ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ଅଭିନେତା ଉତ୍ତମ ମହାନ୍ତିଙ୍କୁ ନେଇ ଆସୁଥିବା ଖବର ତ ସବୁ ପାଇଥିବେ । ଆପଣମାନେ ସମସ୍ତେ ନିକଟରେ ଅଭିନେତା ଉତ୍ତମ ମହାନ୍ତି ଦେହାନ୍ତ ହୋଇ ଯାଇଥିବା ଖବର ବିଷୟରେ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ଭଲ ଥିଲେ । ଏବେ ସେ ଆଉ ଏହି ଦୁନିଆରେ ନାହାଁନ୍ତି । ଏବେ ତାଙ୍କ କର୍ମରେ ତାଙ୍କ ପୁଅ ଲଣ୍ଡା ହୋଇ ନାହାଁନ୍ତି ବୋଲି ଅନେକ କଥା ଆସିଥିଲା ।

ଅନୁଭବ ମହାନ୍ତିଙ୍କ ବାପା, ଅମ୍ଳାନ ଦାଶଙ୍କ ବାପା ଆଉ ବାବୁଶାନ୍ ମହାନ୍ତିଙ୍କ ବାପାଙ୍କ ଦେହାନ୍ତ ପରେ ହେଉଥିବା କର୍ମରେ ସେମାନେ ଲଣ୍ଡା ହୋଇ ନାହାଁନ୍ତି । ଆଉ ଏହିସବୁକୁ ନେଇ ଏବେ ଅନେକ କଥା କହିଛନ୍ତି । ଏହି ଅଭିନେତା ଜଣକ ଲଣ୍ଡା ନ ହେବାର ଅନେକ କାରଣ ରହିଛି । ଅଭିନେତା ବାବୁଶାନ୍ ମହାନ୍ତିଙ୍କ ଅଭିନୀତ ଆଗକୁ ଏକ ଫିଲ୍ମ ଆସିବାକୁ ଯାଉଛି । ଆଉ ଏହି ଫିଲ୍ମ ରଜରେ ରିଲିଜ୍ ହେବ । ଏବେ ଏହାର ସୁଟିଂ ଚାଲିଥିଲା । ଆଉ ସୁଟିଂ ସମୟରେ ଏଭଳି ଘଟଣା ଘଟିଥିଲା ।

ବାବୁଶାନ୍ ଆଉ ଉତ୍ତମ ମହାନ୍ତିଙ୍କ ଭଲପାଇବାକୁ ନେଇ ଅନେକ ଲୋକ ଅନେକ କଥା କହୁଛନ୍ତି । ଉତ୍ତମ ମହାନ୍ତି ତାଙ୍କ ପୁଅକୁ କେତେ ଭଲ ପାଆନ୍ତି ଆଉ ବାବୁଶାନ୍ ତାଙ୍କ ବାପାଙ୍କୁ କେତେ ଭଲପାଆନ୍ତି ତାହା ଦର୍ଶକ କି ଅନ୍ୟ କେହି କହିପାରିବେ ନାହିଁ । ଆଉ ଏବେ ଯେଉଁ ବାବୁଶାନ୍ ଲଣ୍ଡା ହୋଇ ନାହାଁନ୍ତି ତାକୁ ନେଇ ଅନେକ କଥା ଆସୁଛି । ବାବୁଶାନ୍ ଫିଲ୍ମ କରୁଛନ୍ତି । ଆଉ ସେ ଫିଲ୍ମର ସୁଟିଂ ପାଇଁ ଲଣ୍ଡା ହୋଇ ନାହାଁନ୍ତି । ଯଦି ସେ ଲଣ୍ଡା ହୋଇଥାନ୍ତେ ତାହେଲେ ଫିଲ୍ମ ନିର୍ମାତା ଏହା ଚାହିଁ ନଥାନ୍ତି ।
ଫିଲ୍ମ ନିର୍ମାତା ଚାହିଁଲେ ଅଭିନେତାଙ୍କ ନାଁରେ କେସ ଦେଇପାରିବେ । ଆଉ ଏହା କେବେବି ତାଙ୍କ ବାପା ଚାହାଁନ୍ତି ନାହିଁ । ଏବେ ବାବୁଶାନ୍ ମହାନ୍ତି ଲଣ୍ଡା ହୋଇ ନଥିବାର କାରଣ ଜଣା ପଡ଼ିଛି । ଗୋଟିଏ ପୁଅ ଅନେକ କଷ୍ଟ ପାଏ ତାର ବାପା ଚାଲିଗଲେ । ଏବେ ବାବୁଶାନ୍ ମହାନ୍ତିଙ୍କୁ ଟ୍ରୋଲ୍ କରିବା ବନ୍ଦ କର । ଆଉ ବାବୁଶାନ୍ ଆଉ ଉତ୍ତମ ମହାନ୍ତିଙ୍କ ଭଲପାଇବାକୁ ନେଇ କିଛି କହିବା ଠିକ୍ ନୁହେଁ । ଏହାକୁ ନେଇ ପ୍ରଶ୍ନ କରିବା ଭୁଲ ଅଟେ । ଏବେ ଏହି ସବୁ କଥାକୁ ନେଇ ଅନେକ ଚର୍ଚ୍ଚା ହେଉଛି । ଏହିସବୁ କଥା ତପି କହିଛନ୍ତି ।