Dec 13, 2024, 18:05 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ମହାପ୍ରଭୁଙ୍କ ପାଇଁ ୩୦ କେଜିର ଶାଳଗ୍ରାମ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ଅନେକ ବିଷୟରେ ସୂଚନା ପାଇପାରିବେ । ଆପଣମାନେ ତ ଶାଳଗ୍ରାମକୁ ନେଇ ଆସୁଥିବା ଖବର ସହ ସବୁ କଥା ସେହି ବିଷୟରେ ଜାଣିଥିବେ । ହିନ୍ଦୁ ପରମ୍ପରା ମୁତାବକ ପ୍ରାୟ ସମସ୍ତଙ୍କ ଘରେ ଶାଳଗ୍ରାମ ଥାଏ ଆଉ ତାକୁ ପୂଜା କରାଯାଇଥାଏ । ଆପଣମାନେ ପ୍ରତ୍ୟେକ ଘରେ ଛୋଟ ଛୋଟ ଶାଳଗ୍ରାମ ଦେଖିଥିବେ । ଆଉ ଏବେ ଏକ ବିରାଟ ଶାଳଗ୍ରାମ ଦେଖିବାକୁ ମିଳିଛି ।
Gg
ଆଜି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜଣେ ଶ୍ରଦ୍ଧାଳୁ ବ୍ୟକ୍ତି ଶାଳଗ୍ରାମ ଦାନ କରିବେ । ଆଉ ଏହାର ଆକାର ବଡ ଅଟେ । ନେପାଳର ଗଣ୍ଡୁକି ନଦୀରେ ଶାଳଗ୍ରାମ ମିଳିଥାଏ । ଆଉ ଏହି ବ୍ୟକ୍ତି ଜଣକ ସେଠାରୁ ଏହି ଶାଳଗ୍ରାମ ଆଣିଛନ୍ତି । ଏହି ଶାଳଗ୍ରାମ ବିଶେଷ ଭାବରେ ଦେଖା ଯାଇନଥାଏ । ଏହି ଶାଳଗ୍ରାମ ଯାହାର ଓଜନ ୩୦ କେଜି ଅଟେ । ଏହା ବୈଶ୍ୟ ସମାଜ ତରଫରୁ ଦିଆଯାଇଛି । ଏହି ସବୁ ପ୍ରଭୁ ଜଗନ୍ନାଥଙ୍କ ଲୀଳା ବୋଲି ବ୍ୟକ୍ତି ଜଣକ କହିଛନ୍ତି । ଭୁବନେଶ୍ଵରରେ ଏକ ମନ୍ଦିର ହେବାକୁ ଯାଉଛି ଆଉ ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଭେଟି ଅଣାଯାଇଛି ।
Gg
ଏହି ସବୁ କଥା ବ୍ୟକ୍ତି ଜଣକ କହିଛନ୍ତି । ସେଠାରେ ଅନେକ ଲୋକ ମଧ୍ୟ ଥିଲେ । ଆଉ ସେଠାରେ ଅନେକ କଥା ଅନେକ ଲୋକ କହି ଏଭଳି ବଡ ଶାଳଗ୍ରାମ ଦେଖିନଥିଲେ ବୋଲି କହିଛନ୍ତି । ଏହା ଏକ ନିଆରା ଶାଳଗ୍ରାମ ବୋଲି ଲୋକମାନେ କହିଛନ୍ତି । ଏହାକୁ ନେଇ ସମସ୍ତେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଆହ୍ବାନ ପାଇଁ ଏହା ଦେବାକୁ ଆସିଛନ୍ତି ବୋଲି ଶ୍ରଦ୍ଧାଳୁ କହିଛନ୍ତି । ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କୁ କିଛି ଦେଇପାରିବେ ନାହିଁ ବୋଲି ମଧ୍ୟ କହିଛନ୍ତି ।
ଭୁବନେଶ୍ବରର କନିକା ପ୍ରସାଦରେ ବୈଶ୍ୟ ସମାଜ ପକ୍ଷରୁ ଏକ ମନ୍ଦିର ହେବାକୁ ଯାଉଛି ବୋଲି ସେ କହିଛନ୍ତି । ଏହି ମନ୍ଦିର ଉଦ୍ଦେଶ୍ୟରେ ପ୍ରଭୁ ଜଗନ୍ନାଥଙ୍କୁ ଭେଟି ଦେବା ପାଇଁ ଏହି ଶାଳଗ୍ରାମ ଅଣାଯାଇଛି । ଏହି ନିଆରା ଶାଳଗ୍ରାମକୁ ନେଇ ଏବେ ସବୁଠି ଚର୍ଚ୍ଚା ହେବା ସହ ଏହାକୁ ଦେଖିବାକୁ ପୁରୀରେ ଭିଡ ଜମିଥିଲା । ଏହି ନିଆରା ଶାଳଗ୍ରାମ ରୂପା ଥାଳିରେ ରଖାଯାଇଛି । ଏହି ନିଆରା ଶାଳଗ୍ରାମକୁ ପ୍ରଥମ ଥର ଲୋକମାନେ ଦେଖୁଛନ୍ତି ବୋଲି କହିଛନ୍ତି । ଯେଉଁଠାରେ ଶାଳଗ୍ରାମ ପୂଜା ପାଉଛନ୍ତି ସେଠାରେ ଏହି ନିଆରା ଶାଳଗ୍ରାମ ପୂଜା ପାଇବ ବୋଲି ସୂଚନା ମିଳିଛି । ପ୍ରଥମ ଥର ପାଇଁ ଏତେ ବଡ ଶାଳଗ୍ରାମ ଦେଖିବାକୁ ମିଳିଛି ବୋଲି ଚର୍ଚ୍ଚା ହେଉଛି ।

Advertisement