ସମାଜରେ ଏଭଳି ସବୁ ଘଟଣା ଘଟୁଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ହେଉଛି ଜଣେ ଯୁବକ ଶାରିରୀକ ସମ୍ପର୍କ ରଖିବାକୁ ଅନେକ ମହିଳାଙ୍କୁ ବାଧ୍ୟ କରୁଥିଲେ । ଆଉ ସେମାନେ ମନା କରିଲେ ଇଂରାଜୀ ହିରୋଇନଙ୍କ ଦେହରେ ଏହି ମହିଳାମାନଙ୍କର ଫଟୋ ଲଗାଇ ଦେଉଥିଲେ । ଆଉ ମୁହଁ ଲଗାଇ ଭିଡିଓ କରୁଥିଲେ । ବିବାହିତା ମହିଳାମାନଙ୍କୁ ଶାରିରୀକ ସମ୍ପର୍କ ରଖିବ ବୋଲି ବାଧ୍ୟ କରୁଥିଲା ।

ମହିଳାମାନେ ଯେତେବେଳେ ମନା କରନ୍ତି ସେତେବେଳେ ଏହି ଯୁବକ ଜଣକ ଏଭଳି କାମ କରନ୍ତି । ଏହି ଯୁବକ ଜଣକ ବିବାହିତା ମହିଳାମାନଙ୍କର ଉଲଗ୍ନ ଫଟୋ ଆଉ ଭିଡିଓ ବନାଉଥିଲା । ଏହି ଯୁବକ ଜଣକ ହେଉଛନ୍ତି କମଲ ବେହେରା । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଯୁବକ ଜଣକୁ ଦେଖିପାରିବେ । ଅନେକ ବିବାହିତା ମହିଳାମାନଙ୍କର ଉଲଗ୍ନ ଭିଡିଓ ଏହି ଯୁବକ ଜଣଙ୍କ ମୋବାଇଲରେ ପାଇବେ ।

ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ମହିଳା ଏବେ ଥାନାରେ ଅଭିଯୋଗ କରିଛନ୍ତି । ଏହି ମହିଳା ଜଣକ ସହିତ ଏହି ଯୁବକ ଜଣକ ଇନଷ୍ଟାଗ୍ରାମରେ କଥା ହୋଇଥିଲେ । କମଲ ବେହେରା ଏବଂ ତାଙ୍କ ତିନିଜଣ ସାଙ୍ଗ ଏହି ମହିଳା ଜଣଙ୍କର ମୁହଁକୁ ଇଂରାଜୀ ହିରୋଇନଙ୍କ ଶରୀର ସହ ଯୋଡ଼ି ଭିଡିଓ କରିଥିଲେ । ଆଉ ଏହାସହ ଏହି ମହିଳାଙ୍କ ମୁହଁକୁ ମଧ୍ଯ ଏହି ଏଡ଼ିଟ କରିଥିବା ସହ ତାର ମୁହଁକୁ ଯୋଡି ଥିବା ଏକ ଫଟୋ ବିଷୟରେ ମହିଳା ଜଣକ କହିଛନ୍ତି ।
ଏହି ଯୁବକ ଜଣକ ଏହି ଫଟୋକୁ ଇନଷ୍ଟାଗ୍ରାମରେ ଅପଲୋଡ଼ ବି କରିଥିଲେ । ଶେଷରେ ଏହି ଭିଡିଓ ଅ-ଶ୍ଳୀ-ଳ ଭିଡିଓ ସାଇଡ଼ରେ ଅପଲୋଡ଼ କରିଦେବ ବୋଲି ମଧ୍ୟ ଧମକ ଦେଇଥିଲେ । ଏବେ ଏହି ଯୁବକ ଜଣକ ନାଁରେ ମହିଳା ଜଣକ ଅଭିଯୋଗ ଆଣିଛନ୍ତି । ଏବେ ଏହି ଅଭିଯୋଗକୁ ନେଇ ଅନେକ କଥା ଆସୁଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ଘଟଣା ଘଟିଛି । ଏବେ ପୋଲିସ କମଲ ବେହେରାକୁ ଗିରଫ କରିଛି । ଏହି କମଲ ବେହେରା ଢେଙ୍କାନାଳ ଜିଲ୍ଲାର ବୋଲି ଜଣାପଡିଛି । ତାଙ୍କର ସହଯୋଗୀଙ୍କୁ ପୋଲିସ ଗିରଫ କରି ନାହିଁ । ଏବେ ତାଙ୍କୁ କେବେ ପୋଲିସ ଗିରଫ କରୁଛି ଆଉ କମଲକୁ କି ଦଣ୍ଡ ଦେଉଛି ତାହା ଦେଖିବାକୁ ଅପେକ୍ଷା ରହିଲା ।