Mar 29, 2025, 11:16 IST

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ୨୦ ଟଙ୍କା ପାଇଁ ଖଟ ଉପରେ ସ୍ତ୍ରୀକୁ ଚିପିଚିପି ଏମିତି କଲା ସ୍ବାମୀ

Gg

ଆଜିକାଲି ଦୁନିଆରେ ସ୍ଵାମୀ ମାନେ ଏଭଳି ସବୁ କାମ କରୁଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମାତ୍ର ୨୦ ଟଙ୍କା ପାଇଁ ସ୍ଵାମୀ ଜଣକ ସ୍ତ୍ରୀକୁ ମାରି ଦେଇଛି । ସ୍ତ୍ରୀ ଜଣଙ୍କର ଜୀବନ ନେଇଗଲା ନୃଶଂସ ସ୍ଵାମୀ ଜଣକ । ଏହି ନୃଶଂସ ସ୍ଵାମୀ ଜଣକ ସ୍ତ୍ରୀ ଜଣଙ୍କୁ ତକିଆ ଚାପି ଦେଇ ତାର ଜୀବନ ନେଇଗଲା । ସ୍ତ୍ରୀ ଜଣକ ସ୍ବାମୀଙ୍କୁ ୨୦ ଟଙ୍କା ମାଗିଥିଲା । 
Vv
ଏହାପରେ ସ୍ଵାମୀ ଜଣକ ସ୍ତ୍ରୀ ଶୋଇଥିବା ବେଳେ ତାର ଜୀବନ ନେଇଗଲା । ସ୍ତ୍ରୀ ଜଣକ ଶୋଇଥିବା ବେଳେ ସ୍ଵାମୀ ଜଣକ ତାର ପାଟିରେ ତକିଆ ଚାପି ଦେଇଥିଲା ଆଉ ଏହାପରେ ସେ ମୃ-ତ୍ୟୁବରଣ କରିଥିଲା । ଏହି ସ୍ଵାମୀ ଜଣଙ୍କ ହେଉଛନ୍ତି ଜଗନ୍ ଆଉ ସ୍ତ୍ରୀ ଜଣକ ହେଉଛନ୍ତି ରିଙ୍କି । ଜଗନ ଆଉ ରିଙ୍କି ୨୦୧୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ସେମାନେ ହସଖୁସିରେ ସଂସାର ଚଲାଉଥିଲେ । ତାଙ୍କର ସମ୍ପର୍କ ଦେଖୁ ଦେଖୁ ୮ ବର୍ଷର ହୋଇ ଯାଇଥିଲା । 
Ff
ତାଙ୍କର ଦୁଇଟି ସନ୍ତାନ ମଧ୍ୟ ହୋଇଥିଲା । ରିଙ୍କି ଆଉ ଜଗନ ମଧ୍ୟରେ ଝଗଡ଼ା ହୋଇଥାଏ ବୋଲି ସାହି ପଡିଶା କହୁଥିଲେ । କିନ୍ତୁ ଜଗନ ରିଙ୍କିକୁ ଟିକେ ଝଗଡ଼ା ହେଲେ ମାରପିଟ୍ କରୁଥିଲା । ଆଉ ସେ ସବୁବେଳେ ରିଙ୍କିକୁ ମାରୁଥିଲା । ଆଉ ଗତକାଲି ରାତିରେ ସ୍ତ୍ରୀ ରିଙ୍କି ଛୁଆ ଖାଇବେ ବୋଲି ସ୍ଵାମୀ ଜଗନକୁ ୨୦ ଟଙ୍କା ମାଗିଥିଲା କିନ୍ତୁ ଏହି ୨୦ ଟଙ୍କା ପାଇଁ ତାଙ୍କର ଜୀବନ ଚାଲିଯିବ କିଏ ବା ଜାଣିଥିଲା । ଏହି ଝଗଡ଼ା ବେଳେ ସ୍ଵାମୀ ଜଣକ ପୁରୁଣା କଥା କହି ଝଗଡ଼ା କରିଥିଲା । 
ଆଉ ଝଗଡ଼ା କରୁ କରୁ ସ୍ତ୍ରୀ ଜଣକ ଶୋଇ ପଡ଼ିଥିଲା । ଏହି ସମୟରେ ସ୍ଵାମୀ ଜଣକ ସ୍ତ୍ରୀ ମୁହଁରେ ତକିଆ ଚାପି ତାର ଜୀବନ ନେଇଗଲା । ଏହାପରେ ଏହି ଜଗନ ସ୍ତ୍ରୀର ପରିବାରକୁ ଝିଅ ବିଷ ପିଇ ଦେଇଛି ବୋଲି କହିଥିଲେ । ମେଡିକାଲ ନେବା ପରେ ସେଠାରେ ଡାକ୍ତର ରିଙ୍କିକୁ ମୃ-ତ ଘୋଷଣା କରିଥିଲେ । ଏବେ ଝିଅ ଘରଲୋକ ଜଗନ୍ ତାଙ୍କ ଝିଅକୁ ମାରି ଦେଇଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣା ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

Advertisement