Dec 5, 2024, 13:50 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ କୁନି ଝିଅକୁ କ୍ଷୀର ପିଆଉଥିଲା ମା ଓ ଛୁଆ ଦୁଇଜଣଙ୍କୁ ଜାଳିଦେଲେ ଆଉ ତାପରେ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବେ । ଆଜିକା ଯୁଗରେ ଏତେ ନୃଶଂସ ଲୋକ ଅଛନ୍ତି ଯେଉଁମାନେ ଏଭଳି କାମ କରିଥାନ୍ତି । ଗୋଟେ ଝିଅକୁ ବାହାଘର କରିଲେ ତାର ବାପା ମା ଭାବିଥାନ୍ତି ତାଙ୍କ ଝିଅ ଭଲରେ ରହୁ । ଆଉ ତାଙ୍କ ଝିଅ ସବୁବେଳେ ଖୁସିରେ ରହୁ ।ଝିଅ ମଧ୍ୟ ଅନେକ ସ୍ବପ୍ନ ଦେଖିଥାଏ । ଠିକ୍ ସେହିପରି ଏହି ଝିଅଟି ମଧ୍ୟ ଅନେକ ସ୍ବପ୍ନ ଦେଖିଥିଲା ଆଉ ମନରେ ଅନେକ କଥା ଭାବିଥିଲା । 
Hh
କିନ୍ତୁ ତା ସହ ଏଭଳି କିଛି ଘଟିଯିବ ଏକଥା କିଏ ବା ଜାଣିଥିଲା । ଏହି ଝିଅଟିକୁ ବହୁତ ହସଖୁସିରେ ବାହା କରିଥିଲେ ବାପଘରଲୋକ । ଆଉ ଏବେ ସେହି ଝିଅ ସବୁଦିନ ପାଇଁ ଆଖି ବୁଜି ଦେଇଛି । ବିବାହକୁ ଏକ ବର୍ଷ ହୋଇନାହିଁ ଚାଲି ଯାଇଛି ଝିଅର ଜୀବନ । ଆଉ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଥିଲା । ଏହି କନ୍ୟା ସନ୍ତାନ ମଧ୍ୟ ସବୁଦିନ ପାଇଁ ଆଖି ବୁଜି ଦେଇଛି । ଏହି ମହିଳା ଏବଂ ତାଙ୍କ କୁନି ଝିଅ ଯିଏ କି ଦୁନିଆ କଣ ଜାଣିନାହିଁ , ଯାହାର ବୟସ ମାତ୍ର ଦୁଇ କି ତିନି ମାସ ସେ ଆଜି ଆଉ ଏହି ଦୁନିଆରେ ନାହିଁ । ମାଆ ଆଉ କୁନି ଝିଅ ନିଆଁରେ ପୋଡ଼ି ହୋଇ ଯାଇଛନ୍ତି ବୋଲି ଖବର ଆସିଥିଲା । 
Hh
ଆଉ ଏବେ ଏହି ଝିଅର ଘରଲୋକ ଅଭିଯୋଗ ଆଣିଛନ୍ତି ତାଙ୍କ ଝିଅ ଆଉ ନାତୁଣୀକୁ ତାଙ୍କ ଜ୍ବାଇଁ ସବୁଦିନ ପାଇଁ ମାରି ଦେଇଛନ୍ତି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେବା ସହ ଏହି ଘଟଣାର ତଦନ୍ତ କରୁଛି ପୋଲିସ । ଏଇ ୧୦ ତାରିଖ ଦିନ ଝିଅର ବିବାହ ବାର୍ଷିକ ହୋଇଥାନ୍ତା । କିନ୍ତୁ ବାହାଘରକୁ ବର୍ଷେ ନ ହେଉନୁ ସବୁଦିନ ପାଇଁ ଆଖି ବୁଜି ଦେଲା ଝିଅ । ଯୌତୁକ ନିର୍ଯ୍ୟାତନା ଦେଇ ଝିଅକୁ ତାର ସ୍ଵାମୀ ଜାଳି ମାରିଦେଇଛି ବୋଲି ଏବେ ଝିଅର ଘରଲୋକ ଅଭିଯୋଗ ଆଣିଛନ୍ତି । ଏକାସାଙ୍ଗରେ ଦୁଇମାସର ନାତୁଣୀ ଆଉ ଝିଅ ମରିଗଲେ । 
ଘର ଭିତରେ ନିଆଁରେ ପୋଡ଼ି ହୋଇ ମରି ଯାଇଛନ୍ତି । ଝିଅର ଶାଶୁଘରଲୋକେ ତାଙ୍କ ଝିଅକୁ ମାରି ଦେଇଛନ୍ତି ବୋଲି ଥାନାରେ ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗତକାଲି କଟକ ଜିଲ୍ଲା ଜଗତପୁର ଥାନା ଅତଡା ଗାଁରେ । ଏହି ଗାଁର ରଘୁନାଥ ଲେଙ୍କାଙ୍କ ସ୍ତ୍ରୀ ସୁଚିଶ୍ମିତା ମହାନ୍ତିଙ୍କ ସହିତ ଏଭଳି ଘଟଣା ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ପାରିବାରିକ କଳହ ପାଇଁ ଏହି ମହିଳା ଏବଂ ତାଙ୍କ କୁନି ଝିଅ ଘର ଭିତରେ କିରୋସିନ ଢାଳି ହୋଇ ମୃ-ତ୍ୟୁବରଣ କରିଥିଲେ । ଏବେ ପୋଲିସ ଏହି ସ୍ଵାମୀ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Advertisement