Mar 29, 2025, 11:25 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଲ-ଙ୍ଗ-ଳା ଭିଡିଓ ଦେଖାଇ ନାଳୁଆ ପିଉଶା ମୋତେ ୬ମାସ ଦୁ-ଷ୍କ-ର୍ମ କରିଛି

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି ଜଣେ ପିଉସା ହୋଇ ନିଜ ଝିଅ ସମାନ ଝିଆରୀ ସହ କରିଛି ଏହି ନିର୍ଲଜ୍ଜ କାମ । ଆଜିକାଲି ଦୁନିଆରେ ଲୋକମାନେ ଆଉ କାହାକୁ ବିଶ୍ୱାସ କରିବେ । ସମାଜରେ ଏଭଳି ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଭଲ ଦୃଷ୍ଟିରେ ସମସ୍ତଙ୍କୁ ଦେଖନ୍ତି । ୧୫ ବର୍ଷର ଝିଆରୀକୁ ଗର୍ଭବତୀ କରିଦେଲା ପିଉସା ।
Gg
ଏହି ପିଉସା ଜଣକ ଝିଆରୀ ଜଣଙ୍କର ଗାଧୋଇବା ବେଳେ ଭିଡିଓ କରିଥିଲା । ଆଉ ଏହି ଭିଡିଓ ଦେଖାଇ ଝିଆରୀ ଜଣଙ୍କୁ ବ୍ଲାକମେଲ କରି ୬ ମାସ ହେବ ତାସହ ଶା-ରି-ରୀ-କ ସମ୍ପର୍କ ରଖୁଥିଲା । ଆଉ ଏବେ ଏହି ଝିଆରୀ ଜଣକ ପିଉସା ଛୁଆର ମାଆ ହେବାକୁ ଯାଉଛନ୍ତି । ଏହି କଥା ଆପଣଙ୍କୁ ଲଜ୍ଜ୍ୟା ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ । ଏଭଳି କାମ ନୃଶଂସ ପିଉସା କରିଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଦଶମ ଶ୍ରେଣୀର ଝିଆରୀ ଗାଧୋଇବା ବେଳେ ଭିଡିଓ କରି ଏଭଳି କରିଥିଲା ପିଉସା ।
Yg
ପିଉସା ଝିଆରୀ ଉଲଗ୍ନ ହୋଇ ଗାଧୋଉଥିବାର ଭିଡିଓ ନିଜ ମୋବାଇଲରେ କରିଥିଲା । ଆଉ ଏହି ଭିଡିଓ ଦେଖାଇ ବ୍ଲାକମେଲ କରିଥିଲା । ଏହି ପିଉସା ଜଣକ ଗତ ଅକ୍ଟୋବର ମାସରୁ ଝିଆରୀ ସହ ଶାରୀରିକ ସଂପର୍କ ରଖି ଆସୁଥିଲା । ଏହି ଝିଆରୀ ଜଣକ ସହ ଏଭଳି ନିର୍ଲଜ୍ଜ କାମ କରିଛି ପିଉସା । ପିଉସା ଜଣଙ୍କର ପିଲା ଏହି ଝିଆରୀ ପେଟରେ ବଢୁଛି । ବାରମ୍ବାର ଶାରିରୀକ ସମ୍ପର୍କ ରଖିବା ପରେ ଏଭଳି ହୋଇଥିଲା । ହଠାତ୍ ଝିଅଟିକୁ ବାନ୍ତି ହୋଇଥିଲା ଆଉ ତାପରେ ମେଡିକାଲ ନେବାରୁ ଝିଅ ଗର୍ଭବତୀ ଅଛି ବୋଲି ଜଣା ପଡିଥିଲା ।
ଏହି ଝିଅ ଜଣଙ୍କୁ ଏହି ବିଷୟରେ ପଚାରିବାରୁ ସେ ସବୁ କଥା କହି ଦେଇଥିଲା । ଏହି ପିଉସା ଜଣକ ହେଉଛନ୍ତି ଗଣେଶ । ସେ ଝିଆରୀ ଉପରେ ଖରାପ ନଜର ରଖୁଥିଲା । ଆଉ ଝିଆରୀ ଘରକୁ ଆସିଥିବା ବେଳେ ଝିଆରୀ ଗାଧୋଇବାକୁ ବାଥରୁମକୁ ଯାଇଥିଲା ଆଉ ସେହି ସମୟରେ ମୋବାଇଲରେ ଭିଡିଓ କରି ଏଭଳି କାଣ୍ଡ କରିଛି ଏହି ନୃଶଂସ ପିଉସା । ଏହି ଘଟଣା ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅଂଚଳରେ । ଏବେ ପୀଡ଼ିତା ଜଣଙ୍କର ଲିଖିତ ଅଭିଯୋଗ ଆଧାରରେ ପୋଲିସ ପିଉସା ଜଣଙ୍କୁ ଗିରଫ କରିଛି । ଏବେ ଏହି ପିଉସା ଜଣଙ୍କୁ ଦଣ୍ଡ ମିଳିବାକୁ ଦାବି କରିଛନ୍ତି ସମସ୍ତେ ।

Advertisement