Feb 12, 2025, 11:26 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ମାଆ ଶ-ବକୁ ଜାବୁଡ଼ି ଧରି କ୍ଷୀର ଖାଇବାକୁ କାନ୍ଦୁଛି ୮ ମାସର ଛୁଆ

Gg

ଆଜିକାଲି ଦୁନିଆରେ ଏଭଳି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମେଡ଼ିକାଲରେ ବିକଳ ହୋଇ କାନ୍ଦୁଛି ୮ ମାସର ଛୁଆ । ବାପା କାନ୍ଧରେ କାନ୍ଦି କାନ୍ଦି ଏହି ଛୁଆଟି ଶୋଇ ପଡୁଛି । ଏହି ୮ ମାସର ସନ୍ତାନ ମାଆ କ୍ଷୀର ଖାଇବାକୁ ଛଟପଟ ହେଉଛି । କିନ୍ତୁ ତାର ମାଆ ସବୁଦିନ ପାଇଁ ଆଖି ବୁଜି ଦେଇଛି । ଅଫେରା ରାଇଜକୁ ଫେରି ଯାଇଛି ଏହି ମାଆ ଜଣକ । ଅଫେରା ରାଇଜକୁ ଫେରିଯିବା ପରେ ମାଆ ଆଉ କିଭଳି ଆସିବ ଆଉ ତାର ଛୁଆକୁ କ୍ଷୀର ଦେବ । ସ୍ତ୍ରୀ ଛଡ଼ା ଏହି ବ୍ୟକ୍ତି ଜଣଙ୍କର କେହି ନଥିଲେ ।
Vv
ତାଙ୍କର ବାପା ମାଆ ମା ଅନେକ ଦିନରୁ ତାଙ୍କୁ ଛାଡି ଚାଲି ଯାଇଛନ୍ତି । ଆଉ ଏବେ କେବଳ ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ଆଉ ୮ ମାସର ଛୁଆ ଅଛି । ଦୁନିଆ କହିଲେ ସ୍ତ୍ରୀ ଆଉ ୮ ମାସର ଛୁଆ । ଆଜି ସ୍ତ୍ରୀ ପାଖରେ ନାହିଁ ଏହାକୁ ଦେଖି କାନ୍ଦୁଛି ସ୍ଵାମୀ । ସ୍ତ୍ରୀ ଜଣଙ୍କୁ ହରାଇ କାନ୍ଦୁଛନ୍ତି ସ୍ଵାମୀ । ମାତ୍ର ୨ ବର୍ଷ ବିବାହରେ ଏଭଳି ଘଟଣା ଘଟିଥିଲା । ଏହି ଘଟଣା ଏବେ ଅନେକ ଦୁଃଖ ଦେଇଛି । ଏହି ସ୍ଵାମୀ ଜଣକ ଏବେ ନିଜ ଛୁଆକୁ ଧରି ସ୍ତ୍ରୀକୁ ହରାଇ କାନ୍ଦିବାରେ ଲାଗିଛନ୍ତି । ସ୍ତ୍ରୀର ମୃ-ତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହିଁ ସ୍ଵାମୀ । 
Bb
ଛୁଆ ଭଲ ଅଛି କିନ୍ତୁ ସ୍ତ୍ରୀ ଜଣକ ସବୁଦିନ ଚାଲି ଯାଇଛନ୍ତି । ସ୍ତ୍ରୀ ଜଣକ କାମ କରିବାକୁ ଯାଇଥିଲେ । ଆଉ ସେତେବେଳେ ଏଭଳି ଘଟଣା ଘଟି ଯାଇଛି । ବାପା ଝିଅଙ୍କ ବିକଳ କାନ୍ଦ ଏବେ ମେଡ଼ିକାଲରେ ସବୁଲୋକ ଶୁଣି ଧର୍ଯ୍ୟହରା ହୋଇ ପଡ଼ୁଛନ୍ତି । ଏଭଳି କିଛି ଘଟଣା ଏବେ ଘଟିଗଲା ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ଯେଉଁ ଛୁଆ ଦୁନିଆ ଦେଖିନି ଆଉ ଦୁନିଆ ବିଷୟରେ କିଛି ଜାଣିନାହିଁ ସେ ଆଜି ଏକା ହୋଇଗଲା । ଆଉ ଏକା କରି ଏବେ ତାଙ୍କୁ ଛାଡ଼ି ଚାଲି ଯାଇଛି ମାଆ ଜଣକ ।
ଏହି ୮ ମାସର ଛୁଆ ମୁଣ୍ଡ ଉପରୁ ମାଆର ପଣତ କାନି ଉଠିଗଲା । ସୂଚନା ଅନୁସାରେ ଭୋଳାଗଡିଆ ଅଞ୍ଚଳର ଯୁଡ଼େନ୍ଦ୍ର ହେଣ୍ଡରମ୍ କୁସୁମ ଘାଟି ଅଞ୍ଚଳର ପଦ୍ମିନୀ ସ୍ୱରିନଙ୍କୁ ବିବାହ କରିଥିଲେ । ଦୁଇବର୍ଷ ବିବାହ ଭିତରେ ୮ ମାସର ଛୁଆ । ଗତକାଲି ଛୁଆର ପେଟ ବ୍ୟଥା ହେଉଥିବା ବେଳେ ଛୁଆକୁ ନେଇ ସ୍ତ୍ରୀ ଜଣକ ସ୍ବାମୀଙ୍କ ପାଖକୁ ଯାଉଥିଲେ । ସ୍ଵାମୀ ଯେଉଁଠି କାମ କରୁଥିଲେ ସେହି ସ୍ଥାନକୁ ଖରାରେ ଯାଉଥିଲେ ସ୍ତ୍ରୀ । ଆଉ ରାସ୍ତାରେ ଘଟି ଯାଇଥିଲା ଏଭଳି କିଛି । ସ୍ତ୍ରୀ ଜଣକ ହଠାତ୍ ରାସ୍ତାରେ ପଡ଼ି ଯାଇଥିଲେ । ତାଙ୍କୁ ଉଦଳା ଡାକ୍ତରଖାନାକୁ ଆଣୁଥିବା ବେଳେ ସ୍ତ୍ରୀ ଜଣକ ଆଖି ବୁଜି ଦେଇଥିଲେ । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଏବେ କୁନି ଛୁଆର ଦୁଃଖ କହିଲେ ନ ସରେ । ଛୁଆର ଦୁଃଖ ଦେଖି ଜଣେ ମହିଳା ପୋଲିସ କର୍ମଚାରୀ ତାଙ୍କୁ ଖାଇବାକୁ ଦେଇଥିଲେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

Advertisement