Feb 26, 2025, 16:12 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ମୋ ବସର ନୃସଂସତା ଗାଡ଼ି ଚଢାଇଦେଲା ମାଡ଼ ମାରିଲା ଆଉ ତାପରେ

Bh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଘଟଣା ଦେଖି ପାରିବା ସହ ଅନେକ କିଛି ଖବର ଏବେ ସାମ୍ନାକୁ ଆସିଛି । ଏହି ଘଟଣା ବିଷୟରେ ଯେ ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ । ସରକାର ଭୁବନେଶ୍ୱର ଆଉ କଟକ ସହରରେ ଲୋକ ମାନଙ୍କର ସୁବିଧା ପାଇଁ ଅନେକ କିଛି ଉପାୟ କରିଥାନ୍ତି । ଲୋକଙ୍କ ପାଇଁ ସରକାର ଯାତାୟାତ ପାଇଁ ଅନେକ କିଛି ସୁବିଧା କରିଥାନ୍ତି । ଯାତାୟତ ପାଇଁ ସରକାର ମୋ ବସ୍ ସେବା କରିଛନ୍ତି ।
Vb
ମୋ ବସରେ ଅନେକ ଲୋକ ଯାତାୟାତ କରି କମ୍ ମୂଲ୍ୟ ଖର୍ଚ୍ଚ କରି ଖୁସି ହୋଇ ଥାଆନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ମୋ ବସ୍ ଡ୍ରାଇଭର ଜଣକ ଏଭଳି କିଛି ନୃଶଂସ ଭଳି କାମ କରିଛନ୍ତି । ମୋ ବସର ନୃଶଂସତା ଏବେ ସାମ୍ନାକୁ ଆସିଛି । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଠାରେ ଏହି ଘଟଣା ଘଟିଛି । ଏବେ ଜଣେ ମହିଳା ଏହି ମୋ ବସ୍ କିଭଳି କାମ କରିଛି ଏହାକୁ ନେଇ କିଛି କଥା କହିଛନ୍ତି । ଏହି ମହିଳା ଜଣକ କହିଛନ୍ତି ସେ ଆଉ ତାଙ୍କ ସହ ଦୁଇଜଣ ଛିଡ଼ା ହୋଇଥିଲେ ।
Gg
ଆଉ ସେମାନେ ଅଟୋକୁ ଅପେକ୍ଷା କରିଥିଲେ । ଏହି ସମୟରେ ମୋ ବସ୍ ଗାଡ଼ି ଆସିଥିଲା । ଆଉ ଏହି ଗାଡ଼ି ଆସିବା ସମୟରେ ହର୍ଣ୍ଣ ମାରି ନାହିଁ । ଏହି ଗାଡ଼ି ଠାରୁ କିଛି ଦୂରରେ ଏହି ମହିଳା ଏବଂ ତାଙ୍କ ପାଖରେ ଥିବା ଦୁଇଜଣ ଲୋକ ଛିଡ଼ା ହୋଇଥିଲେ । କିନ୍ତୁ ଏହି ମୋ ବସ୍ ତାଙ୍କ ପାଖକୁ ଆସି ତାଙ୍କ ଉପରେ ଗାଡ଼ି ଚଢାଇ ଦେଲା । ଏହି ଡ୍ରାଇଭର ଜଣଙ୍କୁ ସତେ ଯେଭଳି ଦେଖା ଯାଉ ନଥିଲା ସେ ଏହି ଗାଡ଼ି ଚଢାଇ ଦେଲେ । ଏହି ମହିଳାଙ୍କ ପାଖରେ ଗାଡ଼ି ବାଜିବା ପରେ ସେ ଛିଟିକି କରି ପଡ଼ି ଯାଇଥିଲେ । 
ଆଉ ସେ ବଞ୍ଚି ଯାଇଛନ୍ତି । କିନ୍ତୁ ତାଙ୍କ ସାଙ୍ଗରେ ଥିବା ଦୁଇଜଣଙ୍କ ଉପରେ ଗାଡ଼ି ଚଢ଼ି ଯାଇଛି । ଗାଡ଼ି ଚଢ଼ିଯିବା ପରେ ଗାଡ଼ିକୁ ଅଟକା ଯାଇଥିଲା । ଆଉ ଏହି ମୋ ବସର କର୍ମଚାରୀ ମାନେ ଏହି ମହିଳାଙ୍କ ସହ ଖରାପ ବ୍ୟବହାର କରି ତାଙ୍କୁ ମାଡ ମାରିଥିଲେ । ଏବେ ଏହି ଘଟଣାକୁ ନେଇ ମହିଳା ଜଣକ ଗଣମାଧ୍ୟମ ଆଗରେ ଅନେକ କଥା କହିଛନ୍ତି । ଏହି ମହିଳା ଜଣକ ଏବେ ଥାନାରେ ଅଭିଯୋଗ କରିବେ ଆଉ ଯେଉଁ କର୍ମଚାରୀମାନେ ତାଙ୍କ ସହ ଏଭଳି ବ୍ୟବହାର କରିଛନ୍ତି ତାଙ୍କୁ ଦଣ୍ଡ ମିଳିବା ଉଚିତ୍ ।

Advertisement