୟନ୍ତ ଲମ୍ବିଛି ସେ ସମସ୍ତଙ୍କୁ ବର୍ତ୍ତମାନ ଗିରଫ କରିବା ନିହାତି ଦରକାର୍। ଆଉ ଏହି ମାମଲାର ଯଥାଶୀଘ୍ର ଖୋଳତାଡ଼ କରାଯାଉ।
Hh
ଆଉ ସେ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ସଂପର୍କରେ ମଧ୍ଯ କହିଥିଲେ। ସେ କହିଥିଲେ କି ଯେଉଁମାନେ ଏଭଳି ଭାବରେ ହ-ତ୍ୟା କରିଛନ୍ତି ତାଙ୍କୁ ସିଧା ଏନକାଉଣ୍ଟର କରା ଯିବା କଥା। ଏଭଳି କରିଲେ ହିଁ ଆଗକୁ ଏଭଳି କାଣ୍ଡ ଘଟାଇବା ପୂର୍ବରୁ ଲୋକ ମାନେ ଶହେ ଥର ଚିନ୍ତା କରିବେ। ଆଉ ଏଭଳି କାଣ୍ଡ ସବୁ ଯାହା ପ୍ରତିଦିନ ଘଟି ଯାଉଛି ସେ ସବୁ ଆଗକୁ ମଧ୍ଯ କମି ଯିବ ଆଉ ସେସବୁ ଆଗକୁ ଦେଖିବାକୁ ମିଳିବ ନାହିଁ।
Gh
ସହଦେବ ଙ୍କୁ ୨୧ ଟି ସ୍ଥାନରେ ଖଣ୍ଡାରେ ହଣା ଯାଇଥିଲା। ଚାରିଆଡେ ତାଙ୍କର ବେକ ମଧ୍ୟ କାଟି ଦେଇଛନ୍ତି।ସୂପାରି କିଲର୍ ମାନଙ୍କୁ ଅଣା ଯାଇ ଏଭଳି ଭାବରେ ହ-ତ୍ୟା-କାଣ୍ଡ କରା ଯାଇଛି। ରାଜଧାନୀରେ ଘଟି ଯାଇଥିବା ଏହି ଭୟଙ୍କର ହ-ତ୍ୟା-କା-ଣ୍ଡ ଏବେ ସାରା ଓଡ଼ିଶାରେ ଯେମିତି ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ କୁ ଖବର ଦେବା ପରେ ହିଁ ଦୃର୍ବୁତ୍ତ ମାନେ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଘଟାଇ ଥିଲେ।
ଯଦି ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରା ଯାଏ ତେବେ ଆଗକୁ କୌଣସି ଲୋକ ପୋଲିସ ଙ୍କୁ କିଛି କଥା କହିବେ ନାହିଁ। ଆଉ ଏହି ସମ୍ପର୍କରେ ନିଜର ମତ ରଖିଥିଲେ ବିଧାୟକ ଅନନ୍ତ ଜେନା।ଯାହାକୁ ନେଇ ଏବେ ଚାରିଆଡେ ମଧ୍ୟ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଆଉ ସେ ଏହା ମଧ୍ୟ କହିଥିଲେ କି ଏଭଳି ଅପରାଧୀ ଆମ ସମାଜରେ ଜୀବିତ ରହିଲେ ଆଗକୁ ଅପରାଧର ମାତ୍ରା ସବୁ ବଢ଼ିବାକୁ ଲାଗିବ।

Advertisement