Feb 27, 2025, 09:15 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ମହାଦୀପ ଉଠିବା ଆଗରୁ ଘାଟିରେ ଗଡିଲା ୧୨ ଭକ୍ତଙ୍କ ମୁଣ୍ଡ

Gg

ଜାଗର ଯାତ୍ରା ଦେଖିବାକୁ ବାହାରି ଥିଲେ ହେଲେ ବାଟରେ ଜଗି ବସିଥିବା ଯମ ଏଭଳି କିଛି କାଣ୍ଡ କରି ଦେଇଥିଲା। ରକ୍ତରେ ଭିଜି ଯାଇଥିଲା ରାସ୍ତା। ଅଟୋ ତଳେ ଚାପି ହୋଇ ଜୀବନ ପାଇଁ ଚିତ୍କାର କରୁଥିଲେ ଲୋକମାନେ। କାହାର ହାତ ଭାଙ୍ଗିଛି ତ କାହାର ଗୋଡ଼ ଭାଙ୍ଗି ଯାଇଛି। ଆଉ କାହାର ଶରୀରର ଖଣ୍ଡ ଖଣ୍ଡ ହୋଇ ମାଂସ ରାସ୍ତାରେ ପଡ଼ି ରହିଛି। ଏହା ଦୃଶ୍ୟ ଏତେ ଭୟଙ୍କର ଯେ ଆମେ ଆପଣଙ୍କୁ ତାହା ଦେଖାଇ ପାରିବୁ ନାହିଁ।
Gg
ମହା ଶିବରାତ୍ରୀ ରେ ମହାଦୀପ ଉଠିବା ଆଗରୁ ରକ୍ତରେ ହୋଲି ଖେଳିଲା ରାଜ ରାସ୍ତା। ସୁଚନା ମୁତାବକ ଗଜପତି ଜିଲ୍ଲାରେ ପବିତ୍ର ମଦେନ୍ଦ୍ରଗିରି ରେ ଜାଗର ଯାତ୍ରା ସାରି ଏକ ଅଟୋ ଯୋଗେ ଶ୍ରଦ୍ଧାଳୁ ମାନେ ଫେରୁଥିବା ସମୟରେ ହିଁ ଘଟି ଯାଇଛି ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଦୁର୍ଘଟଣାର କାରଣ ହେଉଛି ଅଟୋ ର ବ୍ରେକ ଫେଲ ହେବାରୁ ଏଭଳି ଭାବରେ ଘଟଣା ଘଟି ଯାଇଥିବା ମଧ୍ୟ ଜଣା ପଡ଼ିଛି।
Gg
ଅଟୋ ଟି ଅର୍ସେଲିଂ ଘାଟି ରୁ ଓହ୍ଲାଇବା ସମୟରେ ବ୍ରେକ ଫେଲ୍ ହୋଇ ଯାଇଥିଲା। ଯାହା ଫଳରେ କି ଏହାର ଆଗରେ ଯାଉଥିବା ଏକ ବାଇକ ରେ ଆସୁଥିବା ତିନିଜଣ ଶ୍ରଦ୍ଧାଳୁଙ୍କୁ ଧକ୍କା ଦେଇ ବାଡ଼ରେ ପିଟି ହୋଇ ରାସ୍ତା ଉପରକୁ ଓଲଟି ପଡିଥିଲା। ଫଳରେ ଅଟୋ ରେ ଥିବା ଶ୍ରଦ୍ଧାଳୁ ଙ୍କ ସମେତ ତିନିଜଣ ବାଇକ ଆରୋହୀ ଆହତ ହୋଇଛନ୍ତି। ଜାଗର ଯାତ୍ରା ଦେଖିବାକୁ ଆସିଥିବା ବେଳେ ଏଭଳି ଘଟି ଯାଇଥିବା କୁହା ଯାଉଛି।
ଏହାକୁ ନେଇ ବର୍ତ୍ତମାନ ସମୟରେ ମଧ୍ୟ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଚାରିଆଡେ ମଧ୍ୟ ଏହି ଘଟଣା ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଯେ କେହି ଲୋକ ଏହି ଖବର ସମ୍ପର୍କରେ ଶୁଣିବାକୁ ପାଉଛନ୍ତି ସେମାନେ ମଧ୍ୟ ଏହାକୁ ନେଇ ଏବେ ଆଚାର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ତେବେ ଆପଣ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।

Advertisement