Feb 23, 2025, 16:45 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ମଦ ନିଶାରେ ପୋଲିସ୍ ବାବୁ ମହିଳାଙ୍କୁ କିସ୍ କଲେ

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ପୋଲିସ ଲୋକମାନଙ୍କର ସୁରକ୍ଷା ପାଇଁ ରହିଥାନ୍ତି । କିନ୍ତୁ ପୋଲିସ ରକ୍ଷକ ହୋଇ ଯଦି ଏଭଳି କାମ କରିବ ତାହେଲେ ଏହି ସମାଜ ଆଉ କାହାକୁ ବା ଦୋଷ ଦେବ । ଏହି ସମାଜରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଏଭଳି ନିର୍ଲଜ୍ଜ କାମ କରନ୍ତି । ପୋଲିସ ହୋଇ ଏଭଳି କାମ କରିବା ସମାଜ ପାଇଁ ଖରାପ ବାର୍ତ୍ତା ଅଟେ । 
Hb
ପୋଲିସ ବାବୁ ଜଣକ ନିଶା ସେବନ କରି ଏଭଳି ସବୁ କାମ କରିଛନ୍ତି । ସାମ୍ନାକୁ ଆସିଛି ପୋଲିସ ବାବୁଙ୍କ କଳା କାରନାମା । ପୋଲିସ, ବାବୁଙ୍କ ଏଭଳି କାଣ୍ଡ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ମଦ ପିଇ ନିଶା ହେବା ପରେ ମଣିଷ ଭୁଲିଯାଏ ସବୁକିଛି । ପୋଲିସ ହୋଇ ନିଶା ସେବନ କରିବା ଏକ ଖରାପ କାମ । ପୋଲିସ ହୋଇ ଏହି ସମାଜରୁ ନିଶା ହଟାଇବା କାମ କରିବା କଥା କିନ୍ତୁ ପୋଲିସ ଯଦି ନିଜେ ନିଶା ସେବନ କରି ଏଭଳି କାମ କରିବ ତାହେଲେ ଏହି ସମାଜ ଆଉ କାହାକୁ ଦୋଷ ଦେବ ।  Gg
ପୋଲିସ ନିଶାସକ୍ତ ଅବସ୍ଥାରେ ଜଣେ ଯୁବତୀଙ୍କ ସହିତ କରିଲେ ଏଭଳି କାମ । ଯୁବତୀ ଜଣଙ୍କ ସହିତ ଏହି ପୋଲିସ ବାବୁ ଜଣକ ବିଚ୍ ରାସ୍ତାରେ ଏଭଳି କାଣ୍ଡ କରିଛନ୍ତି । ବିଚ୍ ରାସ୍ତାରେ ପୋଲିସ ବାବୁ ଜଣକ ଯୁବତୀଙ୍କ ସହ ଅସଦାଚରଣ କରିଛନ୍ତି । ଏବେ ଏହି ଖବର ସାମ୍ନାକୁ ଆସିବା ପରେ ଅନେକ ଲୋକ ଅନେକ ପ୍ରକାରର ମନ୍ତବ୍ୟ ଦେଉଛନ୍ତି । ଏହି ପୋଲିସ ବାବୁ ଜଣକ ଲୋକଙ୍କ ସୁରକ୍ଷା ପାଇଁ ଥିବାବେଳେ ଏଭଳି କାଣ୍ଡ କରିବା ନିନ୍ଦନୀୟ ଆଉ ଲଜ୍ଜାଜନକ ଅଟେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । 
ପୋଲିସ ବାବୁ ଜଣକର ଟୋପି ଗୋଟିଏ ସ୍ଥାନରେ ପଡ଼ିଥିବା ବେଳେ ସେ ଆଉ ଗୋଟିଏ ସ୍ଥାନରେ ଅଛନ୍ତି । ନିଶା ସେବନ କରି ଏଭଳି ଅବସ୍ଥା ଭୋଗ କରିଛନ୍ତି ପୋଲିସ ବାବୁ । ତାଙ୍କୁ ଏହି ବିଷୟରେ ପଚାରିବାରୁ ସେ କିଛି କରି ନାହାନ୍ତି ବୋଲି କହିଥିଲେ । ଏହି ପୋଲିସ ବାବୁ ଜଣକ ଯୁବତୀ ଜଣଙ୍କୁ ବିଚ୍ ରାସ୍ତାରେ ତାଙ୍କ ନିଜ ଆଡକୁ ଟାଣି ଦେଇ ତାଙ୍କ ସହ ଖରାପ ବ୍ୟବହାର କରିଛନ୍ତି । ଏହି ଘଟଣା ଉତ୍ତରପ୍ରଦେଶର ଏକ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଏହି ପୋଲିସ ବାବୁ ଜଣଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି ।

Advertisement